ଗୁଆହାଟୀରେ କାମାକ୍ଷାଙ୍କୁ ଦର୍ଶନ କଲେ କଙ୍ଗନା

ମୁମ୍ବାଇ: ଗତ କିଛି ଦିନ ହେବ ବିଭିନ୍ନ ଧାର୍ମିକ ସ୍ଥାନ ଯାଉଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ଗତ ମାସରେ ସେ ବାବା କେଦାରନାଥ ଓ ହରିଦ୍ୱାର ଯାଇଥିବା ବେଳେ ଆଜି ସେ ଗୁଆହାଟୀର କାମାକ୍ଷା ଶକ୍ତି ପୀଠ ଯାଇ ମାଆ କାମାକ୍ଷାଙ୍କ … Read More

ଭୀମ୍ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗୁଳିମାଡ଼

ସାହାରନପୁର : ୟୁପିର ସାହାରନପୁରରେ ଆଜାଦ ସମାଜ ପାର୍ଟି (ଭୀମ ଆର୍ମି) ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ସେମାନଙ୍କୁ କେତେକ ଦୁର୍ବୃତ୍ତ ଗୁଳି କରିଛନ୍ତି । ଗଣମାଧ୍ୟମରେ ଥିବା ଫଟୋରେ ଦେଖିବାକୁ ମିଳୁଛି ଯେ ଗୁଳି … Read More

ୟୁନିଫର୍ମ ସିଭିଲ କୋଡ: ମୁସଲିମ୍ ପର୍ସନାଲ ଲ’ ବୋର୍ଡର ଜରୁରୀ ବୈଠକ, ସର୍ତ୍ତ ମାନିଲେ ଆପ୍‌ ଦେବ ସମର୍ଥନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୟୁନିଫର୍ମ ସିଭିଲ୍ କୋଡ(ୟୁସିସି) ବା ସମାନ ନାଗରିକ ସଂହିତା ଅଣାଯିବ ପରେ ଆନନ-ଫାନନରେ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ଗତରାତିରେ ଏକ ଜରୁରୀ ବୈଠକ ହୋଇଯାଇଛି। ଏହି ବୈଠକ ପ୍ରାୟ ୩ ଘଣ୍ଟା ଚାଲିଥିଲା। … Read More

ରାହୁଲ ଗାନ୍ଧିଙ୍କ ବିରୋଧରେ ଟ୍ୱିଟ କରିବା ମହଙ୍ଗା ପଡ଼ିଲା, ବିଜେପି ନେତାଙ୍କ ନାଁରେ ମାମଲା

ରାହୁଲ ଗାନ୍ଧିଙ୍କ ବିରୋଧରେ ଟ୍ୱିଟ କରିଥିବା ବିଜେପିର ବେଙ୍ଗାଲୁରୁର ଆଇଟି ମୁଖ୍ୟ ଅମିତ ମାଲଭିୟାଙ୍କ ବିରୋଧରେ ରୁଜୁ ହେଲା ମାମଲା। ଏହା ରାଜନୈତିକ ପ୍ରଣୋଦିତ ବୋଲି ବିଜେପି କହୁଥିବା ବେଳେ ଆଇନର ସମ୍ମୁଖୀନ ହେଲେ ବିଜେପି ବିଳିବିଳେଇ ଉଠେ ବୋଲି କହିଛି … Read More

ହିଜାବର ବିକଳ୍ପ ଖୋଜିଲେ ମୁସଲିମ୍‌ ମେଡିକାଲ ଛାତ୍ରୀ

ଅଜବ ଯୁକ୍ତି ବାଢ଼ିଲେ ସାତ ଜଣ ମୁସଲିମ୍‌ ମେଡିକାଲ ଛାତ୍ରୀ। କହିଲେ ଓଟି ଭିତରେ ଆମକୁ ହିଜାବର ବିକଳ୍ପ ଆବଶ୍ୟକ । ଏହାକୁ ନେଇ କଲେଜ ପ୍ରିନ୍ସିପାଲ କୌଣସି ନିଷ୍ପତ୍ତି ଶୁଣାଇ ନ ଥିବା ବେଳେ ସର୍ଜନମାନଙ୍କର ଏକ ବୈଠକ ଡାକିଛନ୍ତି। … Read More

ଡାକ୍ତର ହେବାକୁ ଆଶା ରଖିଥିବା ୨ ଛାତ୍ର ଝୁଲି ପଡ଼ିଲେ

ବାପାମା’ଙ୍କ ଆଶା ଥିଲା ପୁଅ ମେଡିକାଲ ପଢ଼ି ଡାକ୍ତର ହେବ। ଏଥିପାଇଁ ସେମାନେ ପୁଅ ପାଠପଢ଼ାରେ ପାଣି ପରି ଟଙ୍କା ଖର୍ଚ୍ଚ କରିବାକୁ ପଛାଉ ନ ଥିଲେ। ମାତ୍ର ସ୍ୱପ୍ନ ବାସ୍ତବ ରୂପ ନେବା ପୂର୍ବରୁ ସବୁ ଚୂରମାର ହୋଇଗଲା। ପରିବାରଠୁ ଦୂରରେ ରହି … Read More

‘ସୁପରଟେକ୍‌’ ମାଲିକଙ୍କୁ ବାନ୍ଧିଲା ଇଡି

ଦେଶର ଆଗ ଧାଡ଼ିର ରିୟଲ ଇଷ୍ଟେଟ କମ୍ପାନୀ ସୁପରଟେକ୍‌ (Supertech) ପାଇଁ ବଢ଼ିଲା ଅସୁବିଧା। ସୁପରଟେକ୍‌ ମାଲିକ ଆରକେ ଅରୋଡ଼ାଙ୍କୁ ବାନ୍ଧିଛି ଇଡି। ମନି ଲଣ୍ଡରିଂ ମାମଲାରେ ଇଡି ଆରକେ ଅରୋଡ଼ାଙ୍କୁ ଦୀର୍ଘ ସମୟ ଘାଣ୍ଟିବା ପରେ ଗିରଫ କରିଛି। ଦିଲ୍ଲୀ, … Read More

ଷ୍ଟେଜରେ ଗୀତ ଗାଉଥିଲେ ମହିଳା, ମାଇକ୍‌ ଯୋଗେ ମାରିଲା କରେଣ୍ଟ

ଏମିତି ବି ଆସେ ମୃତ୍ୟୁ, ଯାହାକୁ ବି କଳ୍ପନା କରିବା ମୁସ୍କିଲ । ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ମହିଳା ଅତିଥିଙ୍କ ସମ୍ମୁଖରେ ଗୀତ ଗାଉଥିବା ବେଳେ ମାଇକ୍‌ରେ ସର୍ଟ ସର୍କିଟ ହୋଇଯିବାରୁ ତାଙ୍କ ମୃତ୍ୟୁ ଘଟିଛି। ଫଳରେ ହଠାତ୍‌ … Read More

ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ

ପୁରୀ: ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ପହଣ୍ଡି ଓ ରଥଟଣା ହୋଇଥିଲା । ୫ ଲକ୍ଷରୁ ଅଧିକ ଭକ୍ତ ବାହୁଡା଼ ଯାତ୍ରା ରୁଣ୍ଢ ହୋଇଥିଲେ । ସୁରକ୍ଷା ଦୃଷ୍ଟିରୁ ୧୭୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ହଜାରେରୁ ଅଧିକ ପୋଲିସ ଅଧିକାରୀଙ୍କୁ … Read More

୫ଟି ସଚିବ ଯିବା ଦ୍ବାରା ଲୋକେ ଖୁସି ହେଉଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର: ମନମୋହନ ଓ ଅପରାଜିତାଙ୍କ ଅଭିଯୋଗ ଆଧାରରେ ୫ଟି ସଚିବଙ୍କୁ କେନ୍ଦ୍ରର ନୋଟିସ ପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେଡି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ସେମାନେ ଦିଲ୍ଲୀ ଦୌଲତାବାଦ ନ … Read More