ଭାରତ କିଣିବ ୧୧୪ଟି ରାଫେଲ ଜେଟ୍, ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ : ଭାରତକୁ ମିଳିବ ଆଉ ୧୧୪ଟି ରାଫେଲ ଯୁଦ୍ଧ ବିମାନ । ୩.୬୦ ଲକ୍ଷ କୋଟିର ପ୍ରସ୍ତାବକୁ ମଞ୍ଜୁରୀ । ଭାରତର ସାମରିକ ଶକ୍ତିକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ … Read More

ଲାଲକିଲ୍ଲା ବିସ୍ଫୋରଣ ପଛରେ ଜୈଶ-ଏ-ମହମ୍ମଦର ହାତ

ନୂଆଦିଲ୍ଲୀ : ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣର ଯାଞ୍ଚରେ ଏକ ବଡ଼ ଖୁଲାସା ହୋଇଛି । ୩୭ତମ ଜାତିସଂଘ ରିପୋର୍ଟରେ ଦିଲ୍ଲୀ ଲାଲକିଲ୍ଲା ଆକ୍ରମଣରେ ଜୈଶ-ଏ-ମହମ୍ମଦର ହାତ ଥିବା ସୂଚନା ମିଳିଛି । ଗତ ବର୍ଷ ନଭେମ୍ବର ୧୦ ତାରିଖରେ ଏହି … Read More

ପାଟନା ସିଭିଲ କୋର୍ଟକୁ ବୋମା ଧମକ

ପାଟନା : ବିହାର ପାଟନା ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ । ବୋମା ଧମକ ମିଳିବା ପରେ ଚାରିଆଡେ ଭୟର ବାତାବରଣ ଦେଖାଦେଇଥିଲା । ସୂଚନା ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରକୁ ଖାଲିକରିଦିଆଯାଇଥିଲା । କୋର୍ଟରେ ଥିବା ସୁରକ୍ଷାକର୍ମୀ … Read More

ଥାନ୍ୟା ନାଥନ ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି

ନୂଆଦିଲ୍ଲୀ: କେରଳ କନ୍ନୁରର ଜଣେ ୨୪ ବର୍ଷୀୟା ମହିଳା ଆଇନଜୀବୀ ଥାନ୍ୟା ନାଥନ ସି ରାଜ୍ୟ ତଥା ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି ହୋଇଛନ୍ତି । ଜଣେ ଆଇନଜୀବୀ ଭାବେ ସେ ବର୍ଷେ ହେଲା ଅଭ୍ୟାସ କରୁଥିବା ବେଳେ କେରଳ … Read More

AI ନ ଶିଖିଲେ ଛାଡ଼ିବାକୁ ହେବ ଚାକିରି

ନୂଆଦିଲ୍ଲୀ: ଟେକ୍ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଣିକି କମ୍ପାନୀରେ ରହିବାକୁ ହେଲେ AI ବା କୃତ୍ରିମ ବୁଦ୍ଧିମତାକୁ ଆପଣେଇବାକୁ ହେବ, ନଚେତ୍ ସମ୍ମାନର ସହ ବିଦାୟ ନେବାକୁ ପଡ଼ିବ। ନିଜ କର୍ମଚାରୀଙ୍କୁ ଏମିତି କିଛି କଡ଼ା ଚେତାବନୀ … Read More

ଏୟାର ଇଣ୍ଡିଆ ଦୁର୍ଘଟଣା: ୩ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର (୧୧ ଫେବୃଆରୀ) କେନ୍ଦ୍ରକୁ ୧୨ ଜୁନ୍, ୨୦୨୫ରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ମାମଲାରେ ଏପର୍ଯ୍ୟନ୍ତ ଅନୁସରଣ କରାଯାଇଥିବା ପ୍ରକ୍ରିୟାଗତ ପ୍ରୋଟୋକଲ ଉପରେ ଏକ ସଂକ୍ଷିପ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ … Read More

ଦାୟିତ୍ୱ ଗ୍ରହଣ କଲେ ମୁମ୍ବଇର ପ୍ରଥମ ବିଜେପି ମହିଳା ମେୟର

ମୁମ୍ବଇ: ମୁମ୍ବଇର ପ୍ରଥମ ମହିଳା ବିଜେପି ମେୟର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଋତୁ ତାୱଡେ। ଶିବସେନାର ସଞ୍ଜୟ ଘାଡି ଡେପୁଟି ମେୟର ଭାବରେ ଦାୟିତ୍ୱ ନେଇଛନ୍ତି। ବୁଧବାର ବିଜେପି କର୍ପୋରେଟର ଋତୁ ତାୱଡେ ବ୍ରିହନ୍ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (BMC)ର ମେୟର … Read More

ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କଲେ ଯୋଗୀ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆଜି ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ହେଉଛି ଯୋଗୀ ସରକାରଙ୍କ ଦଶମ ବଜେଟ୍। ଅର୍ଥମନ୍ତ୍ରୀ ଭାବରେ ସୁରେଶ ଖାନ୍ନା ସକାଳ ୧୧ଟାରେ ବିଧାନସଭାରେ ବଜେଟ୍ … Read More

ବିଧାନସଭାରେ ମନ୍ତ୍ରୀ , ବିଧାୟକଙ୍କୁ ମିଳିବ ଟାବଲେଟ୍

ରାଞ୍ଚି : ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ବିଧାନସଭା କାର୍ଯ୍ୟ ପାଇଁ ଟାବଲେଟ୍ ଯୋଗାଇ ଦିଆଯିବ। ସେମାନଙ୍କୁ ପୂର୍ବରୁ ଏ ବିଷୟରେ ତାଲିମ ମଧ୍ୟ ଦିଆଯିବ। ଝାଡ଼ଖଣ୍ଡ ବିଧାନସଭାରେ ଜାତୀୟ ଇ-ବିଧାନ ଆବେଦନ (NEVA) କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି। … Read More

ଡେ-କେୟାର ସେଣ୍ଟରରେ ଗୁଳିକାଣ୍ଡ, ୨୨ ପିଲାଙ୍କ ସମେତ ୩୪ ମୃତ

ଥାଇଲାଣ୍ଡ : ଥାଇଲାଣ୍ଡ ପୁର୍ବତନ ପୋଲିସ ଅଧିକାରୀଙ୍କ ବର୍ବରକାଣ୍ଡ । ଅଧିକାରୀ ଜଣକ ଏକ ଡେ-କେୟାର ସେଣ୍ଟରରେ ପଶି ଆଖିବୁଜା ଗୁଳିଚାଳନା କରିଛନ୍ତି । ଘଟଣାରେ ଅତିକମରେ ୩୪ ଜଣଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଏମାନଙ୍କ ଭିତରେ ୨୨ ଜଣ … Read More