୨୬ଶହ କିଲୋମିଟର ଗ୍ରାଣ୍ଡ ରିଙ୍ଗରୋଡ, ବାଲେଶ୍ଵର- ସମ୍ବଲପୁର- ଗଞ୍ଜାମ- ଜୟପୁରକୁ କରିବ ସଂଯୋଗ
କଟକ: ଓଡ଼ିଶାରେ ନିର୍ମାଣ ହେବ ଗ୍ରାଣ୍ଡ ରିଙ୍ଗରୋଡ। ୨୬ଶହ କିଲୋମିଟର ଗ୍ରାଣ୍ଡ ରିଙ୍ଗରୋଡ ତିଆରି ପାଇଁ ସରକାରଙ୍କ ଯୋଜନା। ୨୬ଶହ କିଲୋମିଟର ଗ୍ରାଣ୍ଡ ରିଙ୍ଗରୋଡକୁ ୨୪ଘଣ୍ଟାରେ ପରିକ୍ରମା କରିହେବ । ବାଲେଶ୍ଵର-ସମ୍ବଲପୁର-ଗଂଜାମ-ଜୟପୁରକୁ ସଂଯୋଗ କରି ହେବ ଗ୍ରାଣ୍ଡ ରିଙ୍ଗରୋଡ। ମୋଟୁରୁ ମୟୁରଭଞ୍ଜ … Read More
