ଦିଲ୍ଲୀ ହାଇକୋର୍ଟରେ ବିଜେଡି ବିରୋଧୀ ମାମଲା ଅଗ୍ରାହ୍ୟ

ଦିଲ୍ଲୀ ହାଇକୋର୍ଟରେ ବିଜେଡି ବିରୋଧୀ ମାମଲା ଅଗ୍ରାହ୍ୟ । ବିଜେଡି ବିରୋଧରେ ମାମଲା ଗ୍ରହଣ କଲେନାହିଁ ଦିଲ୍ଲୀ ହାଇକୋର୍ଟ। ସରକାରୀ ଯୋଜନା ପ୍ରୋମୋରେ BJDର ଶଙ୍ଖ ଚିହ୍ନ ବ୍ୟବହାର ନେଇ ବିଜେଡି ବିରୋଧରେ ଅଭିଯୋଗ ହୋଇଥିଲା । ବିଜେପି ନେତା … Read More

ଭାରତର ଦୀର୍ଘତମ ସମୁଦ୍ର ସେତୁ ଲୋକାର୍ପିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଟଳ ସେତୁର ଲୋକାର୍ପଣ କରିଛନ୍ତି। ଏହା ହେଉଛି ଦେଶର ଦୀର୍ଘତମ ସମୁଦ୍ର ସେତୁ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ଏହାକୁ ନାମିତ କରାଯାଇଛି। ଏହା ମୁମ୍ବାଇ ଓ ନଭି ମୁମ୍ବାଇକୁ ସଂଯୋଗ କରୁଛି। ଏହି … Read More

‘ଆକାଶ ଏନଜି’ର ସଫଳ ପରୀକ୍ଷଣ, ଲକ୍ଷ୍ୟଭେଦ କ୍ଷମତା ୪୫ରୁ ୫୦ କିଲମିଟର

ବାଲେଶ୍ଵର: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ଆକାଶ ଏନଜି’ ର ସଫଳ ପରୀକ୍ଷଣ । ଆଇଟିଆର୍ ପକ୍ଷରୁ ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ଦିନ ୧୦ଟା ୩୦ ମିନିଟରେ ଏହି ପରୀକ୍ଷଣ କରାଯାଇଛି । ‘ଆକାଶ ଏନଜି’ର ଲକ୍ଷ୍ୟଭେଦ କ୍ଷମତା … Read More

କଳାହାଣ୍ଡି ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

କଳାହାଣ୍ଡି ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଭବାନୀପାଟଣା ଠାରେ ବିଜେଡି ପକ୍ଷରୁ ଅନୁଷ୍ଠିତ ସମାବେଶ ରେ 5T ଅଧ୍ୟକ୍ଷ ଯୋଗୋଦାନ କରି ଲକୋଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ବିଜୁ ସ୍ୱାସ୍ଥ୍ୟ କାର୍ଡ ,ଲଷ୍ମୀ ବସ … Read More

ଚଢ଼ାଉ ପାଇଁ ଯାଇଥିବା ବେଳେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାରେ ୨ ଗିରଫ

ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାର ସନ୍ଦେଶଖାଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନଙ୍କୁ ଆକ୍ରମଣ ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି। ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ମେହବୁର ମୋଲ୍ଲାହ ଓ ସୁକଲାମ ସରକାର। ଇଡି ଟିମ୍‌କୁ ଆକ୍ରମଣ … Read More

ଆରମ୍ଭ ହେଲା ଇଣ୍ଟରନେସନାଲ୍ କ୍ରାଫ୍ଟ ସମିତ, ଯୋଗ ଦେଲେ ବଲିଉଡ଼ ଅଭିନେତା ନବାଜୁଦ୍ଦିନ୍ ସିଦ୍ଦିକି

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍ ବା ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଭର୍ଚୁଆଲ ମୋଡ଼ରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ ବିଭାଗ … Read More

ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ଅଭିଯୁକ୍ତ ବଲରାଜ୍‌ ଗିଲ୍‌ ଗିରଫ

ନୂଆଦିଲ୍ଲୀ/ କୋଲକାତା: ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଘଟଣାରେ ଅନ୍ୟ ଜାଣ ଅଭିଯୁକ୍ତଙ୍କୁ ଗତକାଲି ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି। ଏହି ହତ୍ୟା ମାମଲାରେ ପଳାତକ ଅଭିଯୁକ୍ତ ବଲରାଜ ଗିଲଙ୍କୁ ପଶ୍ଚିମବଙ୍ଗ … Read More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ମୁତୟନ ହୋଇଛନ୍ତି ୪୪ ପ୍ଲାଟୁନ ଫୋର୍ସ

ପୁରୀ : ନୂଆ ଶ୍ରୀକ୍ଷେତ୍ର ଦେଖୁଛି ସାରା ବିଶ୍ବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଲୋକାର୍ପଣ ଉତ୍ସବ ପାଇଁ ସୁରକ୍ଷା ବଳୟରେ ରହିବ ପୁରୀ ସହର । ୫ ଥାକିଆ … Read More

ରାଜ୍ୟସଭା ପାଇଁ ବାଟ ପରିଷ୍କାର, ଆପ୍‌ର ୩ ନେତା ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ

ରାଜ୍ୟସଭାକୁ ଗଲେ ଆପ୍‌ର ୩ ପ୍ରାର୍ଥୀ। ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନ ଥିବା ବେଳେ ସେମାନେ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାଯାଇଛି। ଏହି ୩ ପ୍ରାର୍ଥୀ ହେଲେ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ, ନାରାୟଣ ଦାସଗୁପ୍ତା … Read More

ଘୁଞ୍ଚିଲା ସମ୍ବଲପୁର ଜିଏମ୍ ୟୁନିଭରସିଟି ପରୀକ୍ଷା

ସମ୍ବଲପୁର: ନୂଆ ‘ଓ’ କାର୍ଯ୍ୟକ୍ରମ ପାଇଁ ଘୁଞ୍ଚିଲା ସମ୍ବଲପୁର ଜିଏମ୍ ୟୁନିଭରସିଟିର ପରୀକ୍ଷା । ଜାନୁଆରୀ ୧୩ ରେ ହେବାକୁ ଥିବା ପରୀକ୍ଷା ୨୪ ତାରିଖରେ ହେବ । ଆସନ୍ତକାଲି (ଶନିବାର) ସମ୍ବଲପୁର ମନ୍ଦଲିଆ ଗ୍ରାଉଣ୍ଡରେ ନୂଆ ଓ ଯୁବ … Read More