ତଦନ୍ତ କମିସନର ରିପୋର୍ଟକୁ ରାଜ୍ୟ ସରକାର କାହିଁକି ସାର୍ବଜନୀନ କରୁ ନାହାନ୍ତି? – ବିଜେପି
ଭୁବନେଶ୍ବର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି। ବସିଥିବା ତଦନ୍ତ କମିସନର ରିପୋର୍ଟକୁ ରାଜ୍ୟ ସରକାର କାହିଁକି ସାର୍ବଜନୀନ କରୁ ନାହାନ୍ତି ବୋଲି କହିଛି। ଏହି ରିପୋର୍ଟକୁ ସରକାର ବିଧାନସଭାରେ କାହିଁକି ଉପସ୍ଥାପନ କରୁନାହାନ୍ତି ? … Read More