ବିଦ୍ୟାର୍ଥୀ ପାଇବେ ଗେରୁଆ ଆଇ-କାର୍ଡ, ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ କରାଯାଇଛି ଚିଠି

ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କ ହାଉସ ୟୁନିଫର୍ମରୁ ହଟିଲା ସବୁଜ ରଙ୍ଗ ।  ଏଣିକି ବିଦ୍ୟାର୍ଥୀ ପାଇବେ ଗେରୁଆ ଆଇ-କାର୍ଡ ।  ୨୦୨୫-୨୬ ଶିକ୍ଷାବର୍ଷରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ (ପ୍ରଥମରୁ ଅଷ୍ଟମ) ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଏଥିରେ ଛାତ୍ରଛାତ୍ରୀଙ୍କ ନାମ, ଶ୍ରେଣୀ, … Read More

ହ୍ୟାକରଙ୍କ ଟାର୍ଗେଟରେ ରେଭେନ୍ସା, ୱେବସାଇଟ୍ ହ୍ୟାକ ହେବା ନେଇ ଚିନ୍ତାରେ କର୍ତ୍ତୃପକ୍ଷ

କଟକ: ହ୍ୟାକରଙ୍କ ଟାର୍ଗେଟରେ ରେଭେନ୍ସା। ୱେବସାଇଟ୍ ହ୍ୟାକ ହେବା ନେଇ ଚିନ୍ତାରେ କର୍ତ୍ତୃପକ୍ଷ। ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍ ସାଇଟ୍ ହ୍ୟାକ କଲେ ସାଇବର ଅପରାଧୀ। BENTO4D ନାଁରେ ରହିଛି ଏହି ୱେବ୍ ସାଇଟ୍। ବିଭିନ୍ନ ପ୍ରକାର ବେଟିଂ ବା ଗ୍ୟାମ୍ବଲିଙ୍ଗ ଗେମ୍ … Read More

ଦିବ୍ୟା ଦେଶମୁଖ ବିଶ୍ଵ ଚେସ୍‌ ଚମ୍ପିଆନ

ନୂଆଦିଲ୍ଲୀ: ଭାରତୀୟ ଚେସ୍ ପାଇଁ ଐତିହାସିକ ସଫଳତା । ୧୯ ବର୍ଷୀୟା ଦିବ୍ୟା ଦେଶମୁଖ ଫିଡେ୍ ମହିଳା ବିଶ୍ୱକପ ଚାମ୍ପିଅନ ହୋଇଛନ୍ତି । ଜର୍ଜିଆର ବାଟୁମିରେ ସୋମବାର ସେ ଫାଇନାଲ୍ ଜିତିଛନ୍ତି । ରାପିଡ୍ ଟାଇ୍ ବ୍ରେକରରେ ସେ ଭାରତର ଏକ … Read More

ଦିଲ୍ଲୀରୁ ଲୁଟିଲେ, ବାଲେଶ୍ବର ଜିଲ୍ଲା ନୀଳଗିରିରୁ ବନ୍ଧା ହେଲେ ଚୋର

ନୀଳଗିରି: ଦିଲ୍ଲୀରେ ଚୋରି, ହେଲେ ପଲ୍ଲୀରୁ ଚୋର ଗିରଫ। ଏକଥାଟି ଆପଣଙ୍କୁ ଟିକେ ଖଟକା ଲାଗୁଥିବ ନିଶ୍ଚୟ । ତେବେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ପୁରା ଖବର ଉପରେ ନଜର ପକାନ୍ତୁ । ଘଟଣାଟି ହେଉଛି ନୂଆଦିଲ୍ଲୀର । ଆଜି କାଲି … Read More

ଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ଘଟଣା; ଅଶ୍ଲୀଳ ଓ ବେଟିଂ ଭିଡ଼ିଓ ଅପଲୋଡ୍‌

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଆଜି ସକାଳେ କିଛି ସମୟ ପାଇଁ ହ୍ୟାକ୍ ହୋଇଥିବାର ଜଣାପଡିଛି। ଆକାଉଣ୍ଟରେ ଅଶ୍ଲୀଳ ଓ ବେଟିଂ ଭିଡ଼ିଓ ଅପଲୋଡ୍‌ ହୋଇଥିଲା। ବିଭାଗର କାର୍ଯ୍ୟକଳାପ ସହ ସମ୍ପୃକ୍ତ ନଥିବା  କିଛି ପୋଷ୍ଟ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ୍ … Read More

ସଂସଦରେ ଅପରେସନ ‘ସିନ୍ଦୂର’ର ସଫଳତା ବଖାଣିଲେ ସରକାର, ଯୁଦ୍ଧବିରତି କାହିଁକି କଲ ପ୍ରଶ୍ନ କରି ଘେରିଲେ ବିରୋଧୀ

ଲୋକସଭାରେ ସୋମବାର ଅପରେସନ ‘ସିନ୍ଦୂର’ ଉପରେ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନାରେ ଅଂଶଗ୍ରହଣ କରି ଅପରେସନ ‘ସିନ୍ଦୂର’ର ସଫଳତା ବଖାଣିଛନ୍ତି। ତେବେ ବିରୋଧୀ ସରକାରଙ୍କୁ ନାନା ପ୍ରଶ୍ନ କରି ଘେରିଛନ୍ତି। ଯୁଦ୍ଧ ବିରତି କାହିଁକି କଲ ? … Read More

ରାଜଧାନୀରେ ପୋଲିସ ସ୍ପେଶାଲ୍ କ୍ରାଇମ୍ ୟୁନିଟର ରେଡ୍, ବିପୁଳ ମାତ୍ରାରେ ଜବତ ହୋଇଛି ଗଞ୍ଜେଇ

ଭୁବନେଶ୍ୱର : ରାଜଧାନୀରେ ପୋଲିସ ସ୍ପେଶାଲ୍ କ୍ରାଇମ୍ ୟୁନିଟର ରେଡ୍ ।  ବିପୁଳ ମାତ୍ରାରେ ଗଞ୍ଜେଇ, ଚିଲମ ଜବତ ।  ଭୁବନେଶ୍ବରର ଖଣ୍ଡଗିରି ସ୍ଥିତ ଧର୍ମବିହାର, ଜାଗମରା, ପାତ୍ରପଡ଼ା ଏବଂ କଳିଙ୍ଗ ବିହାର ଅଞ୍ଚଳରେ ରେଡ୍ ।  ଏଠାରେ ଥିବା ସମସ୍ତ ପାନ … Read More

ଭଦ୍ରକରେ ବନ୍ୟା ବିତ୍ପାତ, ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା

ଭଦ୍ରକ: ବନ୍ୟା ଛନକା ଭିତରେ ବର୍ଷା ଭୟ। ଅଧା ଓଡିଶାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହାରି ଭିତରେ ଭଦ୍ରକରେ ଦେଖିବାକୁ ମିଳିଛି ବନ୍ୟା ବିତ୍ପାତ। ୨୧ ପଞ୍ଚାୟତର ୨୯ଟି ଗାଁ ବନ୍ୟାରେ ପ୍ରଭାବିତ … Read More

ପହଲଗାଓଁ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ୍‌ ମୁସା ନିପାତ

ଜମ୍ମୁ: ଶ୍ରୀନଗରରେ ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷା ବାହିନୀଙ୍କ ଗୁଳିରେ ନିପାତ ହୋଇଛି କୁଖ୍ୟାତ ଆତଙ୍କବାଦୀ ହାସିମ୍‌ ମୁସା। ପହଲଗାଓଁ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ହାସିମ୍‌ ମୁସା। ଶ୍ରୀନଗର ହରଓ୍ବାନ ଦଚିଗାମ ଜାତୀୟ ଉଦ୍ୟାନ ଅଞ୍ଚଳରେ ଭାରତୀୟ ସେନା … Read More

ଆଜି ପୁଣି ବଳଙ୍ଗା ପୀଡ଼ିତାଙ୍କ ଦିଲ୍ଲୀ ଏମସରେ ୩ୟ ଅସ୍ତ୍ରୋପଚାର !

ବଳଙ୍ଗା : ଆଜି ବଳଙ୍ଗା ପୀଡ଼ିତାଙ୍କ ହୋଇପାରେ ୩ୟ ଅସ୍ତ୍ରୋପଚାର ।  ଦିଲ୍ଲୀ ଏମସରେ ନାବାଳିକା ପୀଡ଼ିତାଙ୍କ ଚିକିତ୍ସା ଜାରି ରହିଛି ।  ଯଦି ଆଜି ଅସ୍ତ୍ରୋପଚାର ହୁଏ ତେବେ ବୟାନ ରେକର୍ଡ କରିବା ପାଇଁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ … Read More