ତିନି ନିଲମ୍ବିତ କଂଗ୍ରେସ ନେତାଙ୍କ ଘର ବାହୁଡ଼ା
ଭୁବନେଶ୍ବର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଓ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ହଟିଲା। ଏହି ନିଲମ୍ବିତ ନେତା କଂଗ୍ରେସ ଦଳକୁ କଂଗ୍ରେସ ଫେରିଲେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ … Read More