କେନ୍ଦ୍ରମନ୍ତ୍ରୀଙ୍କ କେନ୍ଦୁପତ୍ରରୁ ଜିଏସଟି ଛାଡ ପ୍ରତିଶ୍ରୁତି କୁଆଡେ ଗଲା

ରେଢାଖୋଲ: ସମ୍ବଲପୁର ରେଢାଖୋଲରୁ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ସିଧାସଳଖ ବର୍ଷିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କେନ୍ଦୁପତ୍ରରୁ ଜିଏସଟି ଛାଡ ନେଇ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେବ। ସ୍ଥାନୀୟ ଲୋକଙ୍କୁ ଉଦବୋଧନ ଦେବା ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ଏଭଳି ପ୍ରଶ୍ନ … Read More

ମୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ, ରିଜେକ୍ଟେଡ୍ ନୁହେଁ: ଶିବରାଜ ସିଂହ

ଭୋପାଳ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଆଗକୁ ତାଙ୍କର ଭବିଷ୍ୟତ କ’ଣ ରହିଛି, ସେ ନେଇ ଏଯାଏଁ କୌଣସି ସଂକେତ ଦେଇ ନାହିଁ ବିଜେପି। ତାଙ୍କ ପାଇଁ ଦଳ କ’ଣ ବିଚାର କରୁଛି, ସେ ନେଇ … Read More

ହତ୍ୟାର ୧୧ ଦିନ ପରେ କେନାଲରୁ ମିଳିଲା ମଡେଲଙ୍କ ମୃତଦେହ

ନୂଆଦିଲ୍ଲୀ : ଗୁରୁଗ୍ରାମର ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପହୁଜାଙ୍କ ମିଳିଲା ମୃତଦେହ। ହତ୍ୟାର ୧୧ ଦିନ ପରେ ହରିୟାଣାର ଏକ କେନାଳରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।ପୁଲିସ ସୂଚନା ଅନୁସାରେ, ଦିବ୍ୟାଙ୍କ ମୃତଦେହ ଟୋହନା କେନାଳରୁ ମିଳିଛି। ମୃତଦେହଟି … Read More

‘ମମତା ହେଉଛନ୍ତି ବେଇମାନ ଓ ଅହଂକାରୀ, ସୋନିଆ ତାଙ୍କୁ ଭିକ ମାଗିବେନି’

ନୂଆଦିଲ୍ଲୀ : ଗୋଟିଏ ପଟେ ‘ଇଣ୍ଡିଆ’ ବ୍ଲକରେ ସିଟ୍‌ ବଣ୍ଟନକୁ ନେଇ ବୈଠକ ଚାଲିଥିବା ବେଳେ ଅନ୍ୟପଟେ ନେତାମାନେ ପରସ୍ପର ଉପରେ ଆକ୍ରମଣ କରିବାକୁ ଲାଗିଛନ୍ତି। ଆଜି ଇଣ୍ଡିଆ ମେଣ୍ଟର ବୈଠକ ବସିଛି। ତେବେ ଏହି ବୈଠକରେ ଯୋଗଦେଇନି ଟିଏମ୍‌ସି। … Read More

ଶେଷରେ ମେଣ୍ଟର ମଙ୍ଗ ଧରିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ : ଯାଚିବା ପରେ ବି ମନା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଶେଷରେ ମେଣ୍ଟର ମଙ୍ଗ ଧରିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଆଜି ଇଣ୍ଡିଆ ମେଣ୍ଟର ବୈଠକ ବସିଥିଲା। ଏଥିରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସଂଯୋଜକ କରିବାକୁ … Read More

ପିଓକେ ବୁଲିଲେ ବ୍ରିଟିଶ ରାଜଦୂତ, ଭାରତର କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ବ୍ରିଟିଶ ହାଇକମିଶନର ଜିନ୍ ମେରିୟଟ୍ ଙ୍କ ଗସ୍ତକୁ ଭାରତ ତୀବ୍ର ବିରୋଧ କରି ଏହାକୁ ନିଜର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହିଛି।୨୦୨୪ ଜାନୁଆରି ୧୦ ତାରିଖରେ ଇସଲାମାବାଦରେ ଥିବା ବ୍ରିଟିଶ ହାଇକମିଶନରଙ୍କ ପାକିସ୍ତାନ … Read More

୧୧ଦିନ ଧରି ମୌନ ରହିବା ସହିତ ଏସବୁ ନିୟମ ପାଳନ କରିବେ ମୋଦୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୨ ତାରିଖରେ ହେବ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ସ୍ବତନ୍ତ୍ର ୧୧ ଦିନିଆ ପୂଜା ଆରମ୍ଭ କରିଛନ୍ତି। ଦେଶବାସୀଙ୍କୁ ଆଜି ଏକ ଅଡିଓ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର … Read More

ମୁମ୍ବାଇର ଏଷ୍ଟ୍ରେଲା ଟାୱାରରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଡୋମ୍ବିଭଲି ଲୋଧା ଫେଜ୍-୨ ଖୋନା ଏଷ୍ଟ୍ରେଲା ଟାୱାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫ରୁ ୬ ମହଲା ବିଶିଷ୍ଟ ଏକ ଗ୍ୟାଲେରୀ ଜଳି ଯାଇଛି। ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବାହିନୀର … Read More

ବସ ଓଲଟିବା ପରେ ଠିକ ସମୟରେ ବାହାରକୁ ଆସିନପାରିବାରୁ ଜଳିଗଲେ ମହିଳା

ହାଇଦ୍ରାବାଦ: ବସ ଓଲଟିବା ପରେ ଠିକ ସମୟରେ ବାହାରକୁ ଆସିନପାରିବାରୁ ଜଳିଗଲେ ମହିଳା। ବସଟି ହାଇଦ୍ରାବାଦରୁ ଚିତ୍ତୋର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଚାଳକଙ୍କୁ ନିଦ ଲାଗିବାରୁ ସେ ନିୟନ୍ତ୍ରଣ ହରାଇଥିଲେ। ଏହା ପରେ ବସଟି ଓଲଟି ପଡ଼ିଥିଲା। … Read More

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନିମନ୍ତ୍ରଣ ପାଇ ଖୁସି ବ୍ୟକ୍ତ କଲେ ଅରୁଣ ଗୋଭିଲ୍‌

ଅଯୋଧ୍ୟା: ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ପ୍ରଭୁ ଶ୍ରରାମଚନ୍ଦ୍ରଙ୍କ ଭୂମିକା ନିଭାଇଥିବା ଅରୁଣ ଗୋଭିଲଙ୍କୁ ଆଜି ବି ଦେଖିଲେ ଲୋକଙ୍କ ମନରେ ଭକ୍ତି ଭାବନା ଜାଗି ଉଠେ। ସେ ତାଙ୍କ ଚରିତ୍ରକୁ ଏପରି ଭାବେ ନିଭାଇଥିଲେ ଯେ ସେ ସମୟରେ କିଛି … Read More