ଭାତରେ ପୋକ ସାଲୁବାଲୁ, ଅଧିକାରୀଙ୍କୁ ଅଭିଯୋଗ କରିବାକୁ ୮ କିମି. ଚାଲିଲେ ଛାତ୍ରୀ

ଉଦଳା: ମୌଳିକ ସୁବିଧା ଦାବିରେ ୮ କିଲୋମିଟର ଚାଲିଲେ ଛାତ୍ରୀ। ମୟୂରଭଞ୍ଜ ଜିଲ୍ଲାସ୍ଥିତ ଏକ ଆଶ୍ରମ ବିଦ୍ୟାଳୟର ଛାତ୍ରୀମାନେ ହଷ୍ଟେଲରେ ଦୁଇ ମାସରୁ ଅଧିକ ସମୟ ଧରି ମୌଳିକ ସୁବିଧାର ଅଭାବ ନେଇ ଅଭିଯୋଗ କରିବାକୁ ୮ କିଲୋମିଟର ଚାଲି ଚାଲି … Read More

ସରିଲା ସର୍ବଦଳୀୟ ବୈଠକ: ଗୃହ କାର୍ଯ୍ୟ ସୁପରିଚାଳନା ପାଇଁ ସହଯୋଗ ଲୋଡ଼ିଲେ ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ଶେଷ ହୋଇଛି। ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଏବଂ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ବାଚସ୍ପତି ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି। … Read More

ଜେଲ୍ ଗଲେ ଚୌଦ୍ୱାର ଜେଲ୍‌ ସୁପରିଟେଣ୍ଡେଣ୍ଟ

କଟକ: ଗିରଫ ହେଲେ ଜେଲ ଅଧୀକ୍ଷକ । ଚୌଦ୍ଵାର ମଣ୍ଡଳ କାରାଗାର ସୂପରିଟେନ୍ଦେଣ୍ଟ ସୁଜିତ୍ ରାଉଳ ଗିରଫ । ଗିରଫ କଲା ଚୌଦ୍ଵାର ଥାନା ପୋଲିସ । ନିକଟ ଅତୀତରେ ସୁଜିତ୍ ରାଉଳଙ୍କ ଉପରୁ ଅନ୍ତରୀଣ ସୁରକ୍ଷା ହଟାଇ ଦେଇଥିଲେ ହାଇକୋର୍ଟ … Read More

ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ସିବିଆଇ ନିର୍ଦ୍ଦେଶକ ଓ ପୂର୍ବତନ ସେନାମୁଖ୍ୟଙ୍କୁ ଏସ୍‌ଆଇଆର ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍‌ଆଇଆର୍) ପ୍ରକ୍ରିୟା ଅଧୀନରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ୍‌ ଏବଂ ପୂର୍ବତନ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସମେତ ଅନେକ ଅତି ବିଶିଷ୍ଟ ବ୍ୟକ୍ତିଙ୍କୁ ନିର୍ବାଚନ କମିସନ ନୋଟିସ … Read More

କାର୍ଯ୍ୟକାଳ ପୂରଣ ପୂର୍ବରୁ ଅଗ୍ନିବୀରଙ୍କୁ ମିଳିବ ଚାକିରି: କେନ୍ଦ୍ର ସରକାରଙ୍କ ନୂଆ ଯୋଜନା

ନୂଆଦିଲ୍ଲୀ: ସେନାରେ  ’ଅଗ୍ନିପଥ’ ଯୋଜନା ଅଧୀନରେ ନିଯୁକ୍ତି ପାଇଥିବା ଅଗ୍ନିବୀରମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ୪ ବର୍ଷର ସୈନ୍ୟ ସେବା ପୂରଣ ହେବା ପୂର୍ବରୁ ହିଁ ଅଗ୍ନିବୀରମାନଙ୍କ ପାଇଁ ଆଗାମୀ ରୋଜଗାରର ପନ୍ଥା ସୁନିଶ୍ଚିତ କରିବାକୁ … Read More

ରୁଷ ଉପରେ ଏକାଥରକେ ୧୦୦୦ରୁ ଅଧିକ ଡ୍ରୋନ୍ ମାଡ଼ କଲା ୟୁକ୍ରେନ

ରୁଷ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୁଣିଥରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣକୁ ନେଇ ଚର୍ଚ୍ଚା ବଢ଼ିଛି । ରୁଷୀୟ ଅଧିକାରୀଙ୍କ ଅନୁସାରେ, ରାତିରେ ୟୁକ୍ରେନ ପକ୍ଷରୁ ରୁଷର ବିଭିନ୍ନ ଅଞ୍ଚଳ ଆଡ଼କୁ ଏକ ହଜାରରୁ ଅଧିକ ଡ୍ରୋନ୍ ପଠାଯାଇଥିଲା । ରୁଷର … Read More

ପୋଲ ତଳକୁ ଖସିଲା BMW, ୩ ମୃତ ଓ ଜଣେ ଗୁରୁତର

ମୁମ୍ବାଇ: ମୁମ୍ବାଇ କୋଷ୍ଟାଲ ରୋଡରେ ଭୟାବହ ଦୁର୍ଘଟଣା ଘଟିଛି । ବ୍ରିଜରୁ ଖସିଲା ଦ୍ରୁତଗାମୀ BMW । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସମ୍ପୂର୍ଣ୍ଣ ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇରହିଛି । … Read More

ସୁପର ଏଲ୍ ନିନୋ ସଙ୍କଟ ନେଇ ଜରୁରୀକାଳୀନ ଚେତାବନୀ ଜାରି କଲେ ପରିବେଶବିତ୍

ନୂଆଦିଲ୍ଲୀ: ସୁପର ଏଲ୍ ନିନୋ ସଙ୍କଟ । ପରିବେଶବିତଙ୍କ ଚେତାବନୀ । ଭାରତକୁ ମହାବାତ୍ୟା-ଉତ୍ତାପ ଭୟ । ଆସୁଛି ବଡ଼ ବିପତ୍ତି । ନଭେମ୍ବର ୨୦୨୬ ରୁ ୨୦୨୭ ପ୍ରାରମ୍ଭିକ ମାସଗୁଡ଼ିକ ମଧ୍ୟରେ ଭାରତକୁ ଏକ ଭୟଙ୍କର “ସୁପର” ଏଲ୍ ନିନୋ … Read More

ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଭଉଣୀ ଗିରଫ

ଲାହୋର: ପାକିସ୍ତାନ ତେହେରିକ୍-ଏ-ଇନସାଫ୍ (ପିଟିଆଇ) ଦ୍ୱାରା ସେପ୍ଟେମ୍ବର ୨୭ ତାରିଖରେ ହେବାକୁ ଥିବା ଦେଶବ୍ୟାପୀ ପ୍ରତିବାଦ ଶୋଭାଯାତ୍ରା ପୂର୍ବରୁ ଲାହୋର ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ରବିବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ … Read More

୨୮ ରୁ ପୁଣି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡକରା

ନୂଆଦିଲ୍ଲୀ: ପାଞ୍ଚ ଦିନ ବ୍ୟାଙ୍କିଂ ସପ୍ତାହ, ପେନସନ୍ ଅପଡେଟେସନ୍, ଖାଲି ପଦବୀ ପୂରଣ ଏବଂ PLI ପେମେଣ୍ଟ ଭଳି ଦାବି ପାଇଁ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ସେପ୍ଟେମ୍ବର ୨୮ ରୁ ୩୦ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି … Read More