ଆନ୍ଧ୍ର ପ୍ରଦେଶ କଂଗ୍ରେସ ସଭାପତି ପଦରୁ ରୁଦ୍ର ରାଜୁଙ୍କ ଇସ୍ତଫା, ଶର୍ମିଲାଙ୍କୁ ମିଳିବ ଦାୟିତ୍ୱ!
ଆନ୍ଧ୍ର ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଜି. ରୁଦ୍ର ରାଜୁ। ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି। ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ୱାଇ.ଏସ୍ ଶର୍ମିଲାଙ୍କୁ ଏହି ପଦ ଦିଆ ଯାଇପାରେ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ପକ୍ଷରୁ … Read More