ପ୍ରାକ୍-ପ୍ରାଥମିକ ଶିକ୍ଷାର ମାନ ବଢ଼ାଇବାକୁ ଯୋଜନା: ଶିଶୁବାଟିକାରେ ଶିକ୍ଷକଙ୍କୁ ସହାୟତା କରିବେ ‘ଶିଶୁ ସେବିକା’
ଭୁବନେଶ୍ୱର: ରାଜ୍ୟର ଶିଶୁବାଟିକାଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନକୁ ସୁନିଶ୍ଚିତ କରିବା ଦିଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ଶିଶୁବାଟିକାରେ ‘ଶିଶୁ ସେବିକା’ ନିଯୁକ୍ତ କରାଯିବ। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି … Read More
