ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ଫର୍ମୁଲା ପ୍ରସ୍ତୁତ, ଓଡ଼ିଶାର ସମସ୍ତ ୨୧ ଆସନରେ ଲଢିବ କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଏକାଠି ହୋଇଥିବା ଇଣ୍ଡିଆ ମେଣ୍ଟରେ ଆସନ ବଣ୍ଟନର ଏକ ସମ୍ଭାବ୍ୟ ଫର୍ମୁଲା ପ୍ରସ୍ତୁତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଲୋକସଭାରେ ବିରୋଧୀ ମେଣ୍ଟର ସବୁଠାରୁ ବଡ଼ ଦଳ କଂଗ୍ରେସ ୩୨୦ରୁ ୩୩୦ ଆସନରେ … Read More

କଳିଙ୍ଗନଗର ଆଦିବାସୀ ଗଣହତ୍ୟାକୁ ୧୮ବର୍ଷ ପୂରିଲା, ମହମବତୀ ଶୋଭାଯାତ୍ରା କରି ବର୍ଷିଲା କଂଗ୍ରେସ

କଳିଙ୍ଗନଗର : କଳିଙ୍ଗ ନଗର ଆଦିବାସୀ ଗଣହତ୍ୟାର ୧୮ ତମ ଶ୍ରାଦ୍ଧବାର୍ଷିକୀରେ ମହମବତୀ ଶୋଭାଯାତ୍ରାର ଆୟୋଜନ କରିଥିଲା ରାଜ୍ୟ କଂଗ୍ରେସ। ନିରୀହ ଆଦିବାସୀଙ୍କୁ ନିର୍ମମ ହତ୍ୟା କରିଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଏପର୍ଯ୍ୟନ୍ତ ଆଦିବାସୀଙ୍କୁ ନ୍ୟାୟ ଦେବାରେ ସକ୍ଷମ … Read More

ଉଜୁଡ଼ିଲା ଜୀବିକା, ୪ ହଜାର ମତ୍ସ୍ୟଜୀବୀ ଏବେ ଦାଦନ

ଚିକିଟି: ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ୍‌ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଇଲାକା ସୋରଳ, ସୋନପୁର, କତୁରୁ ଓ ଏକସିଙ୍ଗି ପଞ୍ଚାୟତ। ଆବହମାନ କାଳରୁ ଏଠାକାର ଅଧିବାସୀ ସମୁଦ୍ରରୁ ମାଛ ମାରି ଜୀବିକା ନିର୍ବାହ କରିଆସୁଛନ୍ତି। ଏଥିପାଇଁ ଏହି ଇଲାକା ଗୁଡ଼ିକ ମତ୍ସ୍ୟଜୀବୀବହୁଳ … Read More

ବୁଧବାର ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ବୁଧବାର ପୌଷ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ଣ ୪ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ … Read More

ମୃତକଙ୍କ ପରିବାରକୁ ୩ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନିଶ୍ଚିନ୍ତକୋଇଲି/ ଭୁବନେଶ୍ବର: କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା କଳା ପୋଲ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି। … Read More

ଖୋଲିଲା ରହସ୍ୟ; ଝିଅ ଜାଣି ବୋରୱେଲ୍‌ରେ ପକାଇ ଦେଇଥିଲା ମାଆ!

କଟକ : ଏମିତି କ’ଣ ଜଣେ ମାଆ ହୋଇପାରେ? ଜନ୍ମ ପରେ ଝିଅ ହୋଇଥିବା ଜାଣି ବୋରୱେଲ୍‌ରେ ପକାଇଦେବ? ହଁ ଆଜ୍ଞା ସମ୍ୱଲପୁରରେ ବୋରୱେଲ୍‌ରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ଘଟଣାରେ ଏପରି ଚାଞ୍ଚଲ୍ୟକର ଚଥ୍ୟ ସାମ୍ନାକୁ ଆସିଛି। ସେପଟେ କଟକ … Read More

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ସଜବାଜ ହେଲେଣି କଳାକାର

ବରଗଡ଼ : ଜାନୁୟାରୀ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୭୬ ତମ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଏଥିପାଇଁ ଏବେଠାରୁ ବରଗଡ଼ ସହର ଚଳଚଞ୍ଚଳ ହୋଇପଡ଼ିଛି।ଧନୁଯାତ୍ର ପାଇଁ କଳାକାର ମାନେ ଏବେଠାରୁ ଅଭ୍ୟାସ ଆରମ୍ଭ କରିଦେଲେଣି। ଚଳିତ ବର୍ଷ ଯାତ୍ରା … Read More

ଇ-କୋର୍ଟ ଯୁଗରେ ସ୍ଥାୟୀ ବେଞ୍ଚ ମହତ୍ୱପୂର୍ଣ୍ଣ ନୁହଁ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର : ହାଇକୋର୍ଟର ନୂଆ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସୁପାରିଶ ଆବଶ୍ୟକ। ଏଥିସହିତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସହମତି ଦରକାର। ଏହା ପରେ ଯାଇ କେନ୍ଦ୍ର ସରକାର ନୂଆ … Read More

ଆଲୋଚନା ସଫଳ, ଆନ୍ଦୋଳନ ପ୍ରତ୍ୟାହାର କରିବ ଡ୍ରାଇଭର ସଂଘ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଓ ଆନ୍ଦୋଳନକାରୀ ଡ୍ରାଇଭରଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ସଫଳ ହୋଇଛି। ନୂଆ ହିଟ୍‌ ଆଣ୍ଡ ରନ ଆଇନକୁ ବିରୋଧ କରି ଡ୍ରାଇଭରମାନେ ଦେଶବ୍ୟାପୀ କରୁଥିବା ଆନ୍ଦୋଳନ ପ୍ରତ୍ୟାହାର କରିବେ।ଏ ସମ୍ପର୍କରେ ସର୍ବଭାରତୀୟ ମୋଟର ପରିବହନ … Read More

ଭୁବନେଶ୍ୱରରେ ଦୋକାନୀଙ୍କ ତଣ୍ଟି କାଟି ୬ ହଜାର ଟଙ୍କା ନେଇଗଲେ ଦୁର୍ବୃତ୍ତ

ଭୁବନେଶ୍ବର : ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଡମଣା ଗାଁରେ ଆଜି ଭୋରରେ ଜଣେ ଦୋକାନୀଙ୍କ ତଣ୍ଟିକାଟି ୬ ହଜାର ଟଙ୍କା ନେଇ ଯାଇଛନ୍ତି ଲୁଟେରା। ଲୁଟ୍‌ର ଶିକାର ହୋଇଥିବା ଦୋକାନୀଙ୍କ ନାଁ ଶିବାନନ୍ଦ ବାରିକ।ସବୁ ଦିନ ଭଳି ଆଜି ଭୋର … Read More