ଅଯୋଧ୍ୟା ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଆରମ୍ଭ ହେଲା ଲକର ବ୍ୟବସ୍ଥା

ଉତ୍ତରପ୍ରଦେଶ : ଅଯୋଧ୍ୟାକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଆଶ୍ବସ୍ତି ଖବର ଆସିଛି । ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରାମ ଜନ୍ମଭୂମି ମନ୍ଦିର ପରିସରରେ ଆଧୁନିକ ଲକର ରୁମର ବ୍ୟବସ୍ଥା କରିବା ଆରମ୍ଭ ହୋଇଛି । ବଢୁଥିବା ଭକ୍ତଙ୍କ ସଂଖ୍ୟା … Read More

ଦୁର୍ଘଟଣାରୁ ବର୍ତ୍ତିଲା ପବନ ହଂସ ହେଲିକପ୍ଟର, ସମୁଦ୍ରରେ କଲା ଅବତରଣ

ନୂଆଦିଲ୍ଲୀ : ଆଜି ସକାଳେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଆଉ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ପବନ ହଂସ ହେଲିକପ୍ଟର ଉଡ଼ାଣ ଭରିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ସୂଚନା ମିଳୁଛି । ଫଳରେ ପାଇଲଟଙ୍କୁ … Read More

ଆମେରିକାରେ ବରଫ ଝଡ଼; ୧୦ ହଜାର ବିମାନ ବାତିଲ

ଆମେରିକା: ଆମେରିକାର ଉତ୍ତର-ପୂର୍ବ ଭାଗରେ ସୋମବାର ଏକ ଶକ୍ତିଶାଳୀ ଶୀତକାଳୀନ ଝଡ଼ ତାଣ୍ଡବ ସୃଷ୍ଟି କରିଥିଲା । ପ୍ରବଳ ତୁଷାରପାତ ଏବଂ ପ୍ରବଳ ପବନ ଯୋଗୁଁ ରାସ୍ତାଗୁଡ଼ିକ ଖସଡ଼ା ହୋଇଯାଇଥିଲା । ସାଧାରଣ ପରିବହନ ସେବା ଠପ୍ ହୋଇପଡ଼ିଥିଲା । ଲକ୍ଷ ଲକ୍ଷ … Read More

ଜଳିଗଲା କପଡା ଗୋଦାମ, ୬ ମୃତ

ମିରଟ : ଉତ୍ତରପ୍ରଦେଶର ମିରଟରେ ବିଳମ୍ବିତ ରାତିରେ ଏକ କପଡା ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ୫ ଜଣ ଛୋଟପିଲା ସାମିଲ ଥିଲେ । ଅଘଟଣ … Read More

ରାଞ୍ଚି-ଦିଲ୍ଲୀ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ

ନୂଆଦିଲ୍ଲୀ: ଆକାଶରେ ମର୍ମନ୍ତୁଦ ଦୁର୍ଘଟଣା । ରାଞ୍ଚି-ଦିଲ୍ଲୀ ଏୟାର ଆମ୍ବୁଲାନ୍ସ କ୍ରାସ, ୭ ମୃତ । ଝାଡ଼ଖଣ୍ଡର ଚାତ୍ରା ଜିଲ୍ଲା ସିମରିଆ ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲରେ ଏହି ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ରାଞ୍ଚିରୁ ଦିଲ୍ଲୀ ଯାଉଥିବା ଏୟାରଆମ୍ବୁଲାନ୍ସ … Read More

ସରିଲା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ

ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହୋଇଛି । ଏହି ଅଧିବେଶନରେ ବିରୋଧୀ ପ୍ରବଳ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ ଚାଲିବା ମୁସ୍କିଲ ହୋଇଥିଲା । ଏହି ଅଧିବେଶନ ଶେଷ ହେବା ପରେ ଗୃହକୁ ଆସନ୍ତା ମାର୍ଚ୍ଚ ୯ ତାରିଖ … Read More

ରାଜଧାନୀରେ ପ୍ରବଳ ବର୍ଷା, ହୋଡିଂ ପଡି ୩ ଆହତ

ଭୁବନେଶ୍ବର: ଦିନରେ ଖରା ଓ ସାମାନ୍ୟ ଗୁଳୁଗୁଳି ପରେ ସନ୍ଧ୍ୟାରେ ଟୁଇନ ସିଟିରେ ପ୍ରବଳ ବର୍ଷା ହୋଇଛି । କାଳବୈଶାଖୀ ପ୍ରଭାବରେ ଟୁଇନ ସିଟିରେ ବର୍ଷା ସହ ଘଡଘଡି ହୋଇଛି । ତେବେ ବର୍ଷା ପାଇଁ ଟୁଇନ ସିଟିକୁ ୩ଘଣ୍ଟାର ସର୍ତକତା … Read More

ଆତ୍ମସମର୍ପଣ କଲେ ୪ ଟପ କ୍ୟାଡର ମାଓ ନେତା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା ସୀମାନ୍ତ ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାରେ ନକ୍ସଲବାଦରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଦେଖିବାକୁ ମିଳିଛି। ଚାରି ଜଣ ଟପ କ୍ୟାଡର ମାଓନେତା ହିଂସା ପରିତ୍ୟାଗ କରି ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ ସୂଚନା ଅନୁଯାୟୀ, ପଲିଟବ୍ୟୁରୋ … Read More

ଡ୍ରେନ କାମ ବେଳେ କାନ୍ଥ ଭୁଶୁଡ଼ି ୨ ମୃତ

ଭୁବନେଶ୍ବର : ଡ୍ରେନ୍ କାମ ବେଳେ ଅଘଟଣ । ଭୁବନେଶ୍ବର ବଡ଼ଗଡ଼ ଭୋଇସାହିରେ ଡ୍ରେନ କାମ ବେଳେ ଭୁଶୁଡ଼ିଲା କାନ୍ଥ । କାନ୍ଥ ଭୁଶୁଡି ଦୁଇଜଣଙ୍କ ମୃତ୍ୟୁ । ଅନ୍ୟ ୩ ଜଣ ଗୁରୁତର । ମୃତକ ଜଣଙ୍କର ପରିଚୟ ମିଳିଥିବା ବେଳେ … Read More

ଟ୍ବିନ୍‌ ସିଟିରେ ଘଡ଼ଘଡ଼ି ସହ ବର୍ଷା ନେଇ ୱାର୍ଣ୍ଣିଂ

ଭୁବନେଶ୍ୱର : ଟ୍ବିନ୍‌ ସିଟିରେ ଘଡ଼ଘଡ଼ି ସହ ବର୍ଷା ନେଇ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ ଜିଲ୍ଲାକୁ ମଧ୍ୟ ୱାର୍ଣ୍ଣିଂ ଦିଆଯାଇଛି ।  ଗଜପତି, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର ପାଇଁ ମଧ୍ୟ … Read More