ଜାତିସଂଘ ରିପୋର୍ଟ: ଭାରତରେ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲା ଇସଲାମିକ୍ ଷ୍ଟେଟ୍, ସବୁ ପଣ୍ଡ କରିଦେଲେ ମୋଦି ସରକାର

ନୂଆଦିଲ୍ଲୀ, ୧୬।୨: ମିଳିତ ଜାତିସଂଘ (UN)ର ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଅନୁଯାୟୀ, ଇସଲାମିକ୍ ଷ୍ଟେଟ୍ (IS) ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିଲା। ​​କିନ୍ତୁ ଭାରତ ସରକାରଙ୍କ ସତର୍କତା ଯୋଗୁଁ ଆତଙ୍କବାଦୀଙ୍କ ସବୁ ଯୋଜନା ବିଫଳ ହୋଇଯାଇଛି। ତଥାପି, ଆତଙ୍କବାଦୀ … Read More

୧୮ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ତାରିଖ ଘୋଷଣା କରାଯାଇଛି। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ୧୮ ଫେବ୍ରୁଆରି ମଧ୍ୟାହ୍ନ ୧୨ଟାରେ ରାଜଧାନୀର ରାମଲୀଳା ମଇଦାନରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ସୋମବାର ବିଜେପି ବିଧାୟକ ଦଳର ବୈଠକ … Read More

କଂଗ୍ରେସ ସହ ମେଣ୍ଟ ପାଇଁ ଚାଁହୁଥିଲେ କେଜ୍ରିୱାଲ? କଣ ହେଲା ସମସ୍ୟା କହିଲେ ସଞ୍ଜୟ

ମୁମ୍ବାଇ: ଅରବିନ୍ଦ କେଜରିୱାଲ କଂଗ୍ରେସ ସହ ମେଣ୍ଟ କରି ହରିୟାଣା ଏବଂ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ କି? ଯଦି ହଁ, ଏହି ମେଣ୍ଟ କାହିଁକି ହେଲା ନାହିଁ ? ଏବେ ଏହାର କାରଣ ସଞ୍ଜୟ ରାଉତ ଶିବସେନା(ୟୁବିଟି) ମୁଖପତ୍ର … Read More

ଇଣ୍ଡିଆ ମେଣ୍ଟର ଅନ୍ତ ହେବା ନେଇ କଳ୍ପନାଜଳ୍ପନା: ସର୍ଭେରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ

ନୂଆଦିଲ୍ଲୀ: ଗତବର୍ଷ ଲୋକସଭା ନିର୍ବାଚନରେ ​​ବିଜେପି ଏବଂ ଏନଡିଏର ଆସନ ହ୍ରାସ ପରେ, ମିଳିତ ବିରୋଧୀ ଦଳରେ ଏକ ଭିନ୍ନ ଉତ୍ସାହ ଦେଖାଯାଇଥିଲା। ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କୁ କ୍ଷମତାରୁ ହଟାଇ ପାରିଲେ ନାହିଁ କିନ୍ତୁ ବିଶ୍ୱାସ ନିଶ୍ଚିତ … Read More

ଭାରତକୁ ଆମେରିକାର ଛାଟ, ବାତିଲ କଲା ୨୨ ମିଲିୟନ ଡଲାରର ଫଣ୍ଡିଂ

ନୂଆଦିଲ୍ଲୀ,୧୬।୨: ଆମେରିକା ଭାରତ ସମେତ ଅନେକ ଦେଶ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଲନ ମସ୍କଙ୍କ ନେତୃତ୍ୱାଧୀନ ବିଭାଗ (ଆମେରିକା ସରକାରୀ ଦକ୍ଷତା ବିଭାଗ) ଭାରତରେ ‘ଭୋଟର ଟର୍ନଆଉଟ୍‌’ ପାଇଁ ଲକ୍ଷ୍ୟ ରଖାଯାଇଥିବା ୨୨ ନିୟୁତ ଆମେରିକୀୟ ଡଲାର ପାଣ୍ଠିକୁ … Read More

ପ୍ରଥମ ଥର ଭଳି ପୁଣି ବେଡ଼ି ପକାଇ ତଡ଼ିଲା ଆମେରିକା: ବିରୋଧୀଙ୍କ ନିନ୍ଦା

ଚଣ୍ଡିଗଡ଼,୧୬।୨: ଆମେରିକା ଦ୍ୱିତୀୟ ପର୍ଯ୍ୟାୟରେ ବିଦା କରିଥିବା ୧୧୭ ଜଣ ବେଆଇନ ଭାରତୀୟ ପ୍ରବାସୀ ଆମେରିକା ସାମରିକ ବିମାନରେ ଆସି ପଞ୍ଜାବର ଅମୃତସର ବିମାନବନ୍ଦରରେ ପହଞ୍ଚିଛନ୍ତି। ପ୍ରଥମ ଥର ଭଳି ଏଥର ମଧ୍ୟ ପ୍ରବାସୀମାନଙ୍କ ହାତରେ ହ୍ୟାଣ୍ଡକଫ୍‌ ଏବଂ ଗୋଡ଼ରେ ବେଡ଼ି … Read More

ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ ପାଇଁ ୧୮୨ କୋଟି ଖର୍ଚ୍ଚ କରିଥିଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ କରିବା କଥା ଗତ ବର୍ଷ ବିଜେପି ଅଭିଯୋଗ କରିଥିଲା । କିନ୍ତୁ ଏବେ ଖୋଦ ଆମେରିକା ସରକାର ତାହାର ପ୍ରମାଣ ଦେଇଛନ୍ତି । ଏଲନ ମସ୍କଙ୍କ ନେତୃତ୍ବାଧୀନ ଆମେରିକାର ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) … Read More

ବାଂଲାଦେଶକୁ ପାଣ୍ଠିଯୋଗାଣ ବନ୍ଦ କଲେ ମସ୍କ୍

ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ନେତୃତ୍ବରେ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ଏବେ କାର୍ଯ୍ୟରେ ଲାଗିଛି। ଇତିମଧ୍ୟରେ ଆମେରିକୀୟ ଟିକସଦାତାଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ଅନେକ ବିଦେଶୀ ପ୍ରକଳ୍ପକୁ ବାତିଲ କରିଛି। ଏହି ତାଲିକାରେ … Read More

ସରକାରଙ୍କୁ ହସ୍ତାନ୍ତର କରାଗଲା ଜୟଲଳିତାଙ୍କ ସମ୍ପତ୍ତି

ଚେନ୍ନାଇ,୧୬ା୨: ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଜବତ ହୋଇଥିବା ଜିନିଷପତ୍ର ରାଜ୍ୟ ସରକାରଙ୍କୁ ଆନୁଷ୍ଠାନିକ ଭାବରେ ହସ୍ତାନ୍ତର କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ କରାଯାଇଥିବା ଏହି ହସ୍ତାନ୍ତର ଦଶନ୍ଧି ଧରି ଚାଲିଥିବା ଆଇନଗତ ଲଢ଼େଇରେ … Read More

‘ମହାକୁମ୍ଭ ବହୁତ ଫାଲ୍‌ତୁ, ଏହାର କୌଣସି ଅର୍ଥ ନାହିଁ’

ପାଟନା,୧୬।୨: ମହାକୁମ୍ଭକୁ ନେଇ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। କୁମ୍ଭ ବହୁତ ଫାଲ୍‌ତୁ, ଏହାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି। ଏଥିସହ ନୂଆଦିଲ୍ଲୀ ରେଳ ଷ୍ଟେଶନ ଦୁର୍ଘଟଣାକୁ … Read More