ଫାର୍ମହାଉସ୍ରୁ ଖସିଆସିଲା ପୋଷା ସିଂହ; ରାସ୍ତା ମଝିରେ ଖେଳିଲା ଭୟର ବାତାବରଣ
ଇସ୍ଲାମ୍ବାଦ୍: ପାକିସ୍ତାନର ଲାହୋରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଫାର୍ମହାଉସରୁ ଏକ ପୋଷା ସିଂହ ପଳାଇଯିବା ଫଳରେ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ଦେଖାଦେଇଛି। ସିଂହଟି ଖସି ପଳାଇ ଆସିବା ପରେ ଜଣେ ମହିଳା ଏବଂ ତାଙ୍କର ଦୁଇ ଛୋଟ … Read More
