ବିଶ୍ୱବିଦ୍ୟାଳୟ ଦାବିରେ ରାସ୍ତାରେ ଶୈଳବାଳା ଛାତ୍ରୀ

କଟକ : ଶୈଳବାଳାକୁ ବିଶ୍ବବିଦ୍ୟାଳୟ ଘୋଷଣା ନକରିବା ପ୍ରତିବାଦରେ ଛାତ୍ରୀଙ୍କ ତୀବ୍ର ଅସନ୍ତୋଷ। କଲେଜରେ କ୍ଲାସ ବନ୍ଦ କରି ପ୍ରତିବାଦରେ ବସିଲେ ଛାତ୍ରୀ। କଲେଜରେ ପୁଲିସ୍ ମୃତୟନ। ଚାରିଟି ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ମିଳିଲା କିନ୍ତୁ ବାଦ୍ ପଡ଼ିଗଲା ଶୈଳବାଳା ମହିଳା … Read More

ଟିଭି ଭଲ୍ୟୁମ୍ କମ୍ କରିବାକୁ କହିଲେ ସ୍ଵାମୀ, ମାରିଦେଲା ସ୍ତ୍ରୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳଗିରିର ଟିଡକୋ ହାଉସିଂ କଲୋନିରେ ରହୁଥିବା ୨୭ ବର୍ଷୀୟ ଶେଖ ଅହମ୍ମଦଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଛନ୍ତି। ଜଣେ ଏସି ମେକାନିକ୍ ଶେଖ ଅହମ୍ମଦ ତାଙ୍କ ସ୍ତ୍ରୀଙ୍କ ସହିତ ରହୁଥିଲେ। ଘଟଣା … Read More

ଚାପୁଡା ମାରିବା ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ୭ବର୍ଷ ଜେଲ ଦଣ୍ଡ ରଦ୍ଦ

ଗୁଜୁରାଟ: ଗୁଜୁରାଟ ହାଇକୋର୍ଟର ଏକ ମାମଲା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ରାୟ ମାମଲା ଅପେକ୍ଷା ଆହୁରି ଅଧିକ ଶିରୋନାମାରେ ରହିଛି। ମାମଲାଟି ହେଉଛି ଯେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଚାପୁଡ଼ା ମାରିଥିଲେ, ଏହି … Read More

ପୁଣି ବଢିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: ଗ୍ରାହକଙ୍କ ମୁଣ୍ଡରେ ପୁଣି ଚଡକ । ପୁଣି ବଢିଲା ସୁନା ଦର । ଆଜି ୨୪କ୍ୟାରେଟ ସୁନାର ଦାମ୍‌ ୧୦ଗ୍ରାମ୍‌ ପ୍ରତି ୧୯୧୦ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୫୯ହଜାର ୪୩୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ … Read More

ଭାରତ-ବାଜ୍ରିଲ ଦ୍ୱିପାକ୍ଷିକ ଆଲୋଚନା : ୨୦ବିଲିୟନ ଡଲାର ବାଣିଜ୍ୟ ହାସଲ ଲକ୍ଷ୍ୟ

ନୂଆଦିଲ୍ଲୀ: ଆମେରିକା ପରେ ଭାରତ ଏବଂ ବ୍ରାଜିଲ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ହୋଇଛି । ଶନିବାର ଦିଲ୍ଲୀରେ ଦୁଇ ଦେଶ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ସମୟରେ, ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦ ବିଲିୟନ … Read More

ବର୍ଷା ସାଜିଲା ବାଧକ, ପଏଣ୍ଟ ଭାଗ କଲେ ପାକିସ୍ତାନ-ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ : ବର୍ଷାରେ ଧୋଇଗଲା ଟି-୨୦ ବିଶ୍ବକପର ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚ। ଶ୍ରୀଲଙ୍କାର କଲମ୍ବୋରେ ହେବାକୁ ଥିବା ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ବର୍ଷା ଯୋଗୁ ରଦ୍ଦ କରାଯାଇଛି । ଫଳରେ ଦୁଇ ଦଳକୁ ପଏଣ୍ଟ ଭାଗ କରିବାକୁ ପଡ଼ିଛି । … Read More

ପାକିସ୍ତାନରେ ବଢ଼ିଚାଲିଛି ଦାରିଦ୍ର୍ୟ, ୬ବର୍ଷରେ ୭ପ୍ରତିଶତ ବୃଦ୍ଧି:ଖାଇବାକୁ ପାଉନାହାନ୍ତି ଲୋକେ

ଇସଲାମାବାଦ୍: ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଏବେ ଦାରିଦ୍ର୍ୟ ସୀମାରେଖା ତଳକୁ ଯାଉଛି । ଦେଶର ଅର୍ଥନୀତି ବର୍ତ୍ତମାନ ସବୁଠାରୁ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି। ଯୁଦ୍ଧ ଓ ଦେଶର ଭୁଲ ନୀତି କାରଣରୁ ସାଧାରଣ ଲୋକଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ … Read More

ଏଆଇ ଘୋଷଣାନାମାରେ ୮୬ ଦେଶର ସ୍ବାକ୍ଷର:ଏଆଇ ହେବ ମିଳିତ ଦାୟିତ୍ବ-ସମାଜ ମଙ୍ଗଳ, ବିକାଶ ଟୁଲ୍‌ ଭାବେ ବ୍ୟବହାର ହେବ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଅନୁଷ୍ଠିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ ଶେଷ ହୋଇଛି। ଏହି ଅବସରରେ ଏଆଇ ଘୋଷଣାନାମାରେ ଆମେରିକା, ବ୍ରିଟେନ, କାନାଡା, ଚୀନ, ଡେନମାର୍କ ଓ ଜର୍ମାନୀ ଭଳି ୮୬ଟି ଦେଶ ଓ ଦୁଇଟି ଅନ୍ତର୍ଜାତୀୟ ସଂଗଠନ … Read More

ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ତଦନ୍ତ ପ୍ରସଙ୍ଗ

ମୁମ୍ବାଇ: ଏନ୍‌ସିପି ମୁଖ୍ୟ ତଥା ତତ୍‌କାଳୀନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ଜାନୁଆରି ୨୮ରେ ବାରାମତିଠାରେ ବିମାନ ଦୁର୍ଘଟଣାରେ ପରଲୋକ ଘଟିଥିଲା। ଏହି ବିମାନ ଦୁର୍ଘଟଣାର ଏବେ ତଦନ୍ତ ଚାଲିଛି। ଏହି ମାମଲାର ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ବେସାମରିକ ବିମାନ … Read More

ଭାରତ ଉପରେ ଶୁଳ୍କ ୧୦%କୁ ହ୍ରାସ: ୨୪ରୁ ଲାଗୁ ହେବ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଲଗାଇଥିବା ଶୁଳ୍କକୁ ଗତକାଲି ଆମେରିକାର ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିଥିଲେ। ଏହି ରାୟ ପ୍ରକାଶ ପାଇବାର କିଛି ଘଣ୍ଟା ପରେ ଟ୍ରମ୍ପ ନୂଆ ୧୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଏହାର ପ୍ରଭାବରେ … Read More