ଜରି କାରଖାନାରେ ନିଆଁ, ୨ ମୃତ, ୯ ଆହତ

ଗୁଜରାଟ : ଗୁଜରାଟ ସୁରତରେ ଥିବା ଜରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଭରତ ନଗର ଗୌଶାଳା ଅଞ୍ଚଳ ସ୍ଥିତ ଏକ ଜରି କାରଖାନାରେ ଆଜି ସକାଳେ ଭୟଙ୍କର ନିଆଁ ଲାଗିଛି । ଏହି ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ … Read More

ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଗ୍ରୀଷ୍ମ-ପ୍ରବାହ ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ବର: ଆସନ୍ତା ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଗ୍ରୀଷ୍ମ-ପ୍ରବାହ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିl ବୈଠକରେ ରାଜ୍ୟରେ ସମ୍ଭାବ୍ୟ ହିଟ୍ ୱେଭ୍ … Read More

‘ଗ୍ରାମୋଦୟ’ ଶତ ପ୍ରତିଶତ ହାସଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ମାଓ ପ୍ରଭାବିତ ଅଂଚଳରେ ସାମଗ୍ରିକ ଉନ୍ନତି ପାଇଁ ଗତ ୨୦୨୪ ମସିହା ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଗ୍ରାମୋଦୟ’ ଭଳି ଅଭିନବ ପଦକ୍ଷେପ ନିଆଯାଇଥିଲା। ଏହି ପଦକ୍ଷେପରେ ସଂପୃକ୍ତ ଅଂଚଳରେ ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ … Read More

ଗର୍ଭସ୍ଥ ଶିଶୁଙ୍କ ସହ ପ୍ରସୂତିଙ୍କ ମୃତ୍ୟୁ ଘଟଣା: ସିଲ୍ ହେଲା ସୁକନ୍ୟା ହସ୍ପିଟାଲ

ଜଗତସିଂହପୁର : ପ୍ରସୂତିଙ୍କ ମୃତ୍ୟୁ ଘଟଣାକୁ ନେଇ ଗତ ଦୁଇ ଦିନ ହେଲା ଉତ୍ତେଜନା ପ୍ରକାଶ ପାଇବା ପରେ ଆଜି ସମ୍ପକ୍ତ ସୁକନ୍ଯା ହସ୍ପିଟାଲକୁ ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯାଇଛି। ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ଖୋଳତାଡ ଜାରି ରହିଥିବା ବେଳେ … Read More

ସାଢ଼େ ୫ କୋଟି ଚଳୁ: ହୋଟେଲରେ ଲୁଚିଥିଲା ମୁଖ୍ୟ ଅଭିଯୁକ୍ତ,ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ୫.୫୬ କୋଟି ଟଙ୍କାର ସରକାରୀ ପାଣ୍ଠି ହେରଫେର ମାମଲା। ଆଜି  ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାନ୍ତି ଏବଂ ତାଙ୍କ ପତ୍ନୀ ଗୀତାରାଣୀ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରାଯାଇଛି। କୋରେଇ ଶିକ୍ଷା ବିଭାଗରେ ୫.୫୬ କୋଟି … Read More

ନୂଆପଡାରେ ହୀରା ଖଣି

ଭୁବନେଶ୍ଵର:ରାଜ୍ୟ ପାଇଁ ଏକ ଖୁସିର ଖବର। ବିକଶିତ ହେବାକୁ ଯାଉଛି ଓଡିଶା। ରାଜ୍ୟରେ ସନ୍ଧାନ ମିଳିଛି ଖଣିଜପଦାର୍ଥ। ରାଜ୍ୟରେ  ବିଭିନ୍ନ ସ୍ଥାନରେ ଖଣିଜପଦାର୍ଥ ଥିବା ଜଣାପଡିଛି। ବିଧାନସଭା ଗୃହରେ ଉତ୍ତର ରଖିଲେ ଖଣି ମନ୍ତ୍ରୀ ବିଭୂତି  ଭୂଷଣ ଜେନା କହିଛନ୍ତି। ନୂଆପଡା … Read More

ଡାଲମା ହାଣ୍ଡିରେ ସାପ ! ୪୦ ଅସୁସ୍ଥ

ପଟ୍ଟାମୁଣ୍ଡାଇ : ଡାଲମା ହାଣ୍ଡିରୁ ବାହାରିଲା ସାପ। ବିଷାକ୍ତ ଖାଦ୍ୟ ଖାଇ ୪୦ ଅସୁସ୍ଥ । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ୱାର୍ଡରେ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ … Read More

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଡଲାର ବିନିମୟ ମୂଲ୍ୟ ୯୨.୬୩ ଟଙ୍କାକୁ ବୃଦ୍ଧି

ମୁମ୍ବାଇ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଅଶୋଧିତ ତୈଳ ଦର ମହଙ୍ଗା ହେଉଥିବାରୁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ବୁଧବାର ଡଲାରର ବିନିମୟ ମୂଲ୍ୟ ୯୨ ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି। ଯୁଦ୍ଧ ସଙ୍କଟ ଓ … Read More

ଚାର୍ଜିଂ ପଏଣ୍ଟରେ ବିସ୍ଫୋରଣ ଘଟି ଜଳିଗଲା ଘର : ୬ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଇନ୍ଦୋରରେ ଅଭାବନୀୟ ଘଟଣା ଘଟିଛି। ଯାହା ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି । ବ୍ରଜେଶ୍ବରୀ ଆନେକ୍ସ ଆବାସିକ ଅଞ୍ଚଳରେ ଥିବା ଗୋଟିଏ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ … Read More

ରିଲ୍ସ ପାଇଁ ବାପାକୁ ବସ୍ତାରେ ପୁରାଇ କୋରିଅର କରିବାକୁ ଉଦ୍ୟମ

ବେଙ୍ଗାଲୁରୁ: ରିଲ୍ସ ପାଇଁ ବଡ଼ ପାଗଳାମୀ । ବାପାକୁ ବସ୍ତା ଭିତରେ ପୁରାଇ କୋରିଅର କରିବାକୁ ଉଦ୍ୟମ କରୁଥିଲା ବେଳେ ଫସିଗଲେ ପରିବାର ଲୋକ । ଏଭଳି ଏକ କୌତୁହଳପୂର୍ଣ୍ଣ ଘଟଣା ଘଟିଛିରେ । ଯେଉଁ ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ … Read More