‘ହାତ’ ଧରିଲେ ସୁନୀତା ବିଶ୍ବାଳ
ଭୁବନେଶ୍ବର: ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି। ବୁଧବାର ସେ “ଶଙ୍ଖ’ ଛାଡ଼ିଥିଲେ, ୨୪ ଘଣ୍ଟା ନପୂରୁଣୁ ସେ ଗୁରୁବାର “ହାତ’ ଧରିଛନ୍ତି । ଆସନ୍ତାକାଲି ଓଡିଶା ଗସ୍ତ କରୁଛନ୍ତି ଲୋକସଭା ବିରୋଧୀଦଳ କଂଗ୍ରେସ ନେତା ରାହୁଲ … Read More
