୩୧ଟି ସ୍ଥାନରେ ରେଡ୍‌ ପରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: କର୍ଣ୍ଣିସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କ ନିର୍ମମ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ସକ୍ଷମ ହୋଇଛି ପୁଲିସ୍‌। ହତ୍ୟାକାଣ୍ଡ ପଛରେ ଥିବା ଅଶୋକ ମେଘୱାଲକୁ ପୁଲିସ୍‌ ୩୧ଟି ସ୍ଥାନରେ ରେଡ କରିବା ପରେ ଗିରଫ କରିଛି।ଗତମାସରେ ଗୋଗାମେଡିଙ୍କୁ ରାଜସ୍ଥାନର … Read More

ବଜରଙ୍ଗ, ସାକ୍ଷୀ ଓ ଭିନେଶକୁ ବିରୋଧ

ନୂଆଦିଲ୍ଲୀ: ଭାରତୀୟ କୁସ୍ତିରେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବିବାଦ ଉପୁଜୁଛି। ନୂଆ ଅଧ୍ୟକ୍ଷକୁ ଜୋରଦାର ବିରୋଧ ପରେ କୁସ୍ତି ମହାସଂଘକୁ କ୍ରୀଡା ମନ୍ତ୍ରଣାଳୟ ନିଲମ୍ବନ କରିଦେଇଥିଲେ। ଏବେ ଦେଶ ପାଇଁ ସ୍ୱର୍ଣ୍ଣିମ ଅଧ୍ୟାୟ ହାସଲ କରିଥିବା ତିନି … Read More

ହୁ ହୁ ହୋଇ ଜଳୁଛି ଓଭରବ୍ରିଜ୍‌

ନୂଆଦିଲ୍ଲୀ : ଜଳୁଛି ଓଭରବ୍ରିଜ୍‌। ହୁ ହୁ ହୋଇ ଜଳିବା ସହ ଚାରିଆଡଁ କଳା ଧୂଆଁ ବ୍ୟାପି ଯାଇଛି। ଭୟଙ୍କର ରୂପ ଧାରଣ କରିଛି ନିଆଁ। ପାଖାପାଖି ଏ ମୁଣ୍ଡରୁ ସେ ମୁଣ୍ଡରେ କେବଳ ନିଆଁ ଆଉ କଳା ଧୂଆଁ … Read More

ଟ୍ରକ୍‌ ଡ୍ରାଇଭରଙ୍କୁ ‘ଔକାତ’ ପଚାରିଥିବା କଲେକ୍ଟରଙ୍କ ପଦ ଗଲା

ନୂଆଦିଲ୍ଲୀ : ଟ୍ରକ୍‌ ଡ୍ରାଇଭରଙ୍କୁ ତାଙ୍କ ଔକାତ ପଚାରି ଫସିଲେ କଲେକ୍ଟର। ତାଙ୍କ ବୟାନକୁ ନେଇ ବିବାଦ ବଢ଼ିବା ପରେ ହାରାଇଲେ ପଦ। ମୁଖ୍ୟମନ୍ତ୍ରୀ ଉକ୍ତ ଜିଲ୍ଲାପାଳଙ୍କ ବିରୋଧରେ ନେଇଛନ୍ତି କଡା ଆକ୍ସନ। କେବଳ ସେତିକି ନୁହେଁ ତାଙ୍କୁ ଏଭଳି … Read More

ଟ୍ରୋଲ କରୁଥିବା ପାକିସ୍ତାନୀଙ୍କୁ ନେଇ ସଚିନ ଭିଡିଓ ମାଧ୍ୟମରେ ଦେଲେ ଏଭଳି ବାର୍ତ୍ତା

ଲକ୍ଷ୍ନୌ: ପ୍ରଥମ ସ୍ବାମୀଙ୍କୁ ତ୍ୟାଗ କରି ଭାରତୀୟ ଯୁବକ ସଚିନର ପ୍ରେମରେ ନିଜର ୪ ସନ୍ତାନକୁ ନେଇ ପାକିସ୍ତାନ ଛାଡ଼ି ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ସୀମା ହାଇଦର ପୁଣିଥରେ ମା’ ହେବାକୁ ଯାଉଥିବା ଖବର ମିଳିଛି।ଦ୍ବିତୀୟ ସ୍ବାମୀ … Read More

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ସମ୍ମୁଖରେ ହାଜର ହେବାକୁ ସଫା ସଫା ମନା କରିଦେଲେ କେଜରିୱାଲ

ନୂଆଦିଲ୍ଲୀ : ଆଜି ଇଡି ସମ୍ମୁଖରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ସମ୍ମୁଖରେ ହାଜର ହେବାକୁ ସଫା ସଫା ମନା କରିଦେଲେ କେଜରିୱାଲ। ତାଙ୍କୁ ହାଜର ହେବା … Read More

ବଢ଼ିଲା ମହୁଆଙ୍କ ଅଡୁଆ, ଆସିଲା ଆଉ ଏକ ଅଭିଯୋଗ

ନୂଆଦିଲ୍ଲୀ :ବଢ଼ିଲା ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ। ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଲୋକସଭାରୁ ନିଲମ୍ବିତ ହୋଇଥିବା ମହୁଆ ମୋଇତ୍ରାଙ୍କ ବିରୋଧରେ ରୁଜୁ ହେଲା ଆଉ ଏକ ମାମଲା। ଆଇନଜୀବୀ ଅନନ୍ତ ଦେହାଦ୍ରଇ ଏଥର ସିବିଆଇକୁ … Read More

ପିକ୍‌ନିକ୍‌ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୧୪ ଜୀବନ

ଗୌହାଟୀ : ଆସାମ ଜୋରହାଟ ଜିଲ୍ଲା ଦେରଗାଓଁ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍‌ନିକ୍‌ ବସ୍‌ ସହ ଏକ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। … Read More

ଇରାନ କବରସ୍ଥାନରେ ବିସ୍ଫୋରଣ, ୭୩ ମୃତ, ୧୭୦ ଆହତ

ତେହେରାନ: ଇରାନର କେରମାନ ସହରର ଏକ କବରସ୍ଥାନ ନିକଟରେ ବିସ୍ଫୋରଣ ଘଟି ୭୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୭୦ ଆହତ ହୋଇଛନ୍ତି । ସରକାରୀ ଟିଭି ଅଲ୍ ଆରବିଆର ରିପୋର୍ଟ ଅନୁଯାୟୀ, ଇରାନର ପୂର୍ବତନ କମାଣ୍ଡର କାସିମ ସୁଲେମାନୀଙ୍କୁ … Read More