ବେଙ୍ଗାଲୁରୁ ଦଳାଚକଟା ଘଟଣା – ସରକାରଙ୍କ ନିଲମ୍ବନ ଆଦେଶ ରଦ୍ଦ କଲେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍
ବେଙ୍ଗାଲୁରୁ : ଗତ ଜୁନ ମାସରେ ବେଙ୍ଗାଲୁରୁରେ ହୋଇଥିବା ଦଳାଚକଟା ଘଟଣାରେ ବରିଷ୍ଠ ଆଇପିଏସ୍ ଅଧିକାରୀ ବିକାଶ କୁମାରଙ୍କ ବିରୋଧରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ ଆଜି କର୍ଣ୍ଣାଟକ ସରକାରଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରିଛନ୍ତି। ବିଚାରପତି ସନ୍ତୋଷ ମେହରା ଏବଂ ବିଚାରପତି … Read More
