ପୁଲିସର ଅପରେସନ ‘କାଗାର’କୁ ବିରୋଧ କରି ରାୟଗଡ଼ା ଜିଲ୍ଲାରେ ନକ୍ସଲ ପୋଷ୍ଟର
ରାୟଗଡ଼ା: ‘ଅପରେସନ କାଗାର’କୁ ବିରୋଧ କରି ଓଡ଼ିଶା ଓ ପୂର୍ବ ଛତିଶଗଡ଼ ୨୪ ଘଣ୍ଟିଆ ବନ୍ଦ ଡାକରାକୁ ସଫଳ କରିବାକୁ ସିପିଆଇ ମାଓବାଦୀଙ୍କ ତରଫରୁ ଜିଲ୍ଲାର ମୁନିଗୁଡ଼ା ଥାନା ଅନ୍ତର୍ଗତ ସକଟା ଗ୍ରାମ ଛକ ଓ କଲ୍ୟାଣସିଂପୁର ବ୍ଲକ ନାରୀଙ୍ଗତୋଳା ଗ୍ରାମରେ … Read More
