ପୁଲୱାମା ଆକ୍ରମଣକୁ ପୂରିଲା ୭ ବର୍ଷ, ଘାଟିରେ ହାଇଆଲର୍ଟ
ନୂଆଦିଲ୍ଲୀ : ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଲା ୭ ବର୍ଷ । ସହିଦ ୪୦ ଜଣ CRPF ଯବାନଙ୍କ ସ୍ମୃତିରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି । ବଳିଦାନ ଦିବସ ପାଳନ ହେବାକୁ ଥିବାବେଳେ ସମଗ୍ର ଘାଟିରେ ସୁରକ୍ଷା ବାହିନୀ … Read More
