ଜଜଙ୍କ ଘରୁ ଟଙ୍କା ମିଳିବା ଘଟଣା: ୨୦୧୮ରେ ସିବିଆଇ ଏଫଆଇଆର୍‌ରେ ରହିଥିଲା ଜଷ୍ଟିସ ବର୍ମାଙ୍କ ନାଁ

ନୂଆଦିଲ୍ଲୀ : ବିବାଦରେ ଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କୁ ନେଇ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚ ୧୪ରେ ଜଷ୍ଟିସ ବର୍ମାଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏହାପରେ ତାଙ୍କ ଘରକୁ ବିପୁଳ ପରିମାଣର ନଗଦ … Read More

ଜଙ୍ଗଲରୁ ମଣିଷ କଙ୍କାଳ ଠାବ: ହତ୍ୟା ପରେ ପୋଡି ଦିଆଯାଇଥିବା ସନ୍ଦେହ

ସୋରଡ଼ା : ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହୋଇଛି। ହତ୍ୟା ପରେ ମୃତଦେହ ପୋଡି ଦିଆଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ସୋରଡ଼ା ଥାନା ଅଧିକାରୀ ସୁଧୀର ସାହୁ ଓ ଆସିକା … Read More

ସୀମାନିର୍ଦ୍ଧାରଣକୁ ଆଉ ୨୫ ବର୍ଷ ସ୍ଥଗିତ ରଖାଯାଉ : ଚେନ୍ନାଇ ଜେଏସି ବୈଠକରେ ଦାବି

ଚେନ୍ନାଇ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ଚେନ୍ନାଇରେ ଅନୁଷ୍ଠିତ ମିଳିତ କାର୍ଯ୍ୟକାରୀ କମିଟି (ଜେଏସି) ବୈଠକରେ ୨୫ ବର୍ଷ ପାଇଁ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ (ପରିସୀମନ) ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଛି। ନିର୍ବାଚନମଣ୍ଡଳୀ … Read More

ଗଜପତିରୁ ଚାଲାଣ ହେଉଥିଲା ୯୨୯କିଲୋ ଗଂଜେଇ, ଖୋର୍ଦ୍ଧାରେ ଜବତ କଲା ପୁଲିସ୍‌

ଖୋର୍ଦ୍ଧା: ଏକ ବଡ଼ଧରଣର ଗଂଜେଇ ଚେରାଚାଲାଣକୁ ଖୋର୍ଦ୍ଧା ପୁଲିସ ବିଫଳ କରିଛି। ଗଜପତି ଜିଲ୍ଲା ଅଡ଼ବା ଅଞ୍ଚଳରୁ ଶ୍ରୀକ୍ଷେତ୍ରକୁ ଏକ ପିକ୍ଅପରେ ଚାଲାଣ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଚନ୍ଦନେଶ୍ବର ଫ୍ଲଏ … Read More

ବିଜେଡି ସହ ସଂପର୍କ ତୁଟାଇ ବିଦେଶ ଚାଲିଯିବେ କି କାର୍ତ୍ତିକ ପାଣ୍ଡିଆନ୍‌ ?

ଭୁବନେଶ୍ବର :  ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓଡ଼ିଶା ଛାଡ଼ିବେ । ତାଙ୍କର ଖାସ୍ ଅନୁଗତ ତଥା ତାଙ୍କ ଆତ୍ମଘୋଷିତ‘କ୍ରୀତଦାସ’ ପ୍ରଣବପ୍ରକାଶ ଦାସ ଓରଫ ବବି ଆନୁଷ୍ଠାନିକ ଭାବେ ବିଜେଡି ସମ୍ଭାଳିବେ । ବୟସାଧିକ୍ୟ ଯୋଗୁ ଦଳୀୟ ସାଂଗଠନିକ କାର୍ଯ୍ୟରେ … Read More

ବାଲି ଖାଦାନ ପରିଚାଳନା ନେଇ ଲଘୁ ଖଣିଜ ନିର୍ଦ୍ଦେଶାଳୟ ପକ୍ଷରୁ ଏସ୍‌ଓପି ଜାରି

ଭୁବନେଶ୍ବର: ରାଜ୍ୟରେ ବାଲି ଓ ଖଣି ମାଫିଆ ମାତିଛନ୍ତି। ବାଲି ଓ ଖଣି ମାଫିଆମାନେ ରାଜ୍ୟ ଭିତରୁ ବେଆଇନ୍‌ ଭାବେ ବାଲି ଓ ଖଣିଜ ସାମଗ୍ରୀ ଚାଲାଣ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଆଗାମୀ ଦିନରେ ଏହାକୁ ରୋକିବା ପାଇଁ … Read More

ଲଦାଖରେ ଚୀନ୍‌ର ବେଆଇନ ପଦକ୍ଷେପ: କଡ଼ା ପ୍ରତିବାଦ ଜଣାଇ ଉଚିତ୍ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଚୀନ୍ ନିଜର ଷଡ଼ଯନ୍ତ୍ରରୁ ପଛକୁ ହଟିବାର କୌଣସି ସଙ୍କେତ ଦେଖାଉନାହିଁ। ସେ ଭାରତ ସୀମାରେ ନିରନ୍ତର ଉତ୍ତେଜନାମୂଳକ କାର୍ଯ୍ୟ ଚଳାଇ ଆସୁଛନ୍ତି। ଏବେ ଏହା ଲଦାଖ ନିକଟବର୍ତ୍ତୀ ସୀମାନ୍ତ ଅଞ୍ଚଳରେ ଦୁଇଟି ନୂତନ ଜିଲ୍ଲା ଗଠନ ଘୋଷଣା କରିଛି। ଭାରତ … Read More

‘ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆମକୁ ଦଣ୍ଡିତ କରା ନ ଯାଉ’, ଡିଲିମିଡେଶନକୁ ନେଇ ଚେନ୍ନାଇରେ ଏକଜୁଟ ହେଲେ ବିରୋଧୀ

ଚେନ୍ନାଇ,୨୨।୩: ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶନିବାର ଚେନ୍ନାଇରେ ବିରୋଧୀ ନେତାମାନଙ୍କର ଏକ ବୈଠକ ଡାକିଥିଲେ। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମେତ ଅନେକ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ … Read More

ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୧୭ଲକ୍ଷ ହ୍ବାଟସଆପ ଆକାଉଣ୍ଟ ବ୍ଲକ୍‌

ନୂଆଦିଲ୍ଲୀ,୨୨।୩: ଟେଲିକମ ଠକେଇର ମୁକାବିଲା କରିବା ପାଇଁ ଭାରତ ସରକାର ଶୁକ୍ରବାର କହିଛନ୍ତି ଯେ, ସଞ୍ଚାର ସାଥୀ ପୋର୍ଟାଲ ମାଧ୍ୟମରେ ଏପର୍ଯ୍ୟନ୍ତ ୩.୪ କୋଟିରୁ ଅଧିକ ମୋବାଇଲ ଫୋନ କନେକ୍ସନ କଟାଯାଇଛି। ଏଥିସହ ୩.୧୯ ଲକ୍ଷ IMEI ନମ୍ବରକୁ ବ୍ଲକ କରାଯାଇଛି। … Read More

ପୁଣି ପଡ଼ିଲା ରକ୍ତଛିଟା, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ,୨୨ା୩: ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କର ହୋଇଛି ବଡ଼ ମହାସ୍ନାନ। ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ପାଣିଆ ଆପଟ ସେବକ ଝୁଣ୍ଟି ପଡ଼ିଯିବାରୁ ଆଘାତ ଲାଗି ଭିତରକାଠରେ ରକ୍ତ ଛିଟା ପଡ଼ିଥିଲା। ଫଳରେ ମହାପ୍ରଭୁଙ୍କର ମହାସ୍ନାନ ହୋଇଛି। ବିଧି ଅନୁଯାୟୀ, … Read More