ଦାରିଦ୍ର୍ୟ ସୀମାରେଖାରୁ ବାହାରିଲେ ୨୪.୮୨ କୋଟି ଲୋକ

ଦାରିଦ୍ର୍ୟ ସୀମା ରେଖାରୁ ଧୀରେ ଧୀରେ ଉପରକୁ ଉଠୁଛନ୍ତି ଲୋକେ। ଗତ ୯ ବର୍ଷ ମଧ୍ୟରେ ଭାରତରେ ୨୪.୮୨ କୋଟି ଲୋକେ ଦାରିଦ୍ର୍ୟ ସୀମାରୁ ବାହାରିଛନ୍ତି। ଏନେଇ ଜାରି ହୋଇଥିବା ନୀତି ଆଗୋର ଏକ ରିପୋର୍ଟରୁ ଜଣାପଡିଛି। ରିପୋର୍ଟରେ କୁହାଯାଇଛି, … Read More

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ମୋଦିଙ୍କ କାର୍ଯ୍ୟକ୍ରମ: ରାହୁଲ ଗାନ୍ଧି

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ମେଦିଙ୍କ ଫଙ୍କସନ୍ କହିଲେ ରାହୁଲ ଗାନ୍ଧି। ‘ଭାରତ ଯୋଡ ନ୍ୟାୟ ଯାତ୍ରା’ ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି ମନ୍ତବ୍ୟ ଦେଇଛନ୍ତି। ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଯୋଧ୍ୟାରେ ଆୟୋଜନ ହୋଇଥିବା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରୂପେ … Read More

BSKY ନବୀନ କାର୍ଡର ପଞ୍ଜିକରଣର ସମୟ ସୀମା ବୃଦ୍ଧି, ଆସନ୍ତା ୨୬ ତାରିଖ ଯାଏ ଚାଲିବ ଏହି ପ୍ରକ୍ରିୟା

ଏବେ ସୁଦ୍ଧା ୩୦ ଜିଲ୍ଲାରୁ ବିଏସକେୱାଇ ନବୀନ କାର୍ଡ ପାଇର୍ ୭୦,୪୮୮ ଆବେଦନ ଆସିଛି । ଯେଉଁଥିରେ ୧.୮୨ ଲକ୍ଷ ଲୋକ ଉପକୃତ ହୋଇପାରିବେ । ଗଞ୍ଜାମରୁ ସର୍ବାଧିକ ଆବେଦନ ଆସିଥିବା ବେଳେ ଏହା ପଛକୁ କଟକ ଓ ଖୋର୍ଦ୍ଧା … Read More

ବ୍ୟବସାୟୀ ବିଶ୍ବଜିତ ନାୟକ ହତ୍ୟା ଘଟଣା ; ମହିଳା କେୟାର ଟେକର ଗିରଫ

ଭୁବନେଶ୍ବର: ବାଲିଅନ୍ତା ଥାନା ସାଗୁଆ ଗାଁର ବ୍ୟବସାୟୀ ବିଶ୍ୱଜିତ ନାୟକ ହତ୍ୟା ଘଟଣା ର ପର୍ଦ୍ଦାଫାଶ ହୋଇଛି । ଅଭିଯୁକ୍ତ ଜଣକ ହେଲେ ମୃତକ ବିଶ୍ୱଜିତ ନାୟକଙ୍କ କେୟାରଟେକର ସୁଙ୍କି ରଣା । ଘଟଣାରେ ସୁଙ୍କି ରଣା ଙ୍କୁ ଗିରଫ … Read More

ମୋବାଇଲ୍‌ରେ କଥା ହେବାକୁ ମନା କରିବାରୁ ବାପାମା’ଙ୍କୁ ପନିକିରେ ହାଣିଲା ଝିଅ

ବାଲେଶ୍ଵର: ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପା ମା’ଙ୍କୁ ପନିକିରେ ହାଣିଲା ଝିଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସରଶଙ୍ଖ ଗାଁ ରେ । ବାପା ରଞ୍ଜିତ ସିଂ … Read More

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ

ବଲାଙ୍ଗୀର: ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ । ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କୁଳିତାପଡା ପଞ୍ଚାୟତର ପାଳିତ ହେଉଛି ଶୁଲିଆ ମହୋତ୍ସବ । ପଶୁପକ୍ଷୀଙ୍କ ବଳିରେ ରକ୍ତାକ୍ତ ହେବ ଗାଁ ରାସ୍ତା । … Read More

ଜାନୁଆରୀ ୨୨ରେ ଓଡିଶାରେ ଛୁଟି ଘୋଷଣା ସହ ମଦ ଦୋକାନ ବନ୍ଦ ପାଇଁ ବିଜେପିର ଦାବି

ଭୁବନେଶ୍ବର: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି । ଏଥିପାଁଇ ଓଡିଶାରେ ଛୁଟି ଘୋଷଣା କରିବାକୁ ବିଜେପି ଦାବି କରିଛି । ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ … Read More

ପୁଣି ମାଞ୍ଜା ସୂତାରେ କଟିଲା ବେକ

କଟକ : ପୁଣି ମାଞ୍ଜା ସୂତାରେ କଟିଲା ବେକ । ଆଜି କଟକ ବାଲିକୁଦା ଅଞ୍ଚଳରେ ମାଞ୍ଜା ସୂତା ଲାଗି ଜଣେ ଆହତ ହୋଇଛନ୍ତି। ଭୁବନେଶ୍ଵରରୁ କଟକ ଫେରିଲା ବାଟରେ ବାଲିକୁଦାଠାରେ ପ୍ଲାଷ୍ଟିକ ସୂତା ବେକରେ ଲାଗିଯାଇଥିଲା। ଗତକାଲି ମଧ୍ୟ କଟକ … Read More

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ

ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଆଖିବୁଜିଲା ଆଉ ଏକ ଚିତା। ମଙ୍ଗଳବାର ଚିତା ସୌର୍ଯ୍ୟର ମୃତ୍ୟୁ ହୋଇଛି। ଏହି ଚିତାକୁ ଦକ୍ଷିଣ ଆଫ୍ରିକାର ନାମ୍ବିଆରୁ ଅଣାଯାଇଥିଲା। ଏହାକୁ ମିଶାଇ କୁନୋ ନ୍ୟାସନାଲ ପାର୍କରେ ବର୍ତ୍ତମାନ ସୁଦ୍ଧା ୧୦ଟି ଚିତାର ମୃତ୍ୟୁ … Read More

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ଯୋଗଦେଲେ ମନୋରମା ମହାନ୍ତି

ଭୁବନେଶ୍ୱର: ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡ. ମନୋରମା ମହାନ୍ତି। ପୂର୍ବରୁ ଏହି ପଦରେ ଥିବା ଏଚ୍ ଆର୍ ବିଶ୍ବାସଙ୍କ ସ୍ଥାନରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡ. ମହାନ୍ତି … Read More