ଆଲୋଚନା ପାଇଁ ଇରାନର ୭ ସର୍ତ୍ତ, ଆମେରିକା ନମାନିଲେ ‘ନିର୍ଣ୍ଣାୟକ ଯୁଦ୍ଧ’ ଧମକ !

ନୂଆଦିଲ୍ଲୀ: ଆମେରିକା ସହ ପୁଣିଥରେ ଆଲୋଚନା ଆରମ୍ଭ କରିବା ପାଇଁ ଇରାନ ନିଜର ୭ଟି ସର୍ତ୍ତ ରଖିଛି। କାତାର ମଧ୍ୟସ୍ଥତାରେ ଏହି ସର୍ତ୍ତଗୁଡ଼ିକୁ ଆମେରିକା ନିକଟରେ ପହଞ୍ଚାଯାଇଥିବା ଇରାନ ପକ୍ଷରୁ କୁହାଯାଇଛି। ତେବେ ଆମେରିକା ଏହି ଦାବିଗୁଡ଼ିକୁ ଗ୍ରହଣ ନକଲେ ଇରାନ … Read More

ଖଣି ଆଇନ ସଂଶୋଧନ ପ୍ରସଙ୍ଗ: ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ନବୀନଙ୍କ ଦାବି

ଭୁବନେଶ୍ୱର: ଖଣି ଏବଂ ଖଣିଜ ଦ୍ରବ୍ୟ ବିକାଶ ତଥା ନିୟନ୍ତ୍ରଣ (ଏମଏମଡିଆର) ଆଇନରେ କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ପ୍ରସ୍ତାବିତ ସଂଶୋଧନକୁ ନେଇ ଓଡ଼ିଶା ରାଜନୀତି ଏବେ ସରଗରମ ହୋଇଛି । ଏହି ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥରକ୍ଷା ନିମନ୍ତେ ତୁରନ୍ତ ରାଜ୍ୟ … Read More

ଡାକ୍ତର ଅନୁପସ୍ଥିତିକୁ ନେଇ ମେଡିକାଲରେ ଭଙ୍ଗାରୁଜା କଲେ ସ୍ଥାନୀୟ ଲୋକେ

ବାଙ୍ଗିରିପୋଷି: ଡାକ୍ତର ଅନୁପସ୍ଥିତିକୁ ନେଇ ମେଡିକାଲରେ ଉତ୍ତେଜନା । ମୟୂରଭଞ୍ଜ ଜିଲ୍ଲା ସାରସକଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତୀବ୍ର ଉତ୍ତେଜନା । ଡାକ୍ତର ଅନୁପସ୍ଥିତିକୁ ନେଇ ହସ୍ପିଟାଲ ପରିସରରେ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ମୃତ ଶିଶୁର ସମ୍ପର୍କୀୟ । ମୁଣ୍ଢାକଟା … Read More

୨୨ରୁ ବିଧାନସଭାର ସପ୍ତମ ଅଧିବେଶନ, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ବରିଷ୍ଠ ପୋଲିସ ଅଧିକାରୀ

ଭୁବନେଶ୍ବର: ଆସନ୍ତା ୨୨ତାରିଖରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ । ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନ ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଉଛି । ପୋଲିସ ଅନ୍ତରୀଣ ଡିଜି ବିନୟତୋଷ ମିଶ୍ର, ପୋଲିସ କମିଶନର … Read More

ଦଣ୍ଡନୃତ୍ୟ ବେଳେ ଗଣ୍ଡଗୋଳ, ଅଭିଯୁକ୍ତଙ୍କୁ ଛାଡ଼ିବା ନେଇ ଥାନା ଘେରିଲେ ଗ୍ରାମବାସୀ

କଣ୍ଟାମାଳ: ଠେଙ୍ଗା ଧରି ଥାନା ଘେରିଲେ ଗ୍ରାମବାସୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଦେଢ଼େଣମାଲ ଗାଁରେ ବିଶ୍ୱକର୍ମା ପୂଜା ଅବସରରେ ଅନୁଷ୍ଠିତ ଦଣ୍ଡନୃତ୍ୟ କାର୍ଯ୍ୟକ୍ରମରେ ଗଣ୍ଡଗୋଳକୁ ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ହାତରେ ଠେଙ୍ଗା … Read More

ଯୌତୁକ ପାଇଁ ବଧୂକୁ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ନୀଳଗିରି: ୫ ଲକ୍ଷ ଟଙ୍କା ଯୌତୁକ ଦେଇନପାରିବାରୁ ବଧୂକୁ ନିର୍ଯାତନା ଦେଇ ହତ୍ୟା ଅଭିଯୋଗ । ସ୍ବାମୀ ଅଟକ ।  ମୃତକ ହେଲେ ଶୁଭଲକ୍ଷ୍ମୀ ପ୍ରଧାନ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜରଡ଼ା ଗାଁର ପ୍ରଭଞ୍ଜନ ପ୍ରଧାନଙ୍କ ଝିଅ ଶୁଭଲକ୍ଷ୍ମୀ … Read More

ସୁଧ କାରବାରକୁ ନେଇ ଅଘଟଣ, OASଙ୍କ ଘର ଆଗରେ ଯୁବକଙ୍କ ଆତ୍ମାହୁତି

ଭୁବନେଶ୍ବର: ସୁଧ କାରବାର ନେଇ ଯୁବକଙ୍କ ଆତ୍ମାହୁତି । OASଙ୍କ ଘର ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଯୁବକ। ସୁଧରେ ଟଙ୍କା ନେଇ ନ ଫେରାଇବାରୁ ଆତ୍ମାହୁତି କରିଥିବା ସୂଚନା । ମୃତକ ହେଲେ ଅଶ୍ଵିନୀ … Read More

ଭୁବନେଶ୍ବରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଖୁବଶୀଘ୍ର ମହାନଦୀ ଜଳ ବିବାଦ ସମାଧାନ

ଭୁବନେଶ୍ବର : ଭୁବନେଶ୍ବରରେ ପହଁଞ୍ଚିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ ସମୟରେ ଦୀର୍ଘଦିନର ମହାନଦୀ ଜଳ ବିବାଦ ସମାଧାନ ଖୁବଶୀଘ୍ର ହେବ ବୋଲି କହିଛନ୍ତି । ବିଷ୍ଣୁ ଦେଓ ସାଏଙ୍କ ଏହି ଗସ୍ତ ଏଥିପାଇଁ … Read More

ଟ୍ରକ-ଟ୍ରେଲର ଧକ୍କା, ଚାଲିଗଲା ଦୁଇ ଜୀବନ

ଖୋର୍ଦ୍ଧା : ମାଲ ବୋଝେଇ ଟ୍ରକ ସହ ଟ୍ରେଲର ଧକ୍କା । ଚାଲିଗଲା ଦୁଇ ଜୀବନ । ଖୋର୍ଦ୍ଧା ଆଦର୍ଶ ଥାନା ୧୬ ନମ୍ବର ଜାତୀୟ ରାଜପଥର ତୋଟାପଡା ଓଭର ବ୍ରିଜ ତଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇଜଣଙ୍କ ମୃତଦେହ … Read More

ସ୍ତ୍ରୀକୁ ପିଟି ପିଟି ହତ୍ୟା ପରେ ଜୀବନ ହାରିଲେ ସ୍ବାମୀ

କାମାକ୍ଷାନଗର : ସ୍ତ୍ରୀକୁ ହତ୍ୟା ପରେ ଜୀବନ ହାରିଲେ ସ୍ବାମୀ । ଢେଙ୍କାନାଳ କାମାକ୍ଷାନଗର – ପରଜଙ୍ଗ ଥାନା ଦଦରାଘାଟି ତିନି ନମ୍ବର କଲୋନୀରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ହତ୍ୟା କରି ଜୀବନ ହାରିଲେ ସ୍ୱାମୀ । ଗତକାଲି ରାତିରେ ସ୍ତ୍ରୀ … Read More