ପୋଲିଓ ଟିକା ନେଇ ଯାଉଥିବା ପୁଲିସ ଟିମ୍‌ ଉପରେ ଆକ୍ରମଣ, ୬ ମୃତ

ଭୟଙ୍କର ବିସ୍ଫୋରଣ। ପୋଲିଓ ଟିମ୍‌ର ସୁରକ୍ଷାରେ ଥିବା ପୁଲିସ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୬ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୨୨ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ଖୋଦ୍‌ … Read More

ରାଜନୀତି ମୈଦାନରେ ବି ରାଗିଗଲେ ବାଂଲାଦେଶ କ୍ୟାପ୍ଟେନ, ଫ୍ୟାନଙ୍କୁ ଚାପୁଡ଼ା ମାରିବାର ଭିଡିଓ ଭାଇରାଲ୍

ପୁଣି ବିବାଦରେ କ୍ରିକେଟର-କମ୍-ରାଜନେତା ସାକିବ ଅଲ ହାସନ। ଶାକିବ ଜଣେ ଫ୍ୟାନଙ୍କୁ ଚାପୁଡ଼ା ମାରିବାର ଭିଡିଓ ଭାଇରାଲ୍ ହେଉଛି। ପ୍ରଥମ କରି ସାଂସଦ ଭାବେ ନିର୍ବାଚିତ ହୋଇଥିବା ବାଂଲାଦେଶ କ୍ରିକେଟ ଟିମ୍ କ୍ୟାପ୍ଟେନଙ୍କ ଏପରି ବ୍ୟବାହାରକୁ ସମାଲୋଚନା କରାଯାଉଛି। ପୂର୍ବରୁ ମଧ୍ୟ ନିଜର … Read More

ସାତକୋଶିଆ ଗଣ୍ଡରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା

ଅନୁଗୁଳ : ସାତକୋଶିଆ ଗଣ୍ଡରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା। ଅନୁଗୁଳ ଜିଲ୍ଲାର ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ଚାଲିଛି ଏହି ଗଣନା କାର୍ଯ୍ୟ। ୧୪ଟି ଟିମ ଡଙ୍ଗାରେ ବିଭିନ୍ନ ଜାଗାକୁ ଯାଇ ପକ୍ଷୀ ଓ କୁମ୍ଭୀର ଗଣନା … Read More

ଶ୍ରୀବିଗ୍ରହଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା

ପୁରୀ: ପୁରୀ ଆସି ଜଗନ୍ନାଥ ଦର୍ଶନ କରିଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲା । ସପରିବାର ଜଗନ୍ନାଥ ଦର୍ଶନ ପରେ ଭାବବିହ୍ୱଳ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ରୁପାଲା । ସାଥିରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର … Read More

ବାରଙ୍ଗ ୯୯-ୱେବ ସିରିଜ ଘଟଣାରେ ଅଞ୍ଜନା ମିଶ୍ର କଲେ ୧୦ କୋଟି ଟଙ୍କାର ମାନହାନି ମାମଲା

୧୦ କୋଟିର ମାନହାନି ମକଦ୍ଦମା। ଅଞ୍ଜନା ମିଶ୍ରଙ୍କ ୧୦ କୋଟି ଟଙ୍କାର ମାନହାନି ମାମଲା । ବାରଙ୍ଗ ୯୯-ୱେବ ସିରିଜ ଘଟଣାରେ ଭୁବନେଶ୍ବର ସିନିଅର ଡିଭିଜନ ସିଭିଲ ଜଜ କୋର୍ଟରେ ମାନହାନି ମକଦ୍ଦମା । OTT ପ୍ଲାଟଫର୍ମ କଞ୍ଚାଲଙ୍କା ବିରୋଧରେ … Read More

ରାଜ୍ୟରେ ଶୀତର ପ୍ରକୋପ ଜାରି

ଭୁବନେଶ୍ବର: ରାଜ୍ୟରେ ଶୀତର ଲହରୀ ସାଙ୍ଗକୁ ଘନ କୁହୁଡି ଜାରି ରହିଛି । ସେହିପରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଭୋରୁ ଘନ କୁହୁଡ଼ି ଦେଖାଦେଉଛି । ଫଳରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ … Read More

ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ବାଲେଶ୍ୱର, AQI ୩ ଶହ ପାର୍

ବାଲେଶ୍ଵର: ଦିଲ୍ଲୀ ପରେ ଏବେ ଓଡିଶାର ପ୍ରଦୁଷଣ, ଚିନ୍ତାର ବିଷୟ ପାଲଟିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ବର୍ତ୍ତମାନ ଓଡିଶାର ୬ଟି ସହର, ପ୍ରମୁଖ ପ୍ରଦୂଷିତ ସହର । ଓଡ଼ିଶାର ବାରିପଦା, ବାଲେଶ୍ୱର, ଭୁବନେଶ୍ୱର, କଟକ, … Read More