ଦିଲ୍ଲୀ ପରେ କାଠମାଣ୍ଡୁ ଏୟାରପୋର୍ଟରେ ବିମାନ ଉଡ଼ାଣ ବନ୍ଦ

କାଠମାଣ୍ଡୁ: ଦିଲ୍ଲୀ ଏୟାରପୋର୍ଟ ପରି ବୈଷୟିକ ସମସ୍ୟା କାଠମାଣ୍ଡୁ ଏୟାରପୋର୍ଟରେ ବି ଦେଖାଦେଇଛି । ଏହା ଫଳରେ ସେଠାରେ ମଧ୍ୟ ଦିଲ୍ଲୀ ପରି ଅଚଳାବସ୍ଥା ଦେଖାଦେଇଛି ଓ ବିମାନ ଉଡ଼ାଣ ବନ୍ଦ ରହିଛି । ଅଧିକାରୀଙ୍କ ଅନୁଯାୟୀ, ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ … Read More

ନୂଆପଡ଼ାରେ ରୋଡ ସୋ କରି ଜୟ ଢୋଲକିଆଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା : ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡ ସୋ ।  ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ନୂଆପଡ଼ାରୁ ଖରିଆର ରୋଡ ପର୍ଯ୍ୟନ୍ତ ହୋଇଛି ରୋଡ ସୋ ।  ଏଥିରେ ବିଜେପି ରାଜ୍ୟ ସଭାପତି … Read More

ଆପାର୍ଟମେଣ୍ଟ ବାଲକୋନି ଭୁଶୁଡି ୩ ମୃତ

କଟକ : କଟକରେ ବଡ ଅଘଟଣ ।  ଭୁଶୁଡିଲା ଆପାର୍ଟମେଣ୍ଟ ବାଲକୋନି ।  ଆଜବେଷ୍ଟେସ ଘର ଉପରେ ପଡିବାରୁ ୩ ମୃତ  । କଟକ ମଣିସାହୁ ଛକ ନିକଟରେ ଥିବା ଏକ ପୁରୁଣା ଆପାର୍ଟମେଣ୍ଟର ବାଲକୋନି ଭୁଶୁଡିଲା ।  ତଳେ ଥିବା ଆଜବେଷ୍ଟେସ … Read More

ଜଣେ PSO ସହ ପୀତବାସଙ୍କ ଘର ଆଗରେ ରହିବେ ୪ ପୋଲିସ

ବ୍ରହ୍ମପୁର : ପୀତବାସଙ୍କ ପରିବାରକୁ ମିଳିଲା ପୋଲିସ ସୁରକ୍ଷା ।  ପରିବାରକୁ ଧମକପୂର୍ଣ୍ଣ ଫୋନ କଲ ପରେ ସିକ୍ୟୁରିଟି ପ୍ରଦାନ ।  ଗୁଳି ମାଡ଼ରେ ମୃତ୍ୟୁ ଘଟିଥିବା ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ ମିଳିଲା ପୋଲିସ ସୁରକ୍ଷା । ବ୍ରହ୍ମପୁର ପୋଲିସ … Read More

ନୂଆପଡ଼ାରେ ବିଜେଡି ନେତାଙ୍କ ଘରେ ଆଇଟି ରେଡ୍

ନୂଆପଡ଼ା: ନୂଆପଡ଼ାରେ ବିଜେଡି ନେତା ମହମ୍ମଦ ଜୁନେଦଙ୍କ ଘରେ ଆୟକର(ଆଇଟି) ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜୁନେଦ ଗତ ଶୁକ୍ରବାର କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ଜୁନେଦଙ୍କ ଘର ସମେତ ଅନ୍ୟ କେତେକ ସ୍ଥାନରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି। ତେବେ … Read More

ଦାରୁଠେଙ୍ଗ ପଥର ଖଣିରୁ କୁମ୍ଭୀର ଉଦ୍ଧାର କଲେ ଜୁଝଗଡ଼ ଗ୍ରାମବାସୀ

ଭୁବନେଶ୍ଵର: ଭୁବନେଶ୍ବର ଦାରୁଠେଙ୍ଗ ନିକଟରେ ଥିବା ଏକ ପଥର ଖଣିରୁ ଗୋଟିଏ କୁମ୍ଭୀର ଉଦ୍ଧାର ହୋଇଛି। ସ୍ଥାନୀୟ ଜୁଝଗଡ଼ ଗାଁ ଲୋକ ଏହି କୁମ୍ଭୀରକୁ ଉଦ୍ଧାର କରିଛନ୍ତି। କୁମ୍ଭୀରଟି ଅନେକ ବାଛୁରୀ ଓ କୁକୁରଙ୍କୁ ଶିକାର କରିଥିଲା। କିଛି ମଣିଷ ବି … Read More

ଧାନ ଫସଲ ନଷ୍ଟ କରୁଛି ଚକଡା ପୋକ: ଚିନ୍ତାରେ ଚାଷୀ

ଉଦଳା: କଥାରେ ଅଛି ଚାଷ କାମ ଯାହାର କେତେ ସୁଖ ତାହାର ହେଲେ ଚାଷୀଙ୍କ ସୁଖ ବଦଳରେ ଦୁଃଖ ଆଣି ଦେଇଛି । ଚାଷୀ ଏ ବର୍ଷ ଭଲ ଧାନ ଅମଳ ଅପେକ୍ଷାରେ ଥିଲା । ହେଲେ ଚକଡା ପୋକ ଚାଷୀର ମେରୁଦଣ୍ଡକୁ … Read More

ପୀତବାସଙ୍କ ପରିବାରକୁ ଧମକପୂର୍ଣ୍ଣ କଲ୍: ମାମଲା ପ୍ରତ୍ୟାହାର ନ କଲେ ଜୀବନରେ ମାରିଦେବୁ

ବ୍ରହ୍ମପୁର: ବ୍ରହ୍ମପୁରର ବହୁଚର୍ଚ୍ଚିତ ଆଇନଜୀବୀ ପତବାସ ପଣ୍ଡା ହତ୍ୟା ମାମଲାରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ବିକ୍ରମ ପଣ୍ଡାଙ୍କ ନାଁରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ଧମକପୂର୍ଣ୍ଣ କଲ ପୀତବାସ ପଣ୍ଡାଙ୍କ ପୁଅଙ୍କ ପାଖକୁ ଆସୁଛି … Read More

କାର୍ ଧକ୍କାରେ ୨ କଲେଜ ଛାତ୍ରୀ ମୃତ, ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ

ଆନନ୍ଦପୁର : କାର ଧକ୍କାରେ ପ୍ରାଣ ହରାଇଛନ୍ତି ଦୁଇ ଜଣ କଲେଜ ଛାତ୍ରୀ। ଶନିବାର କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ୨୦ ନମ୍ବର ଜାତୀୟ ରାଜପଥର ବାରିଗାଁ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତା ଛାତ୍ରୀ ଦ୍ଵୟ ହେଲେ। ସେମାନେ କନକମଞ୍ଜରୀ … Read More

କୋଣାର୍କ ନାଟ୍ୟ ମଣ୍ଡପ ଉପରକୁ ପର୍ଯ୍ୟଟକଙ୍କୁ ଚଢିବା ମନା

ଗୋପ : ଏଣିକି କୋଣାର୍କ ସୂର୍ଯ୍ୟ ମନ୍ଦିର ନାଟମଣ୍ଡପରେ ପର୍ଯ୍ୟଟକଙ୍କ ଚଢ଼ିବା ଉପରେ ଭାରତୀୟ ପ୍ରତ୍ନତତ୍ତ୍ଵ କର୍ତ୍ତୃପକ୍ଷ (ଏଏସ୍‌ଆଇ) କଟକଣା ଜାରି କରିଛି । ବିଶ୍ଵ ଐତିହ୍ୟ ସୂର୍ଯ୍ୟମନ୍ଦିର ନିୟମିତ ଭାବେ ଦୁର୍ଘଟଣା ଘଟୁଥିବାକୁ ଦୃଷ୍ଟିରେ ଏପରି ନିୟମ କରାଯାଇଛି । ଏହି … Read More