ବିଜେପିର ପୂର୍ବତନ ବିଧାୟକଙ୍କ ଘରେ IT ରେଡ: ମିଳିଲା କୋଟି କୋଟି ଟଙ୍କା ସହ ୩ଟି କୁମ୍ଭୀର
ବିଜେପିର ପୂର୍ବତନ ବିଧାୟକ ହରିବଂଶ ସିଂହ ରାଥୋରଙ୍କ ଘରେ ରେଡ କରିଛି ଆୟକର ବିଭାଗ। ମଧ୍ୟପ୍ରଦେଶର ଏହି ପୂର୍ବତନ ବିଧାୟକଙ୍କ ଘରୁ ରେଡ ବେଳେ ନଗଦ କୋଟି କୋଟି ଟଙ୍କା, ସୁନା ଓ ଏକାଧିକ ବେନାମୀ ଦାମୀ କାର ମିଳିଛି। ତେବେ … Read More
