ଦୟା ନଦୀ କୂଳରେ ପ୍ରେମିକର ପିଣ୍ଡ ଦାନ କଲେ ରାଣୀ ପଣ୍ଡା

ଭୁବନେଶ୍ୱର : ଯେଉଁ ଯାତ୍ରା ପେଣ୍ଡାଲରେ ରାଣୀ ପଣ୍ଡା ଥରେ ଠିଆ ହେଲେ ଲକ୍ଷ ଲକ୍ଷ ଦର୍ଶକ ତାଙ୍କ ଅଭିନୟ ଦେଖିବାକୁ ଚାହିଁରହିଥାନ୍ତି । ଯାହାଙ୍କୁ ଖଣ୍ଡଗିରି ମନା ହୋଇଥିଲା ସେହି ଖଣ୍ଡଗିରିରେ ହଜାର ହଜାର ଲୋକଙ୍କୁ ମଟନ ଭାତ ଖୁଆଇବା ସହ … Read More

‘ମନ କି ବାତ୍’ର ୧୧୯ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ର ୧୧୯ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥିରେ ସେ ଦ୍ରୁତ ଗତିରେ ବଢୁଥିବା ସ୍ଵାସ୍ଥ୍ୟ ସମସ୍ୟା ‘ମୋଟାପଣ’ ଉପରେ ଚର୍ଚ୍ଚା କରିଛନ୍ତି। ଦେଶରେ ମୋଟାପଣ … Read More

ଓସିଏ ସଭାପତି ଭାବେ ନିର୍ବାଚିତ ହେଲେ ପଙ୍କଜ ଲୋଚନ ମହାନ୍ତି

ଭୁବନେଶ୍ଵର: ଓସିଏ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ପଙ୍କଜ। ତେଣୁ ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ସେ । ବବି ଦାସଙ୍କ ଇସ୍ତଫା ପରେ ଏହି ଆସନ ଖାଲିପଡିଥିଲା। ପୂର୍ବରୁ … Read More

ଢେଙ୍କାନାଳ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ, ଶଳାକୁ ମାରିଛି ସମ୍ପର୍କୀୟ ଭିଣୋଇ

ଢେଙ୍କାନାଳ : ସଦରଥାନା ଫାସିଗାଁ ଫାର୍ମ ହାଉସରେ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ । ଶଳାକୁ ମାରିଛି ସମ୍ପର୍କୀୟ ଭିଣୋଇ । ହତ୍ୟା କରିଥିବା ନିଜେ ସ୍ବୀକାର କରିଛନ୍ତି ଅଭିଯୁକ୍ତ ରମେଶ ଚନ୍ଦ୍ର ନାଏକ ।  ହତ୍ୟା ପରେ ଫାର୍ମ ହାଉସ ବୁଦା ଭିତରେ … Read More

ଶୁଟିଂ ପାଇଁ ଷ୍ଟଣ୍ଟ ସମୟରେ ଆହତ ହେଲେ ଗୁରୁ ରନ୍ଧୱା

ପଞ୍ଜାବୀ ଗାୟକ ଗୁରୁ ରନ୍ଧୱା ଏକ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଛନ୍ତି। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି। ଏ ସମ୍ପର୍କରେ ​‌ସେ ନିଜେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ନିଜ ଫିଲ୍ମ ଶୁଟିଂ ସମୟରେ ଏକ … Read More

ଭିଜିଲାନ୍ସ ଜାଲରେ ଦୁଇ କୃଷି ଅଧିକାରୀ

ନବରଙ୍ଗପୁର: ଲାଞ୍ଚ ନେଇ ଧରା ପଡିଲେ ନବରଙ୍ଗପୁର ଉମରକୋଟର ଦୁଇ କୃଷି ଅଧିକାରୀ ନଳିନୀକାନ୍ତ ପରିଡା ଓ ସୁରେନ୍ଦ୍ରସିଂ ବୁନ୍ଦେଲା । ୫ ହଜାର ଟଙ୍କା ନେବା ବେଳେ ମାଡି ବସିଲା ଭିଜିଲାନ୍ସ । ଜଳ ନିଧି ଯୋଜନାରେ ସବସିଡ଼ି ଟଙ୍କା … Read More

ସନ୍ଦେହଜନକ ଅବସ୍ଥାରେ ମିଳିଲା ନାବାଳକଙ୍କ ମୃତଦେହ

ଆଳି: ଭୋଜି ଖାଇସାରି ଗୋଟିଏ ଘରେ ସାଙ୍ଗ ମାନଙ୍କ ସହ ଶୋଇଥିଲେ । ହେଲେ ସନ୍ଦେହଜନକ ଅବସ୍ଥାରେ ମିଳିଲା ନାବାଳକଙ୍କ ମୃତଦେହ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କଇଥାପାଳ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗାଁର … Read More

ସିନ୍ଦେଙ୍କ ଗଡ଼ ଥାନେରେ ‘ଜନତା ଦରବାର’ କରିବେ ବିଜେପି ମନ୍ତ୍ରୀ ଗଣେଶ ନାଏକ

ଥାନେ: ମହାରାଷ୍ଟ୍ର ଜଙ୍ଗଲ ବିଭାଗ ମନ୍ତ୍ରୀ ଏବଂ ବିଜେପି ନେତା ଗଣେଶ ନାଏକ ସୋମବାର ଉପମୁଖ୍ୟମନ୍ତ୍ରୀ ଏବଂ ଶିବସେନା ଅଧ୍ୟକ୍ଷ ଏକନାଥ ସିନ୍ଦେଙ୍କ ଗଡ଼ ଥାନେରେ ‘ଜନତା ଦରବାର’ କରିବେ। ସେ ଥାନେରେ ମଧ୍ୟ ଜନ ଅଭିଯୋଗ ସଭା କରିବେ, ଯଦ୍ୱାରା … Read More

ସଂକଳ୍ପ ପଦଯାତ୍ରାରେ ଭାଙ୍ଗିଥିଲା ପିସିସି ସଭାପତିଙ୍କ ହାତ: ସରିଲା ଅସ୍ତ୍ରୋପଚାର

ଭୁବନେଶ୍ବର: ନୂଆ ପିସିସି ସଭାପତି ଭାବେଯୋଗ ଦେବା ପରେ କଂଗ୍ରେସର ପଦ ଯାତ୍ରା ସମୟରେ ଆହତ ହୋଇଥିଲେ ଭକ୍ତ ଦାସ । ଭୁବନେଶ୍ଵର – ପୁରୀ ସଂକଳ୍ପ ଯାତ୍ରା ସମୟରେ ଉତ୍ସାହୀ କର୍ମୀଙ୍କ ଭିଡ଼ରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କର … Read More

ପଳାଶୁଣି ଛକ ନେଲା ଆଉ ଏକ ମୁଣ୍ଡ, ଟ୍ରକ ଧକ୍କାରେ ଅଜଣା ବ୍ୟକ୍ତି ମୃତ

ଭୁବନେଶ୍ବର: ଭୁବନେଶ୍ବର ପଳାଶୁଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଘଟଣା ସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କର ପରିଚୟ ମିଳିପାରି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଅନ୍ୟପଟେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା … Read More