ଯାତ୍ରୀଙ୍କୁ ୮୨୭ କୋଟି ଟଙ୍କା, ସାଢେ ୪ ହଜାର ବ୍ୟାଗ୍ ଫେରସ୍ତ କଲା ଇଣ୍ଡିଗୋ
ନୂଆଦିଲ୍ଲୀ : ଥମୁନି ଇଣ୍ଡିଗୋ ସଙ୍କଟ । ଯାତ୍ରୀଙ୍କୁ ୮୨୭ କୋଟି ଟଙ୍କା ସହିତ ସାଢେ ୪ ହଜାର ବ୍ୟାଗ୍ ଫେରସ୍ତ କଲା ଇଣ୍ଡିଗୋ । ୩୬ ଘଣ୍ଟା ମଧ୍ୟରେ ବାକି ରହିଥିବା ଆଉ କିଛି ବ୍ୟାଗ୍ ଯାତ୍ରୀଙ୍କୁ ହସ୍ତାନ୍ତର କରାଯିବ । … Read More
