କାନାଡାର ଲେଖିକା ଆନ୍ କାର୍ସନଙ୍କୁ ସାହିତ୍ୟରେ ନୋବେଲ୍

ନୂଆଦିଲ୍ଲୀ : ୨୦୨୬ ମସିହାର ସାହିତ୍ୟ ନୋବେଲ୍ ପୁରସ୍କାର ପାଇଁ କାନାଡାର ବିଶିଷ୍ଟ ଲେଖିକା ଓ କବି ଆନ୍ କାର୍ସନଙ୍କ ନାମ ଘୋଷଣା କରାଯାଇଛି । ଗୁରୁବାର ସ୍ୱିଡିଶ୍ ଏକାଡେମୀ ପକ୍ଷରୁ ତାଙ୍କୁ ଚଳିତବର୍ଷର ସାହିତ୍ୟ ନୋବେଲ୍ ବିଜେତା ଭାବେ ଚୟନ କରାଯାଇଛି … Read More

ସିଇସି ଜ୍ଞାନେଶ କୁମାରଙ୍କୁ Z+ ସୁରକ୍ଷା, ଘର ଓ ଅଫିସ୍ ବାହାରେ ଅତିରିକ୍ତ ଯବାନ ମୁତୟନ

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି । ତାଙ୍କ ପାଖରେ ପୂର୍ବରୁ Z+ ସୁରକ୍ଷା ରହିଥିବା ବେଳେ ଏବେ ଏହାକୁ ବଢ଼ାଇ ଦିଆଯାଇଛି । ଜ୍ଞାନେଶ କୁମାରଙ୍କ ବ୍ୟକ୍ତିଗତ ସୁରକ୍ଷା ସହିତ ଦିଲ୍ଲୀ ବାସଭବନ, … Read More

ନାନା ପାଟେକରଙ୍କ ପରଲୋକ, ପିଏମ୍ ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ନେତାଙ୍କ ଶୋକ

ନୂଆଦିଲ୍ଲୀ : ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ । ହୃଦଘାତରେ ତାଙ୍କର ପରଲୋକ । ପ୍ରଖ୍ୟାତ ଭାରତୀୟ ଅଭିନେତା, ଲେଖକ, ଚଳଚ୍ଚିତ୍ର ନିର୍ମାତା ଏବଂ ପରୋପକାରୀ ବ୍ୟକ୍ତି ଥିଲେ ନାନା ପାଟେକର । ୭୫ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି … Read More

ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ FIR, ପୋଲିସକୁ ଆକ୍ରମଣ ଓ ସରକାରୀ କାମରେ ବାଧା ଦେବା ଅଭିଯୋଗ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନାଁରେ FIR । ପୋଲିସକୁ ଆକ୍ରମଣ ଓ ସରକାରୀ କାମରେ ବାଧା ଦେବା ଅଭିଯୋଗ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଅଡ଼ୁଆ ବଢ଼ିଛି । ଦିଲ୍ଲୀରେ … Read More

ୟୁକ୍ରେନରେ ଋଷର ଆକ୍ରମଣ: ବସ୍ ଉପରେ ବୋମା ବିସ୍ଫୋରଣ, ୩୩ ମୃତ

କିଭ୍ : ପୂର୍ବ ୟୁକ୍ରେନର କ୍ରାମାଟୋର୍ସ୍କ ସହରରେ ଋଷ ସେନାର ଏକ ଭୟାନକ ବିମାନ ଆକ୍ରମଣ ଯୋଗୁଁ ଅତି କମରେ ୩୩ ଜଣ ନାଗରିକଙ୍କ ପ୍ରାଣହାନି ଘଟିଛି ଏବଂ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି। ୟୁକ୍ରେନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, … Read More

ସାଉଦି ବିମାନବନ୍ଦର ଉପରେ ଡ୍ରୋନ୍ ଓ ବାଲିଷ୍ଟିକ ମିସାଇଲ ମାଡ଼: ୩ ମୃତ, ୩୬ ଗୁରୁତର

ରିୟାଦ: ସାଉଦି ଆରବର ଦୁଇଟି ପ୍ରମୁଖ ବିମାନବନ୍ଦର ଉପରେ ହୋଇଥିବା ଭୟଙ୍କର ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜଧାନୀ ରିୟାଦସ୍ଥିତ ‘ କିଙ୍ଗ ଖାଲିଦ୍ ଆନ୍ତର୍ଜାତୀୟ ବିମାନବନ୍ଦର’ ଏବଂ ‘ଆଭା ଆନ୍ତର୍ଜାତୀୟ … Read More

ଟ୍ରେନ୍‌ରୁ ଶରଣକୂଳ କଲେଜ ଅଧ୍ୟକ୍ଷଙ୍କ ମୃତଦେହ ଉଦ୍ଧାର

ନୟାଗଡ଼: ଦଶପଲ୍ଲା ଷ୍ଟେସନରେ ଭୁବନେଶ୍ୱର-ଦଶପଲ୍ଲା ସେବା ଏକ୍ସପ୍ରେସ୍ ଟ୍ରେନରୁ ଶରଣକୂଳ କଲେଜ ଅଧ୍ୟକ୍ଷ ମହେଶ୍ୱର ମହାପାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଟ୍ରେନ୍ ଭିତରେ ଜଣେ ବ୍ୟକ୍ତି ମୁହଁ ମାଡ଼ି ପଡ଼ିଥିବା ଦେଖି ଜିଆରପି ପୋଲିସ ତାଙ୍କୁ ଉଦ୍ଧାର କରି ଦଶପଲ୍ଲା … Read More

ବାଣ ବିସ୍ଫୋରଣରେ ଆଖି ବୁଜିଲେ ବାପ-ପୁଅ

ଜଗତସିଂହପୁର : ଜଗତସିଂହପୁରରେ ଅଭାବନୀୟ ଘଟଣା । ବାଣ ବିସ୍ଫୋରଣ ନେଇଗଲା ଦୁଇ ନୀରିହଙ୍କ ଜୀବନ । ବିସ୍ଫୋରଣରେ ଆଖି ବୁଜିଲେ ଗୋଟିଏ ପରିବାରର ବାପ-ପୁଅ । ଜଗତସିଂହପୁର ଜିଲ୍ଲା ମହିଲୋ ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ବିସ୍ଫୋରକ ଘଟଣା … Read More

୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ଏକଲବ୍ୟ ମଡେଲ ସ୍କୁଲ ଅଧ୍ୟକ୍ଷ

ନୂଆପଡ଼ା: ନୂଆପଡ଼ାସ୍ଥିତ ଏକଲବ୍ୟ ମଡେଲ ସ୍କୁଲରେ କାର୍ଯ୍ୟରତ ଜଣେ ଏଏନଏମ୍‌ଙ୍କଠାରୁ ୧୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରା ପଡିଛନ୍ତି ସେହି ସ୍କୁଲର ଅଧ୍ୟକ୍ଷ । ସିବିଆଇ ପକ୍ଷରୁ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯିବା ସହ … Read More

ଭିଜିଲାନ୍ସ ପଞ୍ଝାରେ ଶିକ୍ଷା ବିଭାଗ ଅଧିକାରୀ, ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗୁରୁବାର ଦିନ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କ କାର୍ଯ୍ୟାଳୟରେ ଜଣେ ପ୍ରୋଗ୍ରାମରଙ୍କୁ ଧରିଛନ୍ତି। ସେ ବାକି ଥିବା ବିଲ୍ ପରିଶୋଧ ପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି। ଚନ୍ଦ୍ରଜିତ ପରିଜା … Read More