ନନ୍ଦନକାନନକୁ ଆସିଲା ନୂଆ ଅତିଥି

ଭୁବନେଶ୍ଵର: ନନ୍ଦନକାନନରେ ନୂଆ ଅତିଥି । ତୃତୀୟ ଥର ପାଇଁ ମା’ ହେଲା ନାଲି ବାଘୁଣୀ ଅଙ୍କିତା । ବର୍ତ୍ତମାନ ସୁଦ୍ଧା ଗୋଟିଏ ଶାବକ ଜନ୍ମ ହୋଇଥିବା ବେଳେ ଆଗକୁ ଆଉ ଶାବକ ଜନ୍ମ ଦେବାର ସମ୍ଭାବନା ରହିଛି । ତେଣୁ … Read More

ପାଟଣାରେ ଭୟଙ୍କର ଦୁର୍ଘଟଣା ; ଟ୍ରକ ଓ ଅଟୋ ମୁହାଁମୁହିଁ, ୭ ମୃତ

ମୁମ୍ଵାଇ : ପାଟଣାରେ ଭୟଙ୍କର ଦୁର୍ଘଟଣା । ଟ୍ରକ ଓ ଅଟୋ ମଧ୍ୟରେ ମୁଁହାମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ସେଥିରୁ ଅନେକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଅତି ସଙ୍କଟାପର୍ଣ୍ଣ … Read More

ମାଉଜର ଦେଖାଇ ଦଶ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁର୍ତ୍ତ, ଅଳ୍ପକେ ବର୍ତ୍ତିଲେ ମ୍ୟାନେଜର

ଅନୁଗୋଳ :  ମାଉଜର ଦେଖାଇ ଲୁଟିନେଲେ ଦଶ ଲକ୍ଷ ଟଙ୍କା | ଏଭଳି ଅଘଟଣ ଘଟିଛି ଅନୁଗୁଳରେ | ସାକୋଶିଙ୍ଗାର ଶୁଭମ କିଷାନ ସେବା କେନ୍ଦ୍ର ପେଟ୍ରୋଲ ପମ୍ପର ମ୍ୟାନେଜର ବଶିଷ୍ଠ ସାହୁ ଓ କର୍ମଚାରୀ ଚନ୍ଦନ ଗଡ଼ନାୟକ ଟଙ୍କା ନେଇ … Read More

ସାତକୋଶିଆ ନିଷିଦ୍ଧାଞ୍ଚଳରେ ପୁଣି ଉଡିଲା ହେଲିକପ୍ଟର

ଅନୁଗୋଳ: ସରକାର ସାତକୋଶିଆକୁ ବାଘ ଆଣିବାକୁ ଯୋଜନା ରଖିଛନ୍ତି ଓ ଏହାର ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। କିନ୍ତୁ ୧୧ ଦିନରେ ଏହି ନିଷିଦ୍ଧାଞ୍ଚଳରେ ୩ଥର ହେଲିକପ୍ଟର ଉଡାଣ କଲାଣି। ଗତକାଲି ହେଲିକପ୍ଟରଟି ଦିନ ସାଢେ ୧୦ଟା … Read More

ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ଦୁବାଇ : ମିନି ବିଶ୍ୱକପ୍‌ କୁହାଯାଉଥିବା ଚାମ୍ପିଅନ୍ସ ଟ୍ରଫିର ସବୁଠୁ ବଡ଼ ତଥା ହାଇଭୋଲଟେଜ ମ୍ୟାଚ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି ଭାରତ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫିର ସବୁଠୁ ବଡ଼ ତଥା ହାଇଭୋଲଟେଜ ଭାରତ ଓ … Read More

ରାଜ୍ୟରେ ଆହୁରି ୨ ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା; ୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏଥିନିମନ୍ତେ ପାଗ ଅନୁକୂଳ ରହିଛି । ବର୍ଷା ସହ କିଛି କିଛି ସ୍ଥାନରେ ପବନର ବେଗ ବୃଦ୍ଧି ପାଇ ୫୦ ରୁ … Read More

ହିଂସା ଓ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୯ ଜଣ ନକ୍ସଲ

ମାଲକାନଗିରି: ହିଂସା ଓ ଅସ୍ତ୍ର ଛାଡ଼ି ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ପୁଲିସ ନିକଟରେ ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମୁଲୁଗୁ ଜିଲ୍ଲା ଏସ ମହେଶ ଗିଟେଙ୍କ ଏବଂ ସିଆରପିଏଫ କମାଣ୍ଡାଣ୍ଟଙ୍କ ସମ୍ମୁଖରେ ଏହି ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। … Read More

ଆମେରିକାକୁ ନାଲି ଆଖି ଦେଖାଇଲା ପାକିସ୍ତାନ: ଆଫଗାନ ଶରଣାର୍ଥୀଙ୍କୁ ଫେରାଇବାକୁ ଧମକ

ଇସଲାମାବାଦ: ଆମେରିକାରେ ପୁନର୍ବାସ ପାଇଁ ଅପେକ୍ଷା କରିଥିବା ହଜାର ହଜାର ଆଫଗାନ ନାଗରିକଙ୍କ ମାମଲା ଖାରଜ ହେଲେ କିମ୍ବା ସମୟ ମଧ୍ୟରେ ପ୍ରକ୍ରିୟାକରଣ ନ ହେଲେ ସେମାନଙ୍କୁ ଫେରାଇ ଦେବାକୁ ପାକିସ୍ତାନ ଧମକ ଦେଇଛି। ଭଏସ୍ ଅଫ୍ ଆମେରିକା ଅନୁଯାୟୀ ତୁର୍କୀର … Read More

ବାଲାଜୀ ସରକାର କର୍କଟ ଡାକ୍ତରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦୁଇ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଯାଇଥିବାବେଳେ ଛତରପୁରସ୍ଥିତ ବାଗେଶ୍ଵର ଧାମରେ ବାଲାଜୀ ସରକାର କର୍କଟ ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଜନସଭାରେ ଉଦବୋଧନ ଦେଇଥିଲେ। ସେ କହିଥିଲେ, ବହୁତ … Read More

ସଙ୍ଗମ ସ୍ଥଳରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ

ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପରିବାରଙ୍କ ସଙ୍ଗେ ପ୍ରୟାଗରାଜ ଯାଇଥିବା ବେଳେ, ପବିତ୍ର ମହାକୁମ୍ଭ ଅବସରରେ ସଙ୍ଗମ ଜଳରେ ମହାସ୍ନାନ କରିଛନ୍ତି । ମହାସ୍ନାନର ଶେଷ ସପ୍ତାହ । … Read More