ବାନ୍ଧବୀଙ୍କ କୁକୁରକୁ ବଞ୍ଚାଇବାକୁ ଯାଇ ବୁଡ଼ି ଗଲେ ବି-ଟେକ୍‌ ଛାତ୍ର

ଭୋପାଲ : କୁକୁରଙ୍କୁ ବଞ୍ଚାଇବାକୁ ଯାଇ ନଦୀକୁ ଡେଇଁଲେ ବି-ଟେକ୍‌ ଛାତ୍ର। କୁକୁର ଜୀବନ ବଞ୍ଚି ଯାଇଥିବା ବେଳେ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶ ଭୋପାଲରେ ଘଟିଛି ଏଭଳି କିଛି ଘଟଣା।ମୃତ ବି-ଟେକ ଛାତ୍ର ଜଣ ହେଲେ ୨୩ ବର୍ଷୀୟ … Read More

ବିବାଦ ପରେ ଦୁଃଖ ପ୍ରକାଶ କଲେ ଜିତେନ୍ଦ୍ର ଆହ୍ୱାଡ, ଭଗବାନ ରାମଙ୍କୁ କହିଥିଲେ ‘ମାଂସାହାରୀ’

ନୂଆଦିଲ୍ଲୀ : ପ୍ରଭୁ ରାମଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କଲେ ଏନସିପିର ଶରଦ ପାୱାରଙ୍କ ଦଳର ନେତା ଜିତେନ୍ଦ୍ର ଆହ୍ୱାଡ। ଯଦି ତାଙ୍କ ମନ୍ତବ୍ୟ କାହାକୁ ଆଘାତ ଦେଇଛି ତେବେ ସେ ଦୁଃଖିତ, ସେ ଏପରି … Read More

ମସ୍‌ଜିଦ୍‌ ବାହାରେ ଇମାମ୍‌ଙ୍କୁ ଗୁଳି ମାରି ହତ୍ୟା

ନିୟୁଜର୍ସି : ନିୟୁଜର୍ସି ଅନ୍ତର୍ଗତ ନେୱାର୍କ ନଗରୀରେ ଅବସ୍ଥିତ ଏକ ମସ୍‌ଜିଦ୍‌ ବାହାରେ ବୁଧବାର ସକାଳେ ଗୁଳି ଚୋଟ ଲାଗିଥିବା ଜଣେ ଇମାମ୍‌ଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ଆମେରିକୀୟ ସରକାରୀ କର୍ତ୍ତୃପକ୍ଷ ନିଉଜ୍‌ ଏଜେନ୍‌ସି ‘ଏଏଫ୍‌ପି’କୁ କହିଛନ୍ତି।ସକାଳ ୬ଟା … Read More

ପ୍ରଥମ ଥର ପାଇଁ ‘ସ୍ପେସ୍‌ଏକ୍ସ୍‌’ ରକେଟ୍‌ରେ ‘କମ୍ୟୁନିକେସନ୍‌ ସାଟେଲାଇଟ୍‌’ ଉତ୍‌କ୍ଷେପଣ କରିବ ଭାରତ

ନୂଆଦିଲ୍ଲୀ: ‘ଜିଏସ୍‌ଏଟି-୨୦’ ନାମକ ଓଜନିଆ ଯୋଗାଯୋଗ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବା ଲାଗି ପ୍ରଥମ ଥର ପାଇଁ ‘ଇସ୍ରୋ’ ‘ସ୍ପେସ୍‌ଏକ୍ସ୍‌’ର ରକେଟ୍‌ ବ୍ୟବହାର କରିବ ବୋଲି ବୁଧବାର ଦିନ ‘ନିୟୁସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌’ କହିଛି।ଚଳିତ ବର୍ଷ ମଧ୍ୟ ଭାଗ ବେଳକୁ ଘରୋଇ … Read More

କଂଗ୍ରେସରେ ଯୋଗଦେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ୱାଇ.ଏସ୍‌. ଶର୍ମିଲା

ନୂଆଦିଲ୍ଲୀ: ଆଜି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସାନଭଉଣୀ ତଥା ‘ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟି’ର ସଂସ୍ଥାପିକା ୱାଇ. ଏସ୍‌. ଶର୍ମିଲା କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି।ବୁଧବାର ଦିନ ଶର୍ମିଲା ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ କଂଗ୍ରେସରେ … Read More

ଲୋହିତ ସାଗର ଜାହାଜ ଉପରେ ଆକ୍ରମଣ ବନ୍ଦ କର, ନଚେତ ପରିଣାମ ଭୋଗିବ: ହାଉତୀକୁ ସତର୍କ କଲା ଆମେରିକା

ୱାସିଂଟନ୍‌: ଲୋହିତ ସାଗ‌ରରେ ଯାତାୟାତ କରୁଥିବା ଜାହାଜଗୁଡ଼ିକ ଉପରେ ଆକ୍ରମଣ ବନ୍ଦ ନ କଲେ ସାମରିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବ ବୋଲି ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ୧୨ଟି ମିତ୍ର ରାଷ୍ଟ୍ର ହାଉତୀ ବିଦ୍ରୋହୀମାନଙ୍କୁ ସତର୍କ ବାଣୀ … Read More

ଶିଆଳ କାମୁଡ଼ାରେ ୮ ଜଣ ଲୋକ ଆହତ

ଭଦ୍ରକ: ଭଦ୍ରକ ଜିଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଦୁମୁକା ଗ୍ରାମରେ ପାଗଳ ଶିଆଳ କାମୁଡ଼ାରେ ୮ ଜଣ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଆହତମାନଙ୍କ ମଧ୍ୟରେ ୨ମହିଳା, ୩ … Read More

ରାତିରେ ଗାଁରେ ପଶୁଛନ୍ତି ହାତୀ, ଘରେ ଶୁଣ୍ଢ ପୂରାଇ ଖାଇଯାଉଛନ୍ତି

କେନ୍ଦୁଝର : ରାତିରେ ଗାଁକୁ ଆସିଛି ହାତୀ। ଶୁଣ୍ଢ ପୂରାଇ ଘର ଭିତରେ ଥିବା ଧାନ, ଚାଉଳ ଖାଇଯାଉଛି। ମଙ୍ଗଳବାର ରାତିସାରା ହାତୀ ପଲ ଏମିତି ଉତ୍ପାତ କରିଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ। ପନି ପରିବାର ଚାଷ ମଧ୍ୟ … Read More

ନ୍ୟାୟ ଯାତ୍ରା ପାଇଁ ଓଡ଼ିଶାର ୧୦ ଜିଲ୍ଲା ଦେଇ ଛତିଶଗଡ଼ ଯିବେ ରାହୁଲ ଗାନ୍ଧୀ: ଶରତ ପଟ୍ଟନାୟକ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପାଇଁ ପ୍ରଦେଶ କଂଗ୍ରେସର ପ୍ରସ୍ତାବିତ ଜିଲ୍ଲା ସଂପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଝାରଖଣ୍ଡ ପଟୁ ଓଡ଼ିଶା ଭିତରକୁ ପ୍ରବେଶ କରିବେ ଓ ମୟୁରଭଞ୍ଜ, … Read More

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ୨୭୨୩ କୋଟି ଟଙ୍କା ବ୍ୟରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ। ଏତଦବ୍ୟତୀତ ୩୦୫ କୋଟିର ୬୯ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। … Read More