ପେଟ୍ରୋଲ, ଡିଜେଲ କଟକଣା ପ୍ରତ୍ୟାହୃତ, ଜୁଲାଇ ୧ରୁ ହେବ ଲାଗୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିରିଟ୍ (ଏମଏସ) ଏବଂ ହାଇ ସ୍ପିଡ୍ ଡିଜେଲ(ଏଚଏସଡି)ର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପଗୁଡ଼ିକୁ ପ୍ରତ୍ୟାହାର କରିଛନ୍ତି। ଜୁଲାଇ ୧ରୁ … Read More

ହଳଦିଆ ରିଫାଇନାରୀ ପାଇପଲାଇନରେ ଅଗ୍ନିକାଣ୍ଡ:୧୫ ଶ୍ରମିକ ଆହତ

କୋଲକାତା: ବଙ୍ଗଳାର ପୂର୍ବ ମେଦିନୀପୁର ଜିଲ୍ଲାରେ ଥିବା ହଳଦିଆ ରିଫାଇନାରୀ (ହଳଦିଆ ପେଟ୍ରୋକେମିକାଲ୍ସ)ର ନାଫ୍ଥା ଯୋଗାଣ ପାଇପଲାଇନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏପର୍ଯ୍ୟନ୍ତ ଏହି ଘଟଣାରେ ପ୍ରାୟ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ନିଆଁକୁ ନିୟନ୍ତ୍ରଣ କରିବା … Read More

ଆକ୍ରମଣ ବନ୍ଦ ପାଇଁ ରାଜି ଆମେରିକା ଓ ଇରାନ

ୱାଶିଂଟନ: ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଉତ୍ତେଜନାମୂଳକ ଥିବା ବେଳେ ଇତିମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ପରସ୍ପର ଉପରେ ଆକ୍ରମଣ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ପରେ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବ ବୋଲି … Read More

ସ୍କୁଲ ଭ୍ୟାନ୍ ଉପରେ ପଡ଼ିଲା ଗଛ, ଅନେକ ଛାତ୍ରଛାତ୍ରୀ ଆହତ

ମୁମ୍ବାଇ : ମୁମ୍ବାଇର ଚେମ୍ବୁରରେ ସ୍କୁଲ ବସ୍ ଉପରେ ହଠାତ୍ ପଡ଼ିଲା ଗଛ । ଦୁର୍ଘଟଣାରେ ୧୦ ଜଣ ପିଲା ଆହତ ହୋଇଥିବା ସୂଚନା ମିଳିଛି । ବସ୍ ଭିତରେ ଜଣେ ପିଲା ଫସିଥିଲା, ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇଛି । ଖବର … Read More

ଧୀରଜ ସେଠ୍ ହେଲେ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ : ଜେନେରାଲ ଉପନ୍ଦ୍ରେ ଦ୍ବିବେଦୀଙ୍କ ସ୍ଥାନ ନେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ୍ । ଧୀରଜ ସେଠ୍ ସ୍ଥଳସେନା ମୁଖ୍ୟ । ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ ବା NDAର ପୂର୍ବତନ ସ୍ନାତକ ଜେନେରାଲ୍ ଧୀରଜ ସେଠ୍ ନୂଆ ସ୍ଥଳସେନା ମୁଖ୍ୟ ଦାୟିତ୍ବ … Read More

ଟ୍ରଲରକୁ ଧକ୍କା ଦେଲା ବସ୍: ୪ ମୃତ, ୨୫ ଆହତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଛି । ଥାନା ରାୟା ଅଞ୍ଚଳରେ ଯମୁନା ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ରୁ ୨୫ … Read More

ବନ୍ଦ ହେବ କି ୧୦,୨୦,୫୦,୧୦୦ ଟଙ୍କିଆ ନୋଟ୍ ?

ନୂଆଦିଲ୍ଲୀ : ବନ୍ଦ ହେବ କି ୧୦,୨୦,୫୦,୧୦୦? ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଲୋଗୋ ଥିବା ଏକ ପୋଷ୍ଟର ରହିଛି। ପୋଷ୍ଟରରେ ଲେଖାଯାଇଛି ଯେ ୧୦, ୨୦, ୫୦ ଏବଂ ୧୦୦ ମୂଲ୍ୟର … Read More

ରାମ ମନ୍ଦିର ଅର୍ଥ ଆତ୍ମସାତ୍‌ ଘଟଣାରେ ଅଭିଯୁକ୍ତ ଟିନ୍ନୁ ଯାଦବ ଘରୁ ଟଙ୍କା, ଅଳଙ୍କାର ଜବତ

ଅଯୋଧ୍ୟା : ଉତ୍ତରପ୍ରଦେଶ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ଘଟଣାର ତଦନ୍ତ କ୍ରମରେ ପୁଲିସ ଅଭିଯୁକ୍ତ ରାମଶଙ୍କର ଯାଦବ ଓ ଟିନ୍ନୁ ଯାଦବଙ୍କ ଘରୁ ଟଙ୍କା, ଅଳଙ୍କାର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ରବିବାର ପୁଲିସର ଏକାଧିକ … Read More

ଦଳର ନାମ ଓ ଚିହ୍ନ ଜାଲିଆତି ; ଟିଏମ୍‌ସି ବିଦ୍ରୋହୀ ନେତାଙ୍କ ବିରୋଧରେ ମାମଲା

କଲକାତା : ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି)ରେ ଲାଗି ରହିଥିବା ବିଦ୍ରୋହ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଦଳରେ ବିଦ୍ରୋହ ପ୍ରକାଶ ପୂର୍ବକ ଅଲଗା ଗୋଷ୍ଠୀ ଗଠନ କରିଥିବା କିଛି ନେତାଙ୍କ ବିରୋଧରେ ଟିଏମସି ପୁଲିସରେ … Read More

ରେଳ ଦୁର୍ଘଟଣାରେ ୨ ଶ୍ରମିକ ମୃତ ଓ ଦୁଇ ଗୁରୁତର 

ନୂଆଦିଲ୍ଲୀ: ଆସାମର ଜୋଗୀଘୋପାସ୍ଥିତ ନରନାରାୟଣ ସେତୁ ଉପରେ ହୃଦୟବିଦାରକ ରେଳ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ରେଳବାଇର ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ ଦୁଇ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି … Read More