ବାହାଘର ଭୋଜି ଖାଇ ଜଣେ ମୃତ, ୨୦ରୁ ଅଧିକ ଗୁରୁତର

ସୁନ୍ଦରଗଡ଼: ବାହାଘର ଭୋଜି ଖାଇ ଜଣଙ୍କର ମୃତ୍ୟୁ ହେବା ସହ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇଥିବା ସନ୍ଦେହ ଉପୁଜିଛି। ସୁନ୍ଦରଗଡ଼ ସବଡ଼େଗା ବ୍ଲକ … Read More

ଇଂରାଜୀ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଇଂରାଜୀ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସ ଯୋଗେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, … Read More

ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଲା

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଲା।ଏଣେ ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ … Read More

ଦାୟିତ୍ବ ନେ‌‌ଲେ ଭାରପ୍ରାପ୍ତ ଡିଜି ଅରୁଣ ଷଡ଼ଙ୍ଗୀ

କଟକ: ୧୯୯୦ ବ୍ୟ‌ାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ପୁଲିସର ସ୍ବତନ୍ତ୍ର ଡିଜି ପାହ୍ୟାର ଅଧିକାରୀ ଅରୁଣ ଷଡ଼ଙ୍ଗୀ ଆଜି କାର୍ଯ୍ୟକାରୀ ପୁଲିସ ଡିଜି ଭାବେ ଦାୟିତ୍ବ ନେଇଛନ୍ତି। ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି ସୁନିଲ ବଂଶଲଙ୍କଠାରୁ ସେ ଆଜି … Read More

ଜାନୁଆରୀରେ କମିବ ଥଣ୍ଡା !

ଭୁବନେଶ୍ବର : ଜାନୁଆରୀ ୨୦୨୪ରେ ଶୀତର ପ୍ରଭାବ କମିବା ସମ୍ଭାବନା ରହିଛି। ସ୍ୱଭାବିକଠାରୁ ରାତିର ତାପମାତ୍ରା ଅଧିକ ରହିବାକୁ ଥିବାରୁ ଥଣ୍ଡା କମ୍‌ ରହିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଆଗାମୀ ୪ ଓ … Read More

ସାଇବର ଅପରାଧ ରୋକିବାକୁ କମିଶନରେଟ ପୁଲିସର ମାଷ୍ଟରପ୍ଲାନ୍

ଭୁବନେଶ୍ବର : ନୂଆ ବର୍ଷ ରେ ସାଇବର ଅପରାଧ ରୋକିବାକୁ କମିଶନରେଟ ପୁଲିସ ର ନୂଆ ମାଷ୍ଟର ପ୍ଲାନ। ପୁଲିସ ସହ କାମ କରିବେ ସାଇବର ଭଲେଣ୍ଟିଅର। ବିଭିନ୍ନ ସଫ୍ଟ ୱେୟର କମ୍ପାନୀ ର ୨୫ ଜଣ ସାଇବର ଏକ୍ସପର୍ଟ … Read More

ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼

ପୁରୀ : ନୂଆ ବର୍ଷରେ ନୂଆ ରେକର୍ଡ। ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କ ଦର୍ଶନରୁ ବର୍ଷର ଆରମ୍ଭ କରିବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।ଅପରାହ୍ନ ୫ଟା ସୁଦ୍ଧା ସା.ଢେ ତିନି ଲକ୍ଷ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ … Read More

ଉପ ଶବ୍ଦକୁ ଲିଭାଇ ଲୋକେ କଲେ ଜିଲ୍ଲାପାଳ !

ପଦ୍ମପୁର : ଆଜି ନୂଆବର୍ଷ। ୨୦୨୩ ମସିହା ଯାଇ ୨୦୨୪ ମସିହା ପଦାର୍ପଣ କଲାଣି। ହେଲେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ବାହାରିଲା ନାହିଁ। ଯାହାକୁ ନେଇ ପଦ୍ମପୁରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପଦ୍ମପୁର … Read More

ଶକ୍ତିଶାଳୀ ଭୂକମ୍ପ ପରେ ସୁନାମି, ଲୋକେ ଭୟଭୀତ

ଟୋକିଓ : ନୂଆବର୍ଷରେ ଭୟଙ୍କର ଭୂମିକମ୍ପ ଝଟ୍‌କାରେ ଦୋହଲିଲା ଜାପାନ। ୭.୫ ତିବ୍ରତାର ଭୂମିକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ଏହାରି ଭିତରେ ଜାପାନର ଉପକୂଳ ଅଞ୍ଚଳରେ ୫ ଫୁଟ ଉଚ୍ଛତାର ସୁନାମି ଲହଡି ମାଡ଼ ହୋଇଛି। ଏହାକୁ … Read More

ବିଚ୍‌ ରାସ୍ତାରେ ଦଳିତ ମହିଳାଙ୍କୁ ପିଟିଲା ପୁଲିସ, ଭିଡିଓ ଭାଇରାଲ

ପାଟନା : ରକ୍ଷକ ସାଜିଲା ଆକ୍ରମଣକାରୀ। ଦାଦାଗିରି ଦେଖାଇଲା ପୁଲିସ। ବର୍ବରତାର ସବୁ ସୀମା ଟପିଲା। ବିଚ୍‌ ରାସ୍ତାରେ ଦଳିତ ମହିଳାଙ୍କୁ ପିଟିଲା। ବିହାରର ସୀତାମଢ଼ି ଅଞ୍ଚଳରେ ସର୍ବସମ୍ମୁଖରେ ଜଣେ ଦଳିତ ମହିଳାଙ୍କୁ ଜଣେ ପୁଲିସ କର୍ମଚାରୀ ମାଡ଼ ମାରିଛନ୍ତି। … Read More