ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ମାଣ ହେବ ୮.୮ ନିୟୁତ ଯାତ୍ରୀ କ୍ଷମତା ବିଶିଷ୍ଟ ଟର୍ମିନାଲ-୩

ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଗତ ୧୨ ବର୍ଷ ମଧ୍ୟରେ ବିମାନ ଉଡ଼ାଣ ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆର୍ଥିକ ବର୍ଷ ୨୦୧୪-୧୫ରେ ୧୦, ୭୬୫ ବିମାନ ଉଡ଼ାଣ କରୁଥିବା ବେଳେ ୨୦୨୫-୨୬ ସୁଦ୍ଧା ଏହି … Read More

ପାଇଖାନା ପ୍ୟାନରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଆନନ୍ଦପୁର : ପାଇଖାନା ପ୍ୟାନ୍ ଭିତରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ମହିଳା ୱାର୍ଡରେ ଥିବା ପାଇଖାନା ପ୍ୟାନ ଭିତରୁ ଉଦ୍ଧାର କରାଯାଇଛି ।  ଆଜି ସକାଳୁ ୱାର୍ଡର ମହିଳା ନର୍ସ ପାଇଖାନା ଭିତରେ … Read More

ମାଓ ଡମ୍ପ ଠାବ : ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଜବତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନାରେ ମାଓ ଡମ୍ପ ଠାବ କରିଛି ସୁରକ୍ଷା ବାହିନୀ । ଆମ୍ବାଡୋଲା ଥାନା ଅନ୍ତର୍ଗତ ଧେପଗୁଡ଼ା ରିଜର୍ଭ ଫରେଷ୍ଟରେ ଲୁଚାଇ ରଖିଥିଲେ ମାଓବାଦୀ । DVF … Read More

ଅଜଣା ଗାଡି ଧକ୍କାରେ ୨ ଭାଇଙ୍କ ମୃତ୍ୟୁ

ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା କୁଆଁର ଠାରେ ମର୍ମନ୍ତୁଦ ଦୁର୍ଘଟଣା ।  ଅଜଣା ଗାଡି ଧକ୍କାରେ ୨ ଭାଇଙ୍କ ମୃତ୍ୟୁ ହୋଇଛି ।  ପୃଥକ ଦୁର୍ଘଟଣାରେ ୫ ମୃତ ।  ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର … Read More

ଓଡ଼ିଶା ଛୁଇଁଲା ମୌସୁମୀ, ନିଅଣ୍ଟିଆ ବର୍ଷା ନେଇ ଚିନ୍ତାରେ ଚାଷୀ

ଭୁବନେଶ୍ୱର : ଓଡ଼ିଶା ଛୁଇଁଲା ମୌସୁମୀ ।  ହେଲେ ନିଅଣ୍ଟିଆ! ବର୍ଷା ରେକର୍ଡ ।  ଚାଷୀଙ୍କ ମନରେ ବଢ଼ିଲା ଚିନ୍ତା ।  ଜୁନ୍ ୧୨ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ପ୍ରବେଶ କରିଛି ।  ଫଳରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଓ … Read More

ମା’କୁ କୁରାଢ଼ୀରେ ହାଣି ମାରିଦେଲା ପୁଅ

ଭଦ୍ରକ  : ପାରିବାରିକ କଳହର କରୁଣ ପରିଣତି ।  ପହିଲି ରଜରେ ନିଜ ଜନ୍ମ କଲା ମା’କୁ କୁରାଢ଼ୀରେ ହାଣି ହତ୍ୟା କଲା ପୁଅ ।  ଏଭଳି ଏକ ହୃଦୟ ବିଦାରକ  ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ ।  … Read More

ଓଲଟିଲା ତୀର୍ଥଯାତ୍ରୀ ବସ୍‌; ଜଣେ ମୃତ, ୨୦ ଆହତ

ସୋର: ପହିଲି ରଜରେ ଅଘଟଣ । ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍ । ଜଣେ ଯାତ୍ରୀ ମୃତ, ୨୦ ଆହତ । ବାଲେଶ୍ଵର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଆଦିରୁପା ପେଟ୍ରୋଲ ପମ୍ପ ନିକଟରେ ଟ୍ରକ … Read More

କୁଲୁବା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଥିବା ସୂଚନା; ସର୍ଚ୍ଚ ଅପରେସନ ଜାରି

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର କୁଲୁବା ଅଞ୍ଚଳରେ ପୁଣି ମାଓବାଦୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି । ସଶସ୍ତ୍ର ସନ୍ଦିଗ୍ଧ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଅଞ୍ଚଳରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଜିଲ୍ଲା ପୋଲିସ, ଡିଭିଏଫ୍ … Read More

ସ୍ତ୍ରୀକୁ କଟୁରୀରେ ହାଣିଲା ସ୍ୱାମୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜରେ ସ୍ତ୍ରୀକୁ ହାଣିଲା ସ୍ବାମୀ। ରଜ ସଜବାଜରେ କିଣାକିଣିକୁ ନେଇ କଳି ନେଲା ଉଗ୍ର ରୂପ। ମଞ୍ଚେଶ୍ବରରେ ନିଶାସକ୍ତ ଅବସ୍ଥାରେ କଟୁରୀରେ ସ୍ବାମୀର ଆକ୍ରମଣ। ଆକ୍ରମଣରେ … Read More

ମମତା ବାନାର୍ଜୀଙ୍କ ବିରୋଧରେ ମାମଲା,ଜେଲ ଯିବେ କି ଦିଦି…

କଲକାତା : ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ପରାଜୟ ପରେ ଦଳୀୟ ସାଥୀମାନେ ମମତାଙ୍କ ଠାରୁ ଦୂରେଇ ଯାଉଥିବାବେଳେ ଏବେ … Read More