Politics State ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖୁଛନ୍ତି: ଲକ୍ଷ୍ମଣ ଟୁଡୁ kartabya June 29, 2023 Spread the loveଭୁବନେଶ୍ୱର: ୫ଟି ସଚିବଙ୍କ ଗସ୍ତକୁ ନେଇ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଟାର୍ଗେଟ । ୫ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖୁଛନ୍ତି କହିଲେ ଟୁଡୁ । ଆଗାମୀ ଦିନରେ ଏକ ମିଡ୍ନାଇଟ୍ ଅପରେସନ କରିବାକୁ ଯାଉଛନ୍ତି । ସେ ବାରିପଦାରେ ଜିଲ୍ଲାପାଳ ଥିବାବେଳେ ଲୁଟ ଆରମ୍ଭ ହୋଇଥିଲା ।