ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା, ସିବିଆଇ ତଦନ୍ତ ପାଇଁ ଲିଖିତ ଦେବୁ ବୋଲି କହିଲେ ଦୀପାଳି
ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ CBI ତଦନ୍ତ ପାଇଁ ଲିଖିତ ଦେବୁ। ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଜଣାଇବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଝିଅ ଦୀପାଳି ଦାସ। ଏନେଇ ପରିବାର ସହ ଆଲୋଚନା ହୋଇଛି। ଆଗାମୀ … Read More
