ପିଓକେରେ ଉତ୍ତେଜନା, ପାକିସ୍ତାନୀ ସେନାର ଗୁଳିମାଡ଼ରେ ୧୯ ମୃତ

ନୂଆଦିଲ୍ଲୀ : ପାକିସ୍ତାନ ରାୱଲକୋଟରେ ବିକ୍ଷୋଭକାରୀଙ୍କ ଉପରେ ପାକିସ୍ତାନୀ ସୁରକ୍ଷା ବାହିନୀର ଗୁଳିମାଡ଼କୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । ଗୁଳିମାଡ଼ରେ ୧୯ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଛି । ଏହାପରେ ସମଗ୍ର ଅଞ୍ଚଳରେ ଭୟ ଓ ଅସନ୍ତୋଷର ପରିବେଶ … Read More

ଇ-୨୦ ଇନ୍ଧନ ନୀତି ବିରୋଧରେ ୪ରେ ଦିଲ୍ଲୀ ପରିବହନ ସଂଘର ସଂସଦ ଅଭିମୁଖେ ବିଶାଳ ପ୍ରତିବାଦ ଶୋଭାଯାତ୍ରା

ନୂଆଦିଲ୍ଲୀ : ଦିଲ୍ଲୀର ଟ୍ୟାକ୍ସି ଓ ପରିବହନ ସଂଘଗୁଡ଼ିକ ପକ୍ଷରୁ ଇ-୨୦ ଇନ୍ଧନ (ଇଥାନଲ୍-ମିଶ୍ରିତ ପେଟ୍ରୋଲ) ନୀତି ବିରୋଧରେ ଆସନ୍ତା ଅଗଷ୍ଟ ୪ ତାରିଖରେ ସଂସଦ ଭବନ ଅଭିମୁଖେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରାଯିବ ବୋଲି ଘୋଷଣା କରାଯାଇଛି। ସାଂସଦମାନେ … Read More

ପୁଣି ଆନ୍ଦୋଳନ କରିବ ସିଜେପି; ଛାତ୍ରଙ୍କ ଉପରୁ ମାମଲା ପ୍ରତ୍ୟାହାର ଚୁକ୍ତି ଭଙ୍ଗ କରୁଛନ୍ତି ସରକାର

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ପୁଣି ଥରେ ଆନ୍ଦୋଳନ କରାଯିବା ନେଇ କେନ୍ଦ୍ର ସରକାରଙ୍କୁ ଧମକ ଦିଆଯାଇଛି। ସିଜେପି ଏହାର ୩୬ଦିନିଆ ଆନ୍ଦୋଳନ ପ୍ରତ୍ୟାହାର ପୂର୍ବରୁ ସରକାରଙ୍କ ସହିତ ତିନିଟି ପ୍ରସଙ୍ଗରେ ଚୁକ୍ତି କରିଥିଲା। ତେବେ ସରକାର ଏବେ … Read More

ପ୍ରବଳ ବର୍ଷା ପାଇଁ ଯାଜପୁର ଜିଲ୍ଲାରେ ସ୍କୁଲ ବନ୍ଦ

ଯାଜପୁର: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଯାଜପୁର ପ୍ରଶାସନ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ସମେତ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କ ଦ୍ୱାରା ଜାରି ଏକ ନିର୍ଦ୍ଦେଶ ଅନୁଯାୟୀ, ୨୮ … Read More

ଲଗାଣ ବର୍ଷାରେ ପ୍ରଭାବିତ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ପରିସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟରେ ଅତ୍ୟଧିକ ବର୍ଷା ପ୍ରଭାବିତ ଜିଲ୍ଲା ଗୁଡିକରେ ଜଳସ୍ତର ବୃଦ୍ଧି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପ୍ରସ୍ତୁତି ସମୀକ୍ଷା କରାଯାଇଛି | ବିଭାଗର କମିଶନର-ତଥା-ଶାସନ ସଚିବ ଅସ୍ବତୀ ଏସ. ଆଜି ପ୍ରଭାବିତ ଜିଲ୍ଲାଗୁଡ଼ିକର ପ୍ରସ୍ତୁତି … Read More

ଭିଜିଲାନ୍ସ ଜାଲରେ ପୂର୍ବତନ ଆରଆଇ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଢେଙ୍କାନାଳ ଜିଲା ପର୍ଜଙ୍ଗ ତହସିଲ ଅନ୍ତର୍ଗତ କନ୍ଦରସିଂହା ରାଜସ୍ୱ ସର୍କଲର ପୂର୍ବତନ ରାଜସ୍ୱ ପରିଦର୍ଶକ(ଆରଆଇ) ମାଳତୀ ଦେହୁରୀ। ଜମି ମ୍ୟୁଟେସନ୍ ରିପୋର୍ଟ ଦେବା ବଦଳରେ ଲାଞ୍ଚ ନେବା ଅଭିଯୋଗରେ ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଢେଙ୍କାନାଳ … Read More

ବର୍ଷା-ବନ୍ୟା ପାଇଁ ଆସନ୍ତାକାଲି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି ବନ୍ଦ

ଭୁବନେଶ୍ବର: ବନ୍ୟା ସ୍ଥିତି ଓ ଲଗାଣ ବର୍ଷା ପାଇଁ ଆସନ୍ତାକାଲି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି ବନ୍ଦ ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାପାଳ । ବର୍ଷା ଓ ବନ୍ୟା ସ୍ଥିତିକୁ … Read More

୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଟାଣିନେଲା କୁମ୍ଭୀର

ଯାଜପୁର ଟାଉନ: ଗାଧୋଇବା ବେଳେ ଜଣଙ୍କୁ ଟାଣି ନେଲା କୁମ୍ଭୀର । ଯାଜପୁର ଦେଇ ପ୍ରବାହିତ ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଟାଣି ନେଲା କୁମ୍ଭୀର । ଯାଜପୁର ବ୍ଲକ ଛତିଶଦେବିଲ ଷୋଳବାଟି ଗାଁ ନିକଟସ୍ଥ ଖରସ୍ରୋତା ନଦୀରେ ଗୋଧୋଉଥିଲେ ଜଣେ ୫୫ … Read More

ବୈତରଣୀରେ ବନ୍ୟା ଆଶଙ୍କା, ପ୍ରଶାସନ ସଜାଗ

ଯାଜପୁର ଟାଉନ: ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି । ବିପଦ ସଂକେତ ଟପିଛି ବୈତରଣୀ ନଦୀର ଜଳସ୍ତର। ଆଖୁଆପଦାଠାରେ ନଦୀର ବିପଦ ସଂକେତ ୧୮.୩୩ ମିଟର ଥିବାବେଳେ ଏବେ ବିପଦ ସଂକେତ ଅତିକ୍ରମକରି ୧୮.୪୮ ଉପରେ … Read More

ଭିତରକନିକାରେ ୧୧୭ଟି କୁମ୍ଭୀର ବସା ଚିହ୍ନଟ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷର କୁମ୍ଭୀର ବସା ଗଣନା କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି କୁମ୍ଭୀର ବସା ଗଣନା । ଚଳିତବର୍ଷ ୧୧୭ ଟି କୁମ୍ଭୀର … Read More