ରେଳ ଦୁର୍ଘଟଣା ମୃତାହତଙ୍କୁ ସହାୟତା, ସରକାରଙ୍କ ପକ୍ଷରୁ ୫ଲକ୍ଷ ଏବଂ ଜିଲ୍ଲା ରେଡକ୍ରସ ତରଫରୁ ୧୦ ହଜାର ପ୍ରଦାନ

ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ମୃତ ଓ ଆହତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ସହାୟତା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି। ଦୁର୍ଘଟଣାରେ ବାଲେଶ୍ୱର ଜିଲ୍ଲାର ୧୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଓ ଆତ୍ମୀୟସ୍ୱଜଙ୍କୁ … Read More

କାନାଡାରୁ ନିର୍ବାସିତ ହୋଇପାରନ୍ତି ୭୦୦ ଭାରତୀୟ ଛାତ୍ର !

କାନାଡାରେ ପଢୁଥିବା ଭାରତର ପାଖାପାଖି ୭୦୦ ଛାତ୍ର ବିତାଡିତ ହୋଇପାରନ୍ତି । ନକଲି ଅଫର ଲେଟର ମାଧ୍ୟମରେ ଆଡମିଶନ କରିଥିବା ଅଭିଯୋଗ ଲାଗିଛି । ତେଣୁ ସେଠିକାର ସରକାର ସେମାନଙ୍କୁ ବାହାର କରିବାକୁ ଯୋଜନା କରୁଛି । କାନାଡ ସରକାରଙ୍କ ଏଭଳି … Read More

କାଠବାକ୍ସ ଭିତରେ ଚାଲିଗଲା ଭାଇଭଉଣୀଙ୍କ ଜୀବନ, ଖେଳୁଖେଳୁ ଲୁଚିଯାଇଥିଲେ ଉଭୟେ

ଖେଳୁ ଖେଳୁ ଚାଲିଗଲା ଜୀବନ । ଖେଳରେ ଖେଳରେ କାଠ ବାକ୍ସ ଭିତରେ ପଶିଗଲେ ଭାଇ ଭଉଣୀ । ଅଣନିଶ୍ୱାସୀ ହୋଇ ଚାଲିଗଲା ଜୀବନ । ଦିଲ୍ଲୀ ଜୋଗା ଭାଇ ଏକ୍ସଟେନସନ ଅଞ୍ଚଳରେ ଘଟିଛି ଏଭଳି ଦୁଖଦ ଘଟଣା । ଖବର … Read More

ଆରବ ସାଗରରେ ବାତ୍ୟା: ଆସନ୍ତା ୬ ଘଣ୍ଟାରେ ହେବ ଅଧିକ ଘନୀଭୂତ

ନୂଆଦିଲ୍ଲୀ : ଆରବ ସାଗରରେ ବାତ୍ୟା । ଆଗକୁ ବଢୁଛି ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ । ଏବେ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ଆରବ ସାଗରରେ କେନ୍ଦ୍ରୀଭୂତ ରହିଛି । ଆସନ୍ତା ୬ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ … Read More

ଥାନାଧିକାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗାଁ ଲୋକେ

ସୁବର୍ଣ୍ଣପୁର : ଦୁଇ ଭାଇଙ୍କ କଳିର ସମାଧାନ କରିବାକୁ ଯାଇ ପୋଲିସ ହଟହଟା । ସୁବର୍ଣ୍ଣପୁର ସୁବଳୟା ଥାନାର ଏଏସଆଇ ଗୌରହରି ମେହେରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ । ଏହା ହେଉଛି ସୋମବାର ଦିନର ଘଟଣା । ତିଲେଇମାଲ ଗାଁର ରତ୍ନାକର … Read More

ବାହାନଗା ଟ୍ରାଜେଡି: ବଞ୍ଚିଗଲେ ନେପାଳର ଯୁବକ, ୫ ଦିନ ପରେ ମିଳିଲା ପୁଅ

କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ନେଇଛି ଶତାଧିକ ଜୀବନ । ହଜାର ହଜାର ଯାତ୍ରୀ ଆହତ ହୋଇଛନ୍ତି । ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ନେପାଳର ଯୁବକ । ଖୋଜି ଖୋଜି ୫ ଦିନ ପରେ ପୁଅ ପାଖରେ ପହଞ୍ଚିଛନ୍ତି ପରିବାର ଲୋକ । … Read More

ବାହାନଗା ଟ୍ରାଜେଡି: ଚିହ୍ନଟ ହୋଇନି ୮୩ ମୃତଦେହ, ମୃତକଙ୍କୁ ଜାଣିବା ପାଇଁ ଏମ୍ସ ଆସିବାକୁ ପରାମର୍ଶ

ବାଲେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି ନେଇଛି ୨୮୮ ଜୀବନ । ବର୍ତ୍ତମାନ ସୁଦ୍ଧା ୨୦୫ ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ବାକି ୮୩ ମୃତଦେହ ହସ୍ତାନ୍ତର ହୋଇନାହିଁ । ସମସ୍ତ ମରଶରୀର ଏବେ ଭୁବନେଶ୍ୱର ଏମ୍‌ସରେ ସଂରକ୍ଷିତ କରି ରଖାଯାଇଛି … Read More