ଶିମଲାରେ ନୁହେଁ ବେଙ୍ଗାଲୁରୁରେ ହେବ ବିରୋଧୀ ଦଳଙ୍କ ବୈଠକ: ଶରଦ ପାୱାର
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଲଢେଇ ପାଇଁ ଏବେ କିଛି ବିରୋଧୀ ଦଳ ଏକାଠି ହୋଇଛନ୍ତି | ତେବେ ବିଜେପି ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଥିବା ବିରୋଧୀ ଦଳର ପରବର୍ତ୍ତୀ ବୈଠକ ବେଙ୍ଗାଲୁରୁରେ ଅନୁଷ୍ଠିତ … Read More