ତାରିକ ରହମାନ ହେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ; ୨୫ ମନ୍ତ୍ରୀ ଓ ୨୪ରାଜ୍ୟମନ୍ତ୍ରୀ ନେଲେ ଶପଥ

ଢାକା: ବାଂଲାଦେଶରେ ଆଜିଠୁ ତାରିକ ରହମାନଙ୍କ ଶାସନ ଆରମ୍ଭ । ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ତାରିକ ରହମାନ । ସେ ଦେଶର ୧୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଶାସନ ଭାର ଗ୍ରହଣ କରିଛନ୍ତି । … Read More

ଫ୍ରାନ୍ସ ସହିତ ହେଲିକପ୍ଟର ନିର୍ମାଣ କରିବ ଭାରତ – ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ସାକ୍ଷାତ ପରେ ଏକ ବଡ଼ ଘୋଷଣା କରିଛନ୍ତି। ଭାରତ ଏବଂ ଫ୍ରାନ୍ସ ମିଳିତ ଭାବରେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତାକୁ ଉଡ଼ିପାରିବା ପାଇଁ ସକ୍ଷମ ଏକ ହେଲିକପ୍ଟର ବିକଶିତ କରିବେ। … Read More

ନିଲମ୍ବନ ପ୍ରସଙ୍ଗରେ ମୁହଁ ଖୋଲିଲେ ସନାତନ ମହାକୁଡ

ଭୁବନେଶ୍ବର : ବିଜେଡିରୁ ନିଲମ୍ବନ ପ୍ରସଙ୍ଗରେ ମୁହଁ ଖୋଲିଲେ ସନାତନ ମହାକୁଡ। ମୁଁ ନବୀନ କି ପାଣ୍ତିଆନ ବିରୋଧରେ କିଛି କହିନାହିଁ। କାହିଁକି ସେମାନଙ୍କର ରାଗ ମୋ ପ୍ରତି  ତାହା ମୁଁ ଜାଣିନାହିଁ। ଜିଲାର ବିକାଶ କଥା କହିଥିବାରୁ ମୋତେ  ନିଲମ୍ବନ  କରିଛନ୍ତି।ବିଜେଡିରୁ … Read More

ଜାତୀୟ ରାଜପଥରେ ସିରିଜ, ଦୁର୍ଘଟଣା ଡ୍ରାଇଭର ସମେତ ୨ ପରୀକ୍ଷାର୍ଥୀ ମିଶି ୪ ଆହତ

ଚମ୍ପୁଆ:ଚମ୍ପୁଆ ଥାନା ୫୨୦ ଜାତୀୟ ରାଜପଥ ସିଜୁକଳା ନିକଟରେ ସିରିଜ ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି । ପରୀକ୍ଷା ଦେବାକୁ ଆସୁଥିବା କାର ଉପରେ ଟ୍ରକର ଡାଲା ଖସି ପଡିଥିଲା । ଫଳରେ କାର ଟି ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଛି … Read More

ପୀତବାସ ପଣ୍ଡା ହତ୍ୟା ଘଟଣା ମାମଲାର ହୋଇ ପାରିଲାନି ଚାର୍ଜ ଫ୍ରେମ୍

ବ୍ରହ୍ମପୁର :  ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ମାମଲାର ହୋଇ ପାରିଲାନି ଚାର୍ଜ ଫ୍ରେମ୍ । ୧୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ବିକ୍ରମ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ଭିସିରେ ଅନୁପସ୍ଥିତ ଥିବା ଯୋଗୁଁ ମଙ୍ଗଳବାର ହୋଇପାରିଲାନି ଚାର୍ଜ ଫ୍ରେମ୍ । … Read More

ଟି୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ଆଉଟ୍‌

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିଛି। ଅଷ୍ଟ୍ରେଲିଆ ଭଳି ଟିମ୍‌ ସୁପର ୮ ରାଉଣ୍ଡରେ ପ୍ରବେଶ କରିନପାରିବା ସତରେ ଲଜ୍ଜାଜନକ । ଭାଗ୍ୟ ମଧ୍ୟ ଅଷ୍ଟ୍ରେଲିଆ ଦଳର ସାତ୍‌ ଦେଇନାହିଁ। ଆଜି ବର୍ଷା ଯୋଗୁଁ ଆୟରଲ୍ୟାଣ୍ଡ-ଜିମ୍ବାୱେ ମ୍ୟାଚ୍ … Read More

ସୁପ୍ରିମକୋର୍ଟଙ୍କ ନିୟମ ଉଲ୍ଲଂଘନ କରିବାକୁ ନିର୍ବାଚନ କମିଶନ କିପରି ସାହସ କଲେ?

ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ, ଏସଆଇଆର ଉପରେ ରାଜ୍ୟରେ ଏକ ତୀବ୍ର ବିବାଦ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏସଆଇଆର ସମ୍ପର୍କରେ ବିଜେପି ଏବଂ ନିର୍ବାଚନ କମିଶନଙ୍କୁ ନିରନ୍ତର ଟାର୍ଗେଟ କରି ଆସୁଛନ୍ତି। ଆଜିି ମମତା ନିର୍ବାଚନ କମିଶନ … Read More

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମହାଉସରେ ମାପଚୁପ, ତହସିଲ ପକ୍ଷରୁ ହୋଇଥିଲା ନୋଟିସ୍

ଚଣ୍ଡିଖୋଲ ୧୭।୨: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମହାଉସରେ ସରକାରୀ ଭାବେ ମାପଚୁପ । କିଛି ଦିନ ତଳେ ଏହି ଫାର୍ମହାଉସରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ପ୍ରଣବ ଏହି … Read More

ଚିକିତ୍ସାଧୀନ ଅବସ୍ଥାରେ PEO ଦଣ୍ଡପାଣି ପାତ୍ରଙ୍କ ମୃତ୍ୟୁ, ନାଁରେ ଆସିଥିଲା ନିର୍ଯାତନା ଅଭିଯୋଗ

ଦିଗପହଣ୍ଡି ୧୭।୨: ଆଖିବୁଜିଲେ ଚିକିଟି ପିଇଓ । ଚିକିଟି ଅତିରିକ୍ତ ତହସିଲଦାରଙ୍କୁ ଯୌନ ନିର୍ଯାତନା ଅଭିଯୋଗ ପରେ ବିଷପାନ କରିଦେଇଥିଲେ ଚିକିଟି ପିଇଓ । ପିଇଓ ବି.ଦଣ୍ଡପାଣି ପାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମି ମହୋତ୍ସବ … Read More

ଦୁର୍ନୀତି ଏବଂ ଦାଦାବଟି ଆଦାୟ ଅଭିଯୋଗରେ ଏସଓଜି ଟିମକୁ ନିଲମ୍ବନ କଲେ ଏସପି

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଯେଉଁଠାରେ ସମ୍ପୂର୍ଣ୍ଣ ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (ଏସଓଜି) ଦଳକୁ ନିଲମ୍ବିତ କରାଯାଇଛି। ସମ୍ଭଲ ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ କୃଷ୍ଣ କୁମାର ବିଷ୍ଣୋଇ ଦୁର୍ନୀତି … Read More