ଓଲଟିଲା ପିକଅପ ଭ୍ୟାନ: ୨ ମୃତ, ୭ ଆହତ
ରାୟଗଡ଼ା: ଓଲଟିଲା ପିକଅପ ଭ୍ୟାନ, ୨ ମୃତ । ୭ ଆହତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି। ରାୟଗଡା ଜିଲ୍ଲା ବିଷମକଟକ ଥାନା କାଚାପାଦୁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଧାନ କଳକୁ ଆସୁଥିବାବେଳେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଓଲଟି ପଡିଥିଲା। ସମସ୍ତଙ୍କୁ … Read More
