ଭର୍ଚ୍ଚୁଆଲ ମାଧ୍ୟମରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମନ୍ଦିରରେ ବିଜେ କରିଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର । ସମସ୍ତ ରିତିନୀତି ଓ ପୂଜା ବିଧାନ ସହ ଶେଷ ହେଲା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ । ଆଜି ପୂର୍ଣ୍ଣ ହେଲା କୋଟି କୋଟି ଭକ୍ତଙ୍କ ମନୋକାମନା … Read More

ବିଜେପିରେ ମିଶିଲେ ପଶ୍ଚିମ ଓଡ଼ିଶା ନେତା ମଧୂସୁଦନ ଶର୍ମା

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ଯୁବନେତା ମଧୂସୁଦନ ଶର୍ମା ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। କେବଳ ଇସ୍ତଫା ଦେଇନାହାନ୍ତି ବରଂ ବିଜେପିରେ ନିଜ ଦଳବଳ ସହିତ ବିଜେପିରେ ଯୋଗ ଦେଇଛନ୍ତି। ସେପଟେ ବିଜେପିରେ ଯୋଗ ଦେଇଥିବା ଏହି ନେତାଙ୍କୁ ଦଳର ରାଜ୍ୟ ସଭାପତି … Read More

ପ୍ରଭୁ ରାମଙ୍କ ଫଟୋରେ ଉଦ୍‌ଭାସିତ ହେଉଛି ନ୍ୟୁୟର୍କର ଟାଇମ୍‌ସ୍‌ ସ୍କୋୟାର୍‌

ନୂଆଦିଲ୍ଲୀ: ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ରାମ ଲଲ୍ଲା ବିଗ୍ରହଙ୍କର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭାରତୀୟ ବଂଶୋଦ୍ଭବମାନେ  ନ୍ୟୁୟର୍କର ଟାଇମ୍‌ସ୍‌ ସ୍କୋୟାର୍‌ରେ ପ୍ରଭୁ ରାମଙ୍କର ଫଟୋ ପ୍ରଦର୍ଶନ କରି ଆଖିଦୃଶିଆ ଉତ୍ସବ ପାଳନ କରିଛନ୍ତି। ଉତ୍ସବ ପାଳନ ବେଳର ଫଟୋ … Read More

ଓଡିଶାର ବିଭିନ୍ନ ସ୍ଥାନରେ ଥିବା ରାମ ମନ୍ଦିରରେ ପ୍ରବଳ ଭିଡ

ଭୁବନେଶ୍ୱର  :  ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ପୂର୍ବରୁ କେବଳ ଅଯୋଧ୍ୟା ନୁହେଁ ଦେଶର କୋଣ ଅନୁକୋଣ ଗଗନପବନ ରାମ ଭକ୍ତିରସରେ ଝଙ୍କୃତ ହେଉଛି । ଦେଶର ବିଭିନ୍ନ ସ୍ଥାନରେ ବି ପାର୍ବଣର ମାହୋଲ । ଓଡିଶାର ବିଭିନ୍ନ ସ୍ଥାନରେ … Read More

ଓଲଟିଲା ଗୋରୁ ବୋଝେଇ କଣ୍ଟେନର; ୨୦ ଗୋରୁ ମୃତ

ରାସ୍ତାକଡ଼କୁ ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ କଣ୍ଟେନର। ଦୁର୍ଘଟଣାରେ ୨୦ରୁ ଅଧିକ ଗୋରୁଙ୍କର ମୃତ୍ୟୁ ଘଟିଛି। ବୁର୍ଡ଼l – ସୋନପୁର ରାସ୍ତାର ବିଶିମୁଣ୍ଡା ଛକରେ ଏହି ଦୁର୍ଘଟଣା ଘଟିଛି। ଆଜି ସକାଳେ ପଶ୍ଚିମବଙ୍ଗ ନମ୍ବର ଥିବା ଏକ କଣ୍ଟେନରରେ ଶତାଧିକ … Read More

ଶୀତ ବଢାଉଛି କୋହଲା ପାଗ

ଭୁବନେଶ୍ଵର: ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ଗତକାଲି ଠାରୁ ଆରମ୍ଭ ହୋଇଛି ଝିପଝିପ ବର୍ଷା । ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱର ରେ କୋହଲା ପାଗ ସହ ଲାଗିରହିଛି ଝିପିଝିପି ବର୍ଷା । ଦକ୍ଷିଣ ଉପକୂଳ … Read More