ଧାର୍ଯ୍ୟ ସ୍ଥାନରେ ପହଞ୍ଚିଲା ଆଦିତ୍ୟ L1

ନୂଆଦିଲ୍ଲୀ : ଭାରତର ମିଶନ ସୂର୍ଯ୍ୟକୁ ମିଳିଲା ବିରାଟ ସଫଳତା। ଗନ୍ତବ୍ୟସ୍ଥଳରେ ପହଞ୍ଚିଲା ଭାରତର ସୂର୍ଯ୍ୟ ମିଶନ୍ ଆଦିତ୍ୟ ଏଲ୍‌-୧। ପୃଥିବୀଠୁ ୧୫ ଲକ୍ଷ କି.ମି. ଦୂର ଲଗରାଞ୍ଜିଆନ୍ ପଏଣ୍ଟ L1ରେ ଥିବା ହାଲୋ ଅର୍ବିଟରେ ପହଞ୍ଚିଛି। L1 ପଏଣ୍ଟ … Read More

ଲାକ୍ଷାଦ୍ୱୀପ ଗଲେ ମଣିପୁର କାହିଁକି ଗଲେନି? ମୋଦିଙ୍କୁ ପ୍ରଶ୍ନ କଲେ ଖଡ଼ଗେ

ନୂଆଦିଲ୍ଲୀ : ପୁଣି ମୋଦିଙ୍କ ଉପରେ ବର୍ଷିଲା କଂଗ୍ରେସ। ମଣିପୁର ପ୍ରସଙ୍ଗ ଉଠାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଟାର୍ଗେଟ୍‌ କରିଛନ୍ତି। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ ଯାଇଥିବା … Read More

ବାଳିକା ହଷ୍ଟେଲରୁ ୨୬ ନାବାଳିକା ନିଖୋଜ, ତଦନ୍ତ ଦାବି

ଭୋପାଲ : ବାଳିକା ଆଶ୍ରୟ ଗୃହରୁ ନିଖୋଜ ହୋଇଗଲେ ୨୬ ନାବାଳିକା। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବେଆଇନ ଭାବେ ଚାଲିଥିବା ଏକ ସେଲ୍ଟର ହୋମ୍‌ରୁ ନାବାଳିକାମାନେ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ବିନା ଅନୁମତିରେ ଏହି ବାଳିକା ଗୃହଟି ଚାଲିଥିଲା। … Read More

ବିଚ୍‌ ରାସ୍ତାରେ ଗ୍ୟାଙ୍ଗଷ୍ଟରଙ୍କୁ ଗୁଳି କରି ହତ୍ୟା, ୮ ଗିରଫ

ପୁନେ : ଦିନ ଦ୍ୱିପହରେ ଗ୍ୟାଙ୍ଗଷ୍ଟରଙ୍କୁ ଗୁଳି। ବିଚ୍‌ ରାସ୍ତାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମହାରାଷ୍ଟ୍ରର ପୁଣେର ଗ୍ୟାଙ୍ଗଷ୍ଟର ଶରଦ ମୋହୋଲଙ୍କୁ ତାଙ୍କ ଓ୍ୱେଡିଂ ଆନିର୍ଭସରୀ ଦିନ ତାଙ୍କରି ହିଁ ଗ୍ୟାଙ୍ଗର କିଛି ଲୋକେ ଗୁଳି କରି … Read More

ଟିଏମସି ନେତା ଶଙ୍କର ଆଧ୍ୟା ଗିରଫ

କୋଲକାତା : ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶଙ୍କର ଆଧ୍ୟା ଗିରଫ। ରାସନ ବଣ୍ଟନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ତାଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାର ଗୋଟିଏ ଦିନ ପରେ … Read More

ମହିଳା କୁସ୍ତି ଯୋଦ୍ଧାଙ୍କୁ ଧମକାଇ ଚୁପ୍ ରହିବାକୁ କହୁଥିଲେ ବ୍ରିଜ ଭୂଷଣ: ଦିଲ୍ଲୀ ପୁଲିସ୍

ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧାଙ୍କ ସଂଘର୍ଷ ସଫଳ ହେଉଥିବା ଦେଖାଯାଉଛି। କାରଣ ବିଜେପି ବାହୁବଳି ସାଂସଦ ତଥା ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ସରଣ ସିଂହଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଶକ୍ତ ହେଉଥିବା ଦେଖିବାକୁ ମିଳୁଛି। ଦିନେ … Read More

ପିକଅପ ଭ୍ୟାନ ଓଲଟି ଜଣେ ମୃତ, ୧୯ ଆହତ

ସୁନ୍ଦରଗଡ଼: ସଂକୀର୍ତ୍ତନ କରିବା ପାଇଁ ଯାଉଥିବା ବେଳେ ବାଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ମୃତାହତମାନେ ସୁନ୍ଦରଗଡ଼ ଜିଲ୍ଲା କେନାପାଲି ଗାଁର। ମୃତକଙ୍କ ନାଁ ସୁବଳ ପଟେଲ। ତାଙ୍କୁ ୬୦ ବର୍ଷ … Read More

ରାଜ୍ୟରେ ୩ କୋଟି ୩୨ ଲକ୍ଷ ଭୋଟର, ତୃତୀୟ ଲିଙ୍ଗ ମତଦାତା ସଂଖ୍ୟା ୩୩୮୦: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪କୁ ଆଖି ଆଗରେ ରଖି ଆମ ରାଜ୍ୟରେ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ପାଇଁ ଗତବର୍ଷ ଅକ୍ଟୋବର ୨୭ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏସଂପର୍କରେ ଉପସ୍ଥିତ ରାଜନୈତିକ ଦଳମାନଙ୍କୁ ମୁଖ୍ୟ … Read More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ପୁରୀରେ ମୁଖ୍ୟ ଶାସନ ସଚିବ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପୁରୀରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରକଳ୍ପ, ଶ୍ରୀଦାଣ୍ଡ, ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବୁଲି ଦେଖିଛନ୍ତି। ତାଙ୍କ ସହ … Read More

ଶରଦ ପାୱାରଙ୍କ ସମ୍ପର୍କୀୟଙ୍କ ଠିକଣାରେ ପଶିଲା ଇଡି

ଏନସିପି ସୁପ୍ରିମୋ ତଥା ବରିଷ୍ଠ ରାଜନେତା ଶରଦ ପାୱାରଙ୍କ ସମ୍ପର୍କୀୟଙ୍କ ଠିକଣାରେ ଆଜି ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ପାୱାରଙ୍କ ଅଣନାତି ତଥା ବିଧାୟକ ରୋହିତ ପାୱାରଙ୍କ ମାଲିକାନାରେ ଥିବା କମ୍ପାନୀରେ ଆଜି ଇଡି ଚଢ଼ଉ କରିଛି। … Read More