ସ୍ୱଜାତି ଭକ୍ଷଣ: ବାଘକୁ ମାରି ଖାଇଲା ବାଘ

ବାଘ ପାଲଟିଲା ବାଘର ଶତ୍ରୁ। ନିଜ ପରାକ୍ରମ ଦେଖାଇବାକୁ ଯାଇ କମ୍‌ ବୟସ୍କ ୨ଟି ବାଘଙ୍କ ଉପରେ ଏକ ଶକ୍ତିଶାଳୀ ବାଘ ମରଣାନ୍ତକ ଆକ୍ରମଣ କରିବା ସହ ସେମାନଙ୍କୁ ଝୁଣି ଖାଇଲା। ଆଖି ଖୋସିଦେବା ପରି ଏପରି ଏକ ଘଟଣା … Read More

ଭାଇବୋହୂଙ୍କୁ ମରଣାନ୍ତକ ଆକ୍ରମଣ କଲେ ଭୁବନ ବିଜେଡି ସଭାପତି

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବିଜେଡି ସଭାପତି ତଥା ପୂର୍ବତନ ନଗରପାଳଙ୍କ ସ୍ବାମୀ ନରେନ୍ଦ୍ର ସାହୁ ତାଙ୍କ ଭାଇବୋହୂଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଥାନାରେ ଅଭିଯୋଗ ହୋଇଛି। ଆଜି ସକାଳେ ପାରିବାରିକ କଳହରୁ ଝଗଡ଼ା ହୋଇଥିବା ଜଣାଯାଇଛି। ନରେନ୍ଦ୍ର ସାହୁ … Read More

ସହକର୍ମୀଙ୍କ ଉପରକୁ ଗୁଳି କଲେ ଆସାମ ରାଇଫଲ୍ସର ଜଣେ ଯବାନ, ୬ ଆହତ

ସହକର୍ମୀଙ୍କ ଉପରକୁ ଗୁଳି କଲେ ଆସାମ ରାଇଫଲ୍ସର ଜଣେ ଯବାନ। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯବାନ ଜଣକ ତାଙ୍କ ସହକର୍ମୀମାନଙ୍କୁ ଗୁଳି ମାରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। … Read More

୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର  : ସମଲେଇ ପ୍ରକଳ୍ପ ଲୋକାର୍ପଣକୁ ମଝିରେ ଆଉ ୨ ଦିନ । ୨୭ ତାରିଖରେ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପକୁ ନେଇ କେବଳ ସମ୍ବଲପୁର ନୁହେଁ, ସାରା ଦେଶରେ ମାଆ ସମଲେଶ୍ବରୀ ଭକ୍ତଙ୍କ ମଧ୍ୟରେ … Read More

କୁହୁଡ଼ି ନେଇ ୧୨ଟି ଜିଲ୍ଲାକୁ ପାଣିପାଗ ବିଭାଗର ଚେତାବନୀ

ଭୁବନେଶ୍ବର: ଆଗାମୀ  ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ ଘନକୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ  ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା … Read More

କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ

ଭୁବନେଶ୍ୱର : ଚଳିତ ସାଧାରଣତନ୍ତ୍ର ଦିବସ ପରେଡରେ ମହିଳା ସଶକ୍ତିକରଣ ଓ ଅର୍ଥନୈତିକ ଉନ୍ନତିର ବାର୍ତ୍ତା ଦେଇ କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ବିଶ୍ବ ଦେଖିବ ଓଡ଼ିଶାର କଳା । ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ଼ ପାଇଁ ଚଳିତ … Read More

ରାମ ମନ୍ଦିର ପାଖରେ ତିଆରି ହେବ ଆଉ ୧୩ଟି ମନ୍ଦିର, ବିରାଜିବେ ମା’ ସୀତା

ଅଯୋଧ୍ୟାରେ ବିରାଜି ସାରିଛନ୍ତି ପ୍ରଭୁ ଶ୍ରୀ ରାମ। ରାମଲଲାଙ୍କ ସାଧାରଣ ଦର୍ଶନ ମଧ୍ୟ ଆରମ୍ଭ ହୋଇସାରିଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଅଯୋଧ୍ୟାରେ ଭିଡ ଜମାଇଛନ୍ତି। ତେବେ ନୂଆ ରାମ ମନ୍ଦିରଟି ସମ୍ପୂର୍ଣ୍ଣ ହୋଇନାହିଁ। ଏହା … Read More

ଶଙ୍ଖ ଛାଡ଼ି ହାତ ଧରିଲେ ବଳଭଦ୍ର ମାଝୀ

ଭବାନୀପାଟଣା: ଶଙ୍ଖ ଛାଡ଼ି ହାତ ଧରିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ। ଦୁଇ ସପ୍ତାହ ତଳେ ବିଜେଡି ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣାରେ  କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି … Read More

ଘରକୁ ଫେରୁଥିଲେ ବାପା ଓ ଦୁଇ ଝିଅ; ପିଟି ଦେଲା କାର୍

ଘରେ ଚାଲିଥିଲାପୂଜାର୍ଚ୍ଚନା। ଏଥିପାଇଁ ଦୁଇ ଝିଅକୁ ହଷ୍ଟେଲରୁ ଘରୁ ନେଇ ଫେରୁଥିଲେ ବାପା। ଘରୁକୁ ଆସୁଥିବା ନେଇ ଦୁଇ ଝିଅ ଖୁସି ଥିବା ବେଳେ ବାପା ମଧ୍ୟ ଖୁସିଥିଲେ। ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହି ନଥିଲା। ଆକାଶରେ ଯେପରି ହଠାତ୍ … Read More

ରାମଲଲ୍ଲାଙ୍କ ଆଖି ଓ ହସକୁ ନେଇ ଶିଳ୍ପୀ ‌ଯୋଗୀରାଜ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: କର୍ଣ୍ଣାଟକର ମୂର୍ତ୍ତି ଗଢ଼ୁଥିବା ଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଇଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ ରାମଲଲ୍ଲାଙ୍କ ମୂର୍ତ୍ତି ଗଢ଼ିଥିଲେ। ଆଜି ବିଶ୍ବ ଯେଉଁ ରାମଲଲ୍ଲାଙ୍କ ମୂର୍ତ୍ତିକୁ ଦେଖି ଖୁସି ହେବା ସହିତ … Read More