ବିଜେଡି ଛାଡ଼ି ବିଜେପିରେ ହେଲେ ସାମିଲ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର: ବିକାଶର ଅନ୍ୟନାମ ବିଜେପି ଓଡ଼ିଶା ପ୍ରଦେଶର ୭୮ବର୍ଷର ଶାସନ ବ୍ୟବସ୍ଥା ପରିବର୍ତନ ପରେ ବିଜେପି ଏକାକୀ ସରକାର ଗଠନ କରି ଗତ ୧୮ମାସ ମଧ୍ୟରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି। ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ … Read More

ଓଡ଼ିଶାର ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ

ଭୁବନେଶ୍ବର: ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତିର ଆକାର ଗତ ଆର୍ଥିକ ବର୍ଷ ଠାରୁ ୯.୫ ପ୍ରତିଶତ ବୃଦ୍ଧି ପାଇ ୯.୯ଲକ୍ଷ କୋଟି ହେବ ବୋଲି ଆଜି ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା … Read More

ନିଲାମ ସୁନା ଠକେଇ ଅଭିଯୋଗ : ବ୍ୟାଙ୍କ ଆଗରେ ଧାରଣା

ଚାନ୍ଦବାଲି : ଚାନ୍ଦବାଲିରେ ନିଲାମ ସୁନା କ୍ରୟ କରି ଠକେଇର ଶିକାର ହେବାର ଅଭିଯୋଗ ଆଣି ଚାନ୍ଦବାଲି ଥାନାରେ ଏତଲା ଦାଖଲ କରିଥିବା ବେଳେ ଗୁରୁବାର ପଞ୍ଚାନନ ସାହୁ ଓ ପରିବାର ଚାନ୍ଦବାଲି ଏଚଡିଏଫସି ବ୍ୟାଙ୍କ ଆଗରେ ଧାରଣା ଦେଇ ପ୍ରତିବାଦ … Read More

୩୧ ନୂଆ ଜିଲ୍ଲା ପାଇଁ ପ୍ରସ୍ତାବ

ଭୁବନେଶ୍ବର : ରାଜ୍ୟରେ ଆଉ ୩୧ଟି ନୂଆ ଜିଲ୍ଲା ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବିଧାନସଭାରେ ବିଧାୟକ ବିଜୟ ଦଳବେହେରାଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖି ବଡ଼ … Read More

୩୫ ଗୋରୁ ଉଦ୍ଧାର, କଣ୍ଟେନର ଚାଳକ ଓ ୨ ସହଯୋଗୀ ଅଟକ

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ୪୯ନଂ ଜାତୀୟ ରାଜପଥର ନୂଆଗାଁ ଓ ସାନ ମଣଦା ମଧ୍ୟସ୍ଥଳରୁ ଏକ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି। କଣ୍ଟେନର ଭିତରୁ ୩୫ଟି ଗୋରୁ ଉଦ୍ଧାର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ … Read More

ପ୍ରେସ୍‌ କଲୋନୀରେ ଯୁବକଙ୍କୁ ଗୁଳିମାଡ ଘଟଣା: ମଧୁପାଟଣା ଥାନାରେ ଉତ୍ତେଜନା

କଟକ : କଟକ ପ୍ରେସ୍‌ କଲୋନୀରେ ଯୁବକକୁ ଗୁଳିକାଣ୍ଡ ଘଟଣାରେ ଆଜି ମଧୁପାଟଣା ଥାନାରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକ ଏବଂ ପରିବାର ଥାନାରେ ଥାନା ଅଧିକାରୀ ଙ୍କୁ ଜବାବ ତଲବ କରିବା ସହ ଅପରାଧୀ କୁ କାହିଁକି … Read More