ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଏକାକୀ ସରକାର କରିବା ପରେ ଏବେ ଏକ ବର୍ଷ ପୁରା ହେବାକୁ ଯାଉଛି। ବିଜେପି ଓଡ଼ିଶାରେ ପ୍ରଥମଥର ପାଇଁ ସରକାର କରିଥିବା ବେଳେ ସରକାର ବଡ ଧୁମଧାମରେ ଏକ ବର୍ଷ ପୃର୍ତ୍ତୀ ପାଳନ କରିବେ। ଆଉ … Read More

୪୮ ଘଣ୍ଟାରେ ନିପାତ ହୋଇଛନ୍ତି ୬ ଆତଙ୍କୀ; ସେନା

ଜାମ୍ମୁ-କାଶ୍ମୀରରେ ବିଗତ ୪୮ ଘଣ୍ଟା ମଧ୍ୟରେ ୬ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଭାରତୀୟ ସେନା ୨ଟି ଆତଙ୍କବାଦୀ ବିରୋଧୀ ଅଭିଯାନକୁ ସଫଳତାର ସହ ଶେଷ କରିବା ସହିତ ୬ ଆତଙ୍କୀଙ୍କୁ ନିପାତ କରିଥିବା ସେନା ପକ୍ଷରୁ ଶୁକ୍ରବାର ଏକ ସାମ୍ବାଦିକ … Read More

ବଜ୍ରପାତରେ ଗଲା CRPF ଯବାନଙ୍କ ଜୀବନ, ଅନ୍ୟ ୪ ଯବାନ ଗୁରୁତର

ରାଉରକେଲା: ବଜ୍ରପାତରେ ଗଲା CRPF ଯବାନଙ୍କ ଜୀବନ। ରାଉରକେଲାରେ CRPF-୨୬ ବାଟାଲିଅନ ଅଧିକାରୀ ଏମ ପ୍ରବୋ ସିଂଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଯବାନ ଗୁରୁତର ହୋଇଛନ୍ତି । ନକ୍ସଲ ଦମନ ପାଇଁ କମ୍ବିଂ ଅପରେସନ ବେଳେ ବଜ୍ରପାତ ହୋଇଥିଲା । … Read More

ଭାରତକୁ ସମର୍ଥନ କଲା ତାଲିବାନ

ପହଲଗାଓଁ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସରକାରଙ୍କ ପକ୍ଷରୁ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଆଡ୍ଡା ଧ୍ୱଂସ କରିବା ସହ ଅନେକ ଆତଙ୍କୀଙ୍କୁ ନିପାତ କରାଯାଇଛି । ଏହି ସମୟରେ ଚୀନ ଓ ତୁର୍କୀ ଭଳି … Read More

ଜେଇଙ୍କ ସନ୍ଦେହଜନକ ମୃତ୍ୟୁ; କାରରୁ ମିଳିଲା ମୃତଦେହ

ବରଗଡ:କାର ଭିତରେ ଜେଇଙ୍କ ସନ୍ଦେହଜନକ ମୃତ୍ୟୁ । କାର ଭିତରୁ ବରପାଲି ବ୍ଲକ୍ ର ଜେଇ ଚନ୍ଦ୍ରଶେଖର ଝାଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ବରଗଡ ବରପାଲିର ହଳଦୀ ପାଳିଛକରେ ଗାଡିରେ ଏସି ଲଗାଇ ଶୋଇପଡିଥିଲେ । ତେବେ ଛିଡା … Read More

ମାମୁଁ ଘର ଅଗଣା କୂଅରୁ ମିଳିଲା ଭଣଜାର ମୃତଦେହ

ଦାରିଙ୍ଗବାଡ଼ି: ଭେଣ୍ଡିଆ ପୁଅର ମର ଶରୀରକୁ ଧରି କାନ୍ଦି କାନ୍ଦି ଲୋଟି ପଡୁଛନ୍ତି ପରିବାର ଲୋକେ । ଏତିକି କେମିତି ତାଙ୍କର ମୃତ୍ୟୁ ହେଲା କେହି ସହଜରେ ଗ୍ରହଣ ପାରୁନାହାନ୍ତି । ଘରେ ହିଁ ମରି ପଡିଥିଲା ପୁଅ, ହେଲେ ଖୋଜି ଖୋଜି … Read More

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ

କଟକ: ୨୦୨୫ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହୋଇଛି। ଚଳିତ ବର୍ଷ ପରୀକ୍ଷାରେ ଅନୁପସ୍ଥିତ ଥିବା ପ୍ରାର୍ଥୀ, ପରୀକ୍ଷା ଦେଇ ଫେଲ୍‌ ହୋଇଥିବା ପରୀକ୍ଷାର୍ଥୀ ଓ କପି କରି ଏମ୍‌ପି ହୋଇଥିବା ପରୀକ୍ଷାର୍ଥୀମାନେ ହିଁ ପୁଣି ପରୀକ୍ଷା … Read More

୨୮ଜୁନରୁ ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ମରାମତି

ପୁରୀ: ୨୮ଜୁନରୁ ୬ ଜୁଲାଇ ମଧ୍ୟରେ ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ମରାମତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଗର୍ଭଗୃହ ଓ ରତ୍ନଭଣ୍ଡାର ମରାମତି ନେଇ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଯେ … Read More

ସିନ୍ଧୁ ଜଳଚୁକ୍ତି ଉପରୁ ନିଲମ୍ବନ ହଟାଯାଉ : ମେହେବୁବା

ଶ୍ରୀନଗର : ୨୨ ଏପ୍ରିଲ୍ ୨୦୨୫ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିଥିଲା। ଏହି ମାମଲାକୁ ନେଇ ବହୁତ ରାଜନୀତି ଚାଲିଛି। ସଦ୍ୟତମ ଘଟଣାକ୍ରମରେ, ପିଡିପି ମୁଖ୍ୟ ଏବଂ ଜମ୍ମୁ-କାଶ୍ମୀରର ପୂର୍ବତନ … Read More

ବଡବିଲ ‘ଡୁବୁନା’ ଲୌହ ପଥର ଖଣିର ପୁନଃ ଆରମ୍ଭ, ବାର୍ଷିକ ଉତ୍ପାଦନ ହେବ ୩ ନିୟୁତ ଟନ୍

ଭୁବନେଶ୍ୱର: ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଭାବେ ଓଡିଶା ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟ । ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡିଶାରେ ମହଜୁଦ୍ ଅଛି । ଓଡ଼ିଶା ଖଣି ନିଗମ (ଓଏମସି) … Read More