କଂଗ୍ରେସ କରାଇଲା ବିଜେପି-ବିଜେଡି ବାହାଘର; ବାଜିଲା ସାହାନାଇ, ପଡ଼ିଲା ହାତଗଣ୍ଠି

ଭୁବନେଶ୍ବର :ତେଲଙ୍ଗାନାର ଥିଓରୀ ଓଡ଼ିଶାରେ ଆପଣାଇଛି କଂଗ୍ରେସ। ତେଲଙ୍ଗାନାରେ ବିଜେପି ଓ ବିଆରଏସ୍ ବିବାହ କରି କଂଗ୍ରେସ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଓଡ଼ିଶାରେ ବିଜେଡିର ଓ ବିଜେପିର ବାହାଘର କରୁଛି। ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି … Read More

ନକଲି ସିମ୍ କାର୍ଡ଼ ରାକେଟର ପର୍ଦ୍ଦାଫାସ; ୪ ଗିରଫ

କେନ୍ଦୁଝର : ବଡ ଧରଣର ନକଲି ସିମ୍ କାର୍ଡ଼ ରାକେଟର ପର୍ଦ୍ଦାଫାସ କରିଛି କେନ୍ଦୁଝର ପୁଲିସ। ସାଇବର କ୍ରାଇମରେ ବ୍ୟବହୃତ ୫ଶହରୁ ଅଧିକ ନକଲି ସିମକାର୍ଡ ଜବତ ସହ ୪ ଜଣଙ୍କୁ ଗିରଫ କରିଛି କେନ୍ଦୁଝର ପୁଲିସ। କେନ୍ଦୁଝର ଏସପି … Read More

ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ : ଆଇଆଇଏମ୍‌ ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ

ଭୁବନେଶ୍ବର :  ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆଇଆଇଏମ୍‌ ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ଯୋଗ … Read More

ଲାଞ୍ଚ ନେଉଥିଲେ ଜିଏସଟି ଅଧିକାରୀ, ମାଡ଼ି ବସିଲା ସିବିଆଇ

ଭୁବନେଶ୍ବର : ଲାଞ୍ଚ ନେଉଥିଲେ ଜିଏସଟି ଅଧିକାରୀ, ମାଡ଼ି ବସିଲା ସିବିଆଇ। କେନ୍ଦ୍ରୀୟ GST ବରିଷ୍ଠ ଅଧିକାରୀ ଅମର କାନ୍ତ କୁମାର ଲାଞ୍ଚ ନେବା ବେଳେ ସିବିଆଇ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି।କେନ୍ଦ୍ରୀୟ GST ବରିଷ୍ଠ ଅଧିକାରୀ ଅମର କାନ୍ତ କୁମାର। … Read More

ଭୁବନେଶ୍ବରରେ ନବଜାତ ଶିଶୁର ମୃତଦେହ ଜାତୀୟ ରାଜପଥକଡ଼ କଣ୍ଟାବୁଦାରୁ ଉଦ୍ଧାର

ଭୁବନେଶ୍ବର: ପୁଣି ଥରେ ନବଜାତ ଶିଶୁ ଅଲୋଡ଼ା ହୋଇଛି। ରାଜଧାନୀ ଭୁବନେଶ୍ବରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମ‌ଞ୍ଚେଶ୍ବର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥକଡ଼ ଏକ କଣ୍ଟାବୁଦାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ନବଜାତର ଜନ୍ମ … Read More

ପୁଣି ୟୁ-ଟର୍ଣ୍ଣ ମାରିବେ ନୀତୀଶ, ବିଜେପିର ଧରିବେ ହାତ!

ପାଟନା : ବିହାର ରାଜନୀତି ଜାରି ରହିଛି ହଲଚଲ। ଲୋକସଭା ନିର୍ବାଚନ ପୂର୍ବରୁ ପୁଣିଥରେ ୟୁ-ଟର୍ଣ୍ଣ ମାରିପାରନ୍ତି ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର। ସେ ଆର୍‌ଜେଡି କାନି ଛାଡି ବିଜେପି ସହ କରିପାରନ୍ତି ମେଣ୍ଟ। ଏଭଳି କିଛି ସମ୍ଭାନା ମଧ୍ୟରେ … Read More

କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ; ମୋଦିଙ୍କୁ ପ୍ରଶଂସାରେ ପୋତିଲେ ନୀତୀଶ

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜସେବୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ଘୋଷଣା ପରେ ବଦଳି ଯାଇଛି ରାଜନୈତିକ ପାଣିପାଗ। କାରଣ ମେଣ୍ଟ ଦଳରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର … Read More

ବିଜେପିକୁ ଫେରିଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର

ବେଙ୍ଗାଲୁରୁ : ବିଜେପିକୁ ଫେରିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର। ଗତ ବର୍ଷ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିବା ଏହି ବରିଷ୍ଠ ନେତା ଆଜି ପୁନର୍ବାର ବିଜେପିରେ ଯୋଗ ଦେଇଛନ୍ତି।2023 କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ … Read More

ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରୀଙ୍କ ଚୁଟି ଧରି ଘୋଷାରି ନେଲା ପୁଲିସ

ହାଇଦ୍ରାବାଦ : ବିରୋଧ ପ୍ରଦର୍ଶନ କରୁଥିଲେ ଛାତ୍ରୀ। ଏହାକୁ ଅଟକାଇବାକୁ ଯାଇ ଛାତ୍ରୀଙ୍କ ଚୁଟି ଧରି ଘୋଷାରି ନେଲା ପୁଲିସ। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛ ତେଲଙ୍ଗାନାରୁ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।କୁହାଯାଉଛି ଯେ … Read More

ଅମୃତ କାଳରେ ଦେଶକୁ ନୂଆ ଉଚ୍ଚତାକୁ ନେବାର ସୁଯୋଗ ଆସିଛି : ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶ ଅମୃତ କାଳର ପ୍ରାରମ୍ଭିକ ସମୟରେ ଅଛି । ଦେଶକୁ ଏକ ନୂଆ ଉଚ୍ଚତାକୁ ନେବାକୁ ଆମ ହାତରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏହି ଲକ୍ଷ୍ୟ ହାସଲ ପାଇଁ ପ୍ରତି ନାଗରିକଙ୍କ ଯୋଗଦାନ ଜରୁରୀ ବୋଲି … Read More