ସବୁଠୁ ଧନୀ ମନ୍ଦିର ହେବ ଅଯୋଧ୍ୟା ରାମ ମନ୍ଦିର!

ନୂଆଦିଲ୍ଲୀ: ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ଆଜି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ଏବେ ଅଯୋଧ୍ୟା ହିନ୍ଦୁ ଏବଂ ରାମଭକ୍ତମାନଙ୍କ ପାଇଁ ଏକ ‌ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି। ତେଣୁ ଆଗାମୀ ଦିନରେ ଏହା ଉତ୍ତର ପ୍ରଦେଶ ସରକାରଙ୍କ ପାଇଁ … Read More

ହଂକଂକୁ ପଛରେ ପକାଇ ବିଶ୍ୱରେ ଚତୁର୍ଥ ବୃହତ୍ତମ ଶେଆର ବଜାର ହେଲା ଭାରତ

ନୂଆଦିଲ୍ଲୀ : ଭାରତୀୟ ଷ୍ଟକ୍ ମାର୍କେଟ ପ୍ରଥମ ଥର ପାଇଁ ହଂକଂକୁ ଅତିକ୍ରମ କରିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ସୋମବାର ଭାରତୀୟ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ମିଳିତ ବଜାର କ୍ୟାପ୍ (କମ୍ପାନୀଗୁଡିକର ଶେଆର୍ ମୂଲ୍ୟ) ୪ ଲକ୍ଷ ୩୩ ହଜାର … Read More

କ୍ରାଶ୍‌ ହେଲା ସେନା ବିମାନ, ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : କ୍ରାଶ୍‌ ହେଲା ସେନା ବିମାନ। ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ହେଲା ଦୁର୍ଘଟଣାଗ୍ରସ୍ତ। ମିଜୋରାମର ଲେଙ୍ଗପୁଇ ବିମାନ ବନ୍ଦରରେ ମିଆଁମାର୍‌ର ଏକ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର … Read More

ଅନୁରାଧା ପୌଡୱାଲ ଓ ଶଙ୍କର ମହାଦେବନଙ୍କ ଭକ୍ତି ସଂଗୀତ ପରିବେଷଣ

ଅଯୋଧ୍ୟା: ଅଯୋଧ୍ୟାର ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସମାରୋହରେ ମନୋରଞ୍ଜନ ଜଗତର ଶ୍ରେଷ୍ଠ କଳାକାରମାନେ ଉପସ୍ଥିତ ଥିଲେ। ପ୍ରସିଦ୍ଧ ଗାୟକ ସୋନୁ ନିଗମ ଏହି ସମାରୋହରେ ରାମଚରିତମାନସର କିଛି ଦୋହା ଗାନ କରିଥିଲେ। ଏକ ଜଣାଶୁଣା ଗଣମାଧ୍ୟମ ଏଜେନ୍ସିକୁ ଗାୟକ କହିଛନ୍ତି ଯେ … Read More

ସୋନି-ଜୀ ମିଶ୍ରଣ ବାତିଲ

ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ପର୍ଯ୍ୟନ୍ତ ମୁଲଚାଲ ପରେ ମଧ୍ୟ ସହମତି ହୋଇନପାରିବାରୁ ଦେଶର ଦୁଇ ବଡ଼ ଟିଭି ପ୍ରସାରଣକାରୀ ସଂସ୍ଥା ସୋନି ଓ ଜୀ ମିଶ୍ରଣ ବାତିଲ ହୋଇଛି। ୨୦୨୧ ଡିସେମ୍ବରରେ ଏହି ଦୁଇ କଂପାନି ପରଷ୍ପର ସହ … Read More

ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବିତୀୟ ଥର ପାଇଁ ଶ୍ରୀକ୍ଷେତ୍ର ଗସ୍ତ

ପୁରୀ: ଏକ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ଥର ପାଇଁ ଶ୍ରୀକ୍ଷେତ୍ର ଗସ୍ତ କରିଛନ୍ତି। ଗତ ୧୭ ତାରିଖ (ବୁଧବାର) ଦିନ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ପୁରୀ ଗସ୍ତ କରିଥିବା ବେଳେ ଆଜି ଅପରାହ୍‌ଣ … Read More

ରାଉରକେଲାରୁ ଏଥର ୧୫ଶହ ମିଟର ଭିଜିବିଲିଟିରେ ଉଡ଼ିବ ବିମାନ; ୨୪ରୁ ସେବା ଆରମ୍ଭ

ରାଉରକେଲା: ରାଉରକେଲା ବିମାନବନ୍ଦରରେ ବିମାନ ବାତିଲ, ଡାଇଭର୍ସନ ଆଦି ନିତିଦିନିଆ ହେଲାଣି। ଏଠାରେ ଇନ୍‌ଷ୍ଟ୍ରୁମେଣ୍ଟ୍‌ ଲ୍ୟାଣ୍ଡିଂ ସିଷ୍ଟମ୍‌(ଆଇଏଲ୍‌ଏସ୍‌) ବ୍ୟବସ୍ଥା ନଥିବାରୁ କ୍ରମାଗତଭାବେ ଏହି ସମସ୍ୟା ଉପୁଜୁଛି। ଏମିତିକି ଏହାର ଭବିଷ୍ୟତ ନେଇ କଳ୍ପନାଜଳ୍ପନା ଲାଗିରହିଥିଲା। ତେବେ ବିମାନସେବାକୁ ନେଇ ସହରବାସୀଙ୍କ … Read More

ହାଇଦ୍ରାବାଦ୍‌ ଚାଲାଣ ବେଳେ କୁଣ୍ଡା ବୋଝଇ ଟ୍ରକ୍‌ରୁ ବିପୁଳ ପରିମାଣର ଗଂଜେଇ ଜବତ, ୨ ଅଟକ

କାଲିମେଳା: ଉପରେ କୁଣ୍ଡା, ଭିତରେ ଗଂଜେଇ। ଏହିପରି ଭାବରେ ଗଂଜେଇ ଚାଲାଣ କରାଯାଉଥିବାବେଳେ କାଲିମେଳା ପୁଲିସ ଏକ ଟ୍ରକ ସହ ବିପୁଳ ପରିମାଣର ଗଂଜେଇ ଜବତ କରିବାରେ ସଫଳ ହୋଇଛି। ଏଥି ସହିତ ୨ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା … Read More

ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ବର ବିକାଶ ପାଇଁ ‘ନୂଆ-ଓ’ କାର୍ଯ୍ୟକ୍ରମର ଆୟୋଜନ : ୫ଟି ଅଧ୍ୟକ୍ଷ

ପାରଳାଖେମୁଣ୍ଡି: ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଆଜି ଦିନିକିଆ ଗଜପତି ଗସ୍ତ କରିଛନ୍ତି। ସେ ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ … Read More

ଚୋରା ଚାଲାଣ ବେଳେ ମାଲକାନଗିରିରେ ୨୨ଟି ବସ୍ତାରୁ ୩୯୮ଟି ଜୀବନ୍ତ କଇଁଛ ଜବତ

କାଲିମେଳା: ଆନ୍ଧ୍ର ପ୍ରଦେଶରୁ ଓଡ଼ିଶାକୁ ଚୋରା ଚାଲାଣ ବେଳେ ମୋଟୁ ପୁଲିସ ଦ୍ୱାରା ବ୍ୟାପକ କଇଁଛ ଜବତ କରାଯାଇଥିବାର ଜଣାପଡ଼ିଛି। ଆଜି ସକାଳେ ମୋଟୁ ନିକଟରେ ଥିବା ଆନ୍ଧ୍ର ଓଡ଼ିଶା ସୀମାନ୍ତ ତନଖି ଫାଟକରେ ମୋଟୁ ପୁଲିସ ଯାନବାହାନ ଯାଂଚ … Read More